ଗିରଫ ପୂର୍ବରୁ ରିୟାଙ୍କ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା, ଏବେ ହେଉଛି ଭାଇରାଲ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରିଛନ୍ତି। ଗିରଫ ପୂର୍ବରୁ ଯେତେବେଳେ ରିୟା ଏନ୍ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସମସ୍ତଙ୍କ ନଜର ଥିଲା ତାଙ୍କ ଟି-ଶର୍ଟ ଉପରେ। କାରଣ ଏଥିରେ ଏମିତି କିଛି ଶବ୍ଦ ଲେଖାଥିଲା ଯାହା…
ବିନା ବିଜୁଳି ଆଲୋକରେ ଅଫିସରେ କାମ କଲେ ଜିଲାପାଳ
ଗାଜିଆବାଦ, ୧୦।୯: ଜିଲାପାଳ ନିଜ ଅଫିସରେ ବିନା ବିଜୁଳି ଆଲୋକରେ ଜାଣିଶୁଣି କାମ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ମଧ୍ୟପ୍ରଦେଶର ଗାଜିଆବାଦ୍ ଜିଲାପାଳ ଅଜୟ ଶଙ୍କର ପାଣ୍ଡେ ଏଭଳି କରି ଏକ ଉଦାହରଣ ସୃଷ୍ଟି…
କୋହଲୀଙ୍କୁ ଦୁନିଆର ଶ୍ରେଷ୍ଠ ଏକଦିବସୀୟ ଖେଳାଳି କହିଲେ ଷ୍ଟିଭ୍ ସ୍ମିଥ୍, ଏହି ଭାରତୀୟ ଓ୍ବିକେଟ୍ କିପରଙ୍କୁ କହିଲେ ‘ବନ୍ଧୁକ’
ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲୀଙ୍କ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍। କୋହଲୀ ବର୍ତ୍ତମାନ ସମୟରେ ଦୁନିଆର ଶ୍ରେଷ୍ଠ ଏକ ଦିବସୀୟ ଖେଳାଳି ବୋଲି ସେ କହିଛନ୍ତି। ନିଜର ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପ୍ରଶ୍ନୋତ୍ତର ବିଭାଗକୁ ଆସି…
ରାପର ରଫ୍ତାରଙ୍କୁ କରୋନା, ପ୍ରଂଶସକଙ୍କ ଉଦ୍ଦେଶ୍ୟରେ କହିଲେ ଏମିତି
ମୁମ୍ବାଇ: ବଲିଉଡ୍ ରାପର ତଥା ସଙ୍ଗୀତ ନିର୍ଦ୍ଦେଶକ ରଫ୍ତାର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ପ୍ରଶଂସକଙ୍କ ସହ ଏକ ଅପ୍ଡେଟ୍ ଶେୟାର କରି କହିଛନ୍ତି, ସେ ହେ୍ାମ୍…
ଇଲୋକ୍ଟ୍ରନିକ୍ସ୍ ମିଡ଼ିଆ ଉପରେ ସରକାରଙ୍କର କାହିଁକି ନାହିଁ ନିୟନ୍ତ୍ରଣ: ପ୍ରଶ୍ନ କଲେ ବମ୍ବେ ହାଇକୋର୍ଟ
ମୁମ୍ବାଇ, ୧୦।୯: ଇଲୋକ୍ଟ୍ରିନିକ୍ସ୍ ମିଡ଼ିଆ ଏବଂ ଟେଲିଭିଜନ ଉପରେ କାହିଁକି ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ବମ୍ବେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ପ୍ରସାରିତ ହେଉଥିବା ଖବର ଦ୍ୱାରା ଲୋକଙ୍କ ଉପରେ…
ଆଇପିଏଲ୍ରେ ବିରାଟଙ୍କୁ ଗାଳି ଦେଇଥିଲେ ନୀତିଶ ରାଣା: ହେଲେ ନିଜ ବ୍ୟାଟ୍ ଉପହାର ଦେଇ ଚମକାଇ ଦେଇଥିଲେ ଆର୍ସିବି ଅଧିନାୟକ..
ନୂଆଦିଲ୍ଲୀ,୧୦।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୩ତମ ସଂସ୍କରଣ। ଏହାର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ତେବେ ଆଇପିଏଲ୍ ଆରମ୍ଭ ହେବା ଦିନଠାରୁ କିଛି ନା କିଛି ବିବାଦ…
ଗଞ୍ଜାମରେ କଟକ, ଭୁବନେଶ୍ୱର ବସ୍ କଡ଼ାକଡ଼ି ଯାଞ୍ଚ; ଯାତ୍ରୀ ମାସ୍କ ପିନ୍ଧି ନ ଥିଲେ ଜରିମାନା ଦେବେ ମାଲିକ: ଜିଲାପାଳ
ଛତ୍ରପୁର,୧୦ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କଟକ, ଭୁବନେଶ୍ୱର ଆଦି ବସ୍କୁ ଅଟକାଯାଇ ଯାଞ୍ଚ କରାଯାଉଛି। ଯାତ୍ରୀମାନେ ମାସ୍କ ପିନ୍ଧୁଛନ୍ତି କି ନାହିଁ, ସାମାଜିକ ଦୂରତା, ସାନିଟାଇଜର ଅଛି କି ନାହିଁ ତା’ର କଡ଼ାକଡ଼ି ଯାଞ୍ଚ ହେଉଛି। କାରଣ କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଅଞ୍ଚଳରେ…
ବାଲିବସ୍ତାରେ ଆଇଇଡି: ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ ଷଡ଼ଯନ୍ତ୍ର
ଶ୍ରୀନଗର, ୧୦।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ରଚାଯାଇଥିବା ଏକ ବିସ୍ଫୋରଣ ଘଟଣାକୁ ଏଡ଼ାଇ ଦିଆଯାଇଛି। ଫଳରେ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ କରିବାକୁ ହୋଇଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଉତ୍ତର କଶ୍ମୀରର ବାରମୁଳା ଜିଲାର ଡାଙ୍ଗିଓ୍ବାଚା ଅଞ୍ଚଳର ଚତଲୋରାଠାରେ ବାଲିବସ୍ତାରେ ଥିବା…
ଏହି କାରଣରୁ ଜଣେ ଯୁବତୀଙ୍କୁ ଦୁଇଥର ବିବାହ କରିଥିଲେ ରବିନ୍ ଉଥପ୍ପା: ବିବାହ ପାଇଁ ପରିବାର ସହ ଲଢ଼ିଥିଲେ..
ନୂଆଦିଲ୍ଲୀ,୧୦।୯: ଗତ ୫ ବର୍ଷ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ନାହାନ୍ତି ରବିନ ଉଥପ୍ପା। ହେଲେ ସେ ଘରୋଇ କ୍ରିକେଟରେ ସକ୍ରିୟ ଅଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ତାଙ୍କ ନାମରେ ଏକାଧିକ ରେକର୍ଡ ଅଛି। ସେ ୪୦୦୦ରୁ ଅଧିକ ରନ୍ କରିଥିବା…
ଦେଶର ସମ୍ପତ୍ତି ବିକ୍ରି କରୁଛନ୍ତି ମୋଦି ସରକାର
ଲକ୍ଷ୍ନୌ, ୧୦।୯: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ ଗୁରୁବାର ଟୁଇଟ୍ କରି କହିଛନ୍ତି ଯେ, ମୋଦି ସରକାର ଦେଶର ସମ୍ପତ୍ତି ବିକ୍ରି କରିବା ଆରମ୍ଭ କରିଛନ୍ତି। ବହୁ ସରକାରୀ କମ୍ପାନୀର…
ପିକ୍ଅପ୍ ଦୁର୍ଘଟଣାଗ୍ରସ୍ତ: ୫୦ ଫୁଟ ତଳକୁ ଛିଟିକି ପଡ଼ିଲେ ୪ ଜଣ
ବରଗଡ଼ ଅଫିସ,୧୦ା୯: ବରଗଡ଼ ଜିଲା ଅତାବିରା ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ପରିବା ବୋଝେଇ ପିକ୍ଅପ୍ (ନଂ- ଓଆର ୦୩ ଏ ୦୪୩୪) ଗୁରୁବାର ୫୩ ନମ୍ବର ଜାତୀୟ ରାଜପଥର ଚକୁଳି ଫାର୍ମ ନିକଟ ସତୀଜୋର ବ୍ରିଜ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଛି।…
ଦିନକୁ ଦିନ ସ୍ଥିତି ଗମ୍ଭୀର: ଭୁବନେଶ୍ୱରରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା
ଭୁବନେଶ୍ୱର,୧୦।୯(ବ୍ୟୁରୋ): ଗଞ୍ଜାମ ପରେ ଏବେ ଖୋର୍ଦ୍ଧାରେ କରୋନା ସ୍ଥିତି ଗମ୍ଭୀର। ଫଳରେ ରାଜଧାନୀରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ଗଞ୍ଜାମ ଫର୍ମୁଲା ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ…
Archives


