Posted inଫୁରସତ

ଡେଟିଂ ଆପ୍‌ରେ ମିଳିଥିବା ପ୍ରେମିକଙ୍କ ପାଇଁ ଘର, ଚାକିରି ଛାଡିଲେ ଏହି ସୁନ୍ଦରୀ: ଶେଷରେ ଘଟିଲା ଏମିତି…

ଅଷ୍ଟ୍ରେଲିଆର ୨୭ ବର୍ଷିୟା ଷ୍ଟେଫନି ଗୋର୍ଟନ ଡେଟିଂ ଆପ୍‌ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ଉକ୍ତ ବ୍ୟକ୍ତିଙ୍କ ପାଇଁ ଷ୍ଟେଫନି ନିଜ ଚାକରି ଏବଂ ଘର ମଧ୍ୟ ଛାଡିବାକୁ ପଛାଇଲେ ନାହିଁ। କିନ୍ତୁ ପରେ ଯାହା ଘଟିଲା ଷ୍ଟେଫିନ ଲଜ୍ଜାରେ କାହାକୁ ମୁହଁ ଦେଖାଇପାରିଲେ ନାହିଁ।
ଷ୍ଟେଫନି ତାଙ୍କର ଏହି ବ୍ୟକ୍ତିଙ୍କୁ ଟିଣ୍ଡର ଆପ୍‌ ମାଧ୍ୟମରେ ଭେଟିଥିଲେ। ଖୁବ୍‌ କମ୍‌ ସମୟ ଭିତରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଲା। ଉଭୟ ଲଙ୍ଗ୍‌ ଡିଷ୍ଟାନ୍ସ ରିଲେଶନସିପ୍‌ରେ ରହିବାକୁ ଲାଗିଲେ। ସ୍କଟଲାଣ୍ଡରେ ଏକ ଘର ତିଆରି କରିବାକୁ ସେମାନେ ନିଷ୍ପତ୍ତି ନେଲେ। ଇତିମଧ୍ୟରେ ଷ୍ଟେଫନି ନିଜ ଚାକିରି ମଧ୍ୟ ଛାଡିଦେଲେ। ଉକ୍ତ ପ୍ରେମିକଙ୍କୁ ବିବାହ କରିବା, ପିଲାମାନଙ୍କ ନାମ ଆଦି ବିଷୟରେ ସେ ସମସ୍ତ ଯୋଜନା କରିସାରିଥିଲେ। ହେଲେ ସ୍କଟଲାଣ୍ଡ ଯିବା ପୂର୍ବରୁ ସବୁକିଛି ଠିକ୍‌ ନ ଥିବା ଷ୍ଟେଫନି ଅନୁଭବ କଲେ। ସବୁକିଛି ଠିକ୍‌ ଚାଲିଥିବା ବେଳେ ପ୍ରେମିକ କିନ୍ତୁ ତାଙ୍କୁ ସ୍କଟଲାଣ୍ଡ ଯିବାକୁ ମନାକରିକଲେ। ଆର୍ଥୀକ ସ୍ଥିତି ଭଲ ନାହିଁ, ତେଣୁ ତୁମର ଦେଖାଶୁଣା କରିପାରିବି ନାହି ବୋଲି ସେ କହିଥିଲେ।

ଏହା ପରେ ଷ୍ଟେଫନି ପ୍ରେମିକଙ୍କ ବିଷୟରେ ସବୁକଥା ଜାଣିବା ପାଇଁ ଚେଷ୍ଟା କଲେ। ଶେଷରେ ସେ ସବୁ ସତକଥା ଜାଣିପାରିଲେ। ଉକ୍ତ ପ୍ରେମିକ ଦକ୍ଷିଣ ଆମେରିକାର ଜଣେ ଝିଅଙ୍କ ସହ ସମୟ ବିତାଉଛନ୍ତି। ସେ ସସ୍ତଙ୍କୁ ଏହିପରି ମିଛ କଥା କହି ପ୍ରେମ ଜାଲରେ ଫସାଇଥାନ୍ତି। କିଛି ଦିନ ଝିଅମାନଙ୍କ ସହ ସମୟ ବିତାଇବା ପରେ ତାଙ୍କୁ ଛାଡିଦେଇଥାନ୍ତି। ସବୁକିଛି ଜାଣିବା ପରେ ଷ୍ଟଫିନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରେମିକଙ୍କ ସହ ସେ ସବୁ ସମ୍ପର୍କ ସମାପ୍ତ କଲେ। ପରେ ଛାଡିଥିବା ଚାକିରିକୁ ଫେରିପାଇଲେ। କିନ୍ତୁ ଏଥିପାଇଁ ତାଙ୍କୁ ଲଜ୍ଜା ଅନୁଭବ କରିବାପୁ ପଡ଼ିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri