ଆଖୁ ବୋଝେଇ ଟ୍ରକକୁ ଅଟକାଇଲେ ହାତୀ ପଲ: ଆଉ ତା ପରେ…
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଗୋଟିଏ ଆଖୁ ବୋଝେଇ ଟ୍ରକୁ ହାତୀ ପଲ ଅଟକାଇ ଉକ୍ତ ଟ୍ରକରୁ ଆଖୁ ଖାଉଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ୩ଟି ହାତୀ ଏକ ଆଖୁ ବୋଝେଇ ଟ୍ରକକୁ…
ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା
ନୂଆଦିଲ୍ଲୀ,୧।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ। ଅହମ୍ମଦ ଦିଲ୍ଲୀସ୍ଥିତ ନିଜ ବାସଭବନରେ ସେଲଫ ଆଇସୋଲେଶନରେ ରହିଛନ୍ତି। ଏ ନେଇ ସେ ନିଜେ ଗୁରୁବାର ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି, ମୋର…
ବଢିଲା ଯୁକ୍ତ ତିନି ନାମଲେଖା ଅବଧି
ଭୁବନେଶ୍ୱର,୧।୧୦(ବ୍ୟୁରୋ)-ରାଜ୍ୟର ବିଭିନ୍ନ କଲେଜରେ ଯୁକ୍ତ ତିନିରେ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ସୂଚନା ଦିଆଯାଇଛି। ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ଫାଷ୍ଟ ସିଲେକ୍ସନର…
ଭିଜିଲାନ୍ସ ହାତରେ ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି
ଭଦ୍ରକ ଅଫିସ,୧।୧୦-୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଧାକର ବାରିକ। ଏକ ସିକ୍ୟୁରିଟି ଏଜେନ୍ସିଠାରୁ ଲେବର ଲାଇସେନ୍ସ ନବୀକରଣ ପାଇଁ ୧୩ ହଜାର ଦାବି କରିଥିଲେ…
ଭୁବନେଶ୍ୱରରୁ ଆଜି ୩୪୦ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍ ୨୫୬
ଭୁବନେଶ୍ୱର,୧।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୫୬ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ରାଜଧାନୀରେ ମାତିଲେ ଦୁର୍ବୃତ୍ତ: ଯୁବତୀଙ୍କଠାରୁ ଲୁଟିନେଲେ ମୋବାଇଲ
ଭୁବନେଶ୍ୱର,୧।୧୦(ବ୍ୟୁରୋ)-ରସୁଲଗଡ଼ କେନାଲ ରୋଡ ଅଞ୍ଚଳରେ ଜଣେ ଯୁବତୀଙ୍କଠାରୁ ଗୁରୁବାର ଦିନ ଦ୍ୱି’ପ୍ରହରରେ ଲୁଟ୍ ହୋଇଛି। ଯୁବତୀ ଜଣକ ସ୍କୁଟିରେ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ ମୋବାଇଲ ଲୁଟିନେଇଛନ୍ତି। ଫଳରେ ଯୁବତୀ ଜଣକ ସ୍କୁଟିରୁ ପଡି ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର…
ଯେଉଁ ଅଫିସ୍ରେ ସୁଇପର ଥିଲେ ଏହି ମହିଳା, ଏବେ ସମ୍ଭାଳିବେ ସେହି ଅଫିସ୍ର ଚୌକି
ମସ୍କୋ,୧ା୧୦: କରୋନା ସମୟରେ ଆମ ଦେଶର ବିହାର ବିଧାନସଭା ନିର୍ବାଚନକୁ ନେଇ ଜୋର୍ଦାର ଚର୍ଚ୍ଚା ହେଉଛି। ସେହିପରି ରୁଷିଆରେ ମଧ୍ୟ ଏକ ନିର୍ବାଚନ ଅନୁଷ୍ଠିତ ହୋଇଛି, ଯେଉଁଥିରେ ଜଣେ ମହିଳାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଛି। ଯେଉଁ ଅଫିସରେ ମହିଳା ଜଣକ ଗତ…
କୋକିଶିଆଳିକୁ ଅଧା ଗିଳି ବାହାର କଲା ଅଜଗର
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଅଜଗର ଏକ କୋକିଶିଆଳିକୁ ଗିଳୁଥିବା ଭିଡିଓ ଭାଇରାଲ ହୋଇଛି। ମଧ୍ୟପ୍ରଦେଶର ମାଣ୍ଡଲା ଜିଲାର କାହ୍ନା ଜାତୀୟ ଉଦ୍ୟାନ ନିକଟସ୍ଥ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଭିଡିଓରେ ଦେଖାଯାଇଛି,…
ହାତଗୋଡ଼ ବନ୍ଧା ଅବସ୍ଥାରେ ପରିତ୍ୟକ୍ତ ଘରୁ ନାବାଳକ ଉଦ୍ଧାର, କାରଣ ଅସ୍ପଷ୍ଟ
ଛେଣ୍ଡିପଦା,୧ା୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ନୂଆଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ସନ୍ଧ୍ୟାରେ ଜନୈକ ନାବାଳକଙ୍କୁ ନୂଆଗାଁର ଆପେକ୍ସ କମିଟିର ଏକ ପରିତ୍ୟକ୍ତ ଗୃହରୁ ହାତଗୋଡ଼, ମୁହଁ, ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି। ନାବାଳକ ଜଣକ…
ଆଜିଠୁ ଲାଗୁହେଲା ନୂଆ ମୋଟରଯାନ ଆଇନ, ଜାଣନ୍ତୁ କ’ଣ ରହିଛି ନିୟମ
ଭୁବନେଶ୍ୱର,୧ା୧୦(ବ୍ୟୁରୋ): ନୂଆ ମୋଟରଯାନ ଆଇନ ଅନୁଯାୟୀ ଗୁରୁବାରଠାରୁ ଲାଗୁ ହୋଇଛି ନୂଆ ନିୟମ। ଏଣିକି ଗାଡ଼ି ଚଳାଇବା ସମୟରେ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡ଼ି କାଗଜପତ୍ରର ମୂଳ କପି ରଖିବା ବାଧ୍ୟତାମୂଳକ ନୁହେଁ। ମୂଳ କପି ରଖି ନ ଥିଲେ ମଧ୍ୟ…
ସୁପରଷ୍ଟାର ହେବାକୁ ଚାହୁଁଥିଲେ ଏହି ମଡେଲ, ପରେ ତାଙ୍କ ସହ ଘଟିଲା ଏମିତି କିଛି
ପୋଲାଣ୍ଡ,୧ା୧୦: ସାଡୋସ୍କା ରାପର୍ ପୋପେକଙ୍କ ପରି ସୁପରଷ୍ଟାର ହେବାକୁ ଚାହୁଁଥିଲେ ଜଣେ ମଡେଲ। ଏଥିପାଇଁ ସେ ଆଖିରେ ଟାଟୁ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଟାଟୁ ଡିଜାଇନରଙ୍କ ଭୁଲ୍ ଯୋଗୁ ସବୁଦିନ ପାଇଁ ଆଖି ଦୁଇଟିକୁ ସେ ହରାଇବସିଲେ। ଆଇବଲ ଟାଟୁଗୁଡ଼ିକ…
ଥାନାରେ ହାଜର ହେଲେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ
ମୁମ୍ବାଇ,୧।୧୦- ମୁମ୍ବାଇ ଭର୍ସୋଭା ପୋଲିସ ନିକଟରେ ଗୁରୁବାର ହାଜର ହୋଇଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ। ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା ଯୌନ ଶୋଷଣ ଅଭିଯୋଗରେ କଶ୍ୟପ ହାଜର ହୋଇଥିବା ଜଣାପଡିଛି। ଗୁରୁବାର ସକାଳେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଏହାପରେ ପୋଲିସ…
Archives


