Home

ଟିକେଟ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨।୧୦:ଦେଶରେ କରୋନା ମହାମାରୀ ସଂକ୍ରମଣ ଲାଗି ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏହି ସମୟରେ ବିମାନ ଯାତ୍ରାକୁ ବାତିଲ କରାଯାଇଥିଲା। ତେବେ ଯାତ୍ରୀଙ୍କ ଟିକେଟ ବୁକିଂ ଟଙ୍କା ଶୀଘ୍ର ଫେରାଇବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏସମ୍ପର୍କରେ ଏୟାରଲାଇନ୍ସ୍‌ କମ୍ପାନୀଗୁଡ଼ିକୁ ସୂଚିତ କରାଯାଇଛି।…

ବିଗୁଡ଼ୁଛି ସ୍ଥିତି, ଚିନ୍ତାରେ ବିଶ୍ୱ ମହାଶକ୍ତି

ୟେରେବାନ/ବାକୁ, ୨।୧୦:ବିବାଦୀୟ କ୍ଷେତ୍ର ‘ନାଗୋର୍ନୋ କାରାବାଖ’କୁ କରାୟତ୍ତ କରିବାକୁ ଆର୍ମେନିଆ-ଆଜରବୈଜାନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ରବିବାରଠାରୁ ଦୁଇ ରାଷ୍ଟ୍ର ସାମ୍ନାସାମ୍ନି ହୋଇଥିବାବେଳେ ଉଭୟ ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ୱ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପଟେ ଆଜରବୈଜାନକୁ ତୁର୍କୀ ଖୋଲାଖୋଲି…

ପୋଲିସ ଠେଲାପେଲାରେ ତଳେ ପଡ଼ିଲେ ରାହୁଲ

ନୂଆଦିଲ୍ଲୀ, ୨।୧୦:ଉତ୍ତରପ୍ରଦେଶ ହାଥ୍‌ରାସରେ ହୋଇଥିବା ଗଣବଳାତ୍କାର ଘଟଣାର ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଧାବାଟରେ ଫେରିବାକୁ ପଡ଼ିଛି। ରାହୁଲ୍‌ ଏବଂ ପ୍ରିୟଙ୍କା ନିଜର ଦଳୀୟ କର୍ମୀଙ୍କ ସହ ଦିଲ୍ଲୀ-ନଏଡ଼ା…

ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ଘେରିଲେ ବିରୋଧୀ

ଭୁବନେଶ୍ୱର, ୨।୧୦(ବ୍ୟୁରୋ):ବିଧାନସଭା ମୌସୁମୀ ଅଧିବଶେନର ଗୁରୁବାର ତୃତୀୟ ଦିବସରେ ବିଦ୍ୟୁତ୍‌ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଗୃହରେ ବିଦ୍ୟତ୍‌ ବିଲ୍‌ ସମ୍ପର୍କିତ ମୁଲତବୀ ନୋଟିସର ଆଲୋଚନା ବେଳେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଥିଲେ। ୟୁନିଟ୍‌ ପିଛା…

ଉପନିର୍ବାଚନ: ୧୦୦ଜଣଙ୍କୁ ନେଇ ସମାବେଶ ଅନୁମତି

ଭୁବନେଶ୍ୱର, ୨।୧୦(ବ୍ୟୁରୋ):ରାଜ୍ୟରେ କୋଭିଡ୍‌ ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାର ଅକ୍ଟୋବର ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି…

ଜମି ଲାଗି ଅଟକିଛି ମଡର୍ନ ବସ୍‌ ପୋର୍ଟ

ଭୁବନେଶ୍ୱର, ୨।୧୦(ବ୍ୟୁରୋ):ଓଡ଼ିଶାରେ ମଡର୍ନ ବସ୍‌ ପୋର୍ଟ ହେବାରେ ଏବେ ଜମି ଅଧିଗ୍ରହଣ ବାଧକ ସାଜିଛି। କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୮ ଡିସେମ୍ବର ୨ରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ମଡର୍ନ(ଅତ୍ୟାଧୁନିକ) ବସ୍‌ ପୋର୍ଟ ନିର୍ମାଣ ଲାଗି ନିର୍ଦ୍ଦେଶ…

କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ଏହି କ୍ରିକେଟର: ଭିଡିଓ ଭାଇରାଲ

ଆଇପିଏଲ୍‌ ୨୦୨୦ର ୧୩ତମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍‌ ମଧ୍ୟରେ ମୁହଁମୁହିଁ ହୋଇଥିଲା। ଏହି ମ୍ୟାଚରେ ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲେ। ଏମିତିରେ କୋଲକାତା ୨୦ ଓଭରରେ ୬ ଓ୍ବିକେଟ ହରାଇ…

ଡାକ୍ତରଙ୍କ ଭୁଲ ଯୋଗୁ ମୃତ୍ୟୁ ସହ ସଂଘର୍ଷ କରୁଛି ୪ ମାସର ଶିଶୁକନ୍ୟା

ଭୋପାଳ, ୨।୧୦: ଡାକ୍ତରଙ୍କ ଭୁଲ ଯୋଗୁ ଜଣେ ନିରୀହ ନିସ୍ପାପ ୪ ମାସର ଶିଶୁକନ୍ୟା ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି। ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଭିଦିଶା ଜିଲାର ଗୋଲୋନା ଗ୍ରାମରେ। ଜଣେ ଶିଶୁକନ୍ୟାକୁ ଜ୍ୱର ହେବାରୁ ତାଙ୍କୁ…

ମାତ୍ର ୨ ଟଙ୍କା ପାଇଁ କ୍ରିକେଟ ଟିମ୍‌ରେ ସାମିଲ ହେବାରୁ ବଞ୍ଚିତଥିଲେ ବିଗ୍‌ ବି

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଲୋକପ୍ରି ଟିଭି ଶୋ’‘କୌନ ବନେଗା କରୋଡପତି’ର ୧୨ତମ ସିଜିନ୍‌ ମାଧ୍ୟମରେ ପୁଣିଥରେ ଦର୍ଶକଙ୍କ ସାମ୍ମାକୁ ଆସିସାରିଛନ୍ତି। ଇତିମଧ୍ୟରେ ଶୋ’ର କେତୋଟି ଏପିସୋଡ୍‌ ପ୍ରସାରିତ ହୋଇସାରିଛି। ସବୁଥର ପରି ଏଥର ମଧ୍ୟ ବିଗ୍‌ ବି ତାଙ୍କ ଜୀବନ…

ରାଜ୍ୟ ସରକାରଙ୍କ ଅକ୍ଟୋବର ଗାଇଡଲାଇନ: ଜାଣନ୍ତୁ କ’ଣ ରହିବ ଖୋଲା କ’ଣ ପଡିବ ତାଲା

ଭୁବନେଶ୍ୱର,୧।୧୦(ବ୍ୟୁରୋ)-ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗୁରୁବାର ଗାଇଡଲାଇନ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନରେ ଅକ୍ଟୋବର ୩୧ ଯାଏ ଲକଡାଉନ ବଳବତ୍ତର ରହିବ। ପୂର୍ବଭଳି ରାଜ୍ୟରେ ସମସ୍ତ ସିନେମା ହଲ ଓ ସୁଇମିଂ ପୁଲ ବନ୍ଦ ରହିବ। କେବଳ କ୍ରୀଡାବିତଙ୍କ ପାଇଁ…

୧୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୧ା୧୦(ବ୍ୟୁରୋ)-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡିଶା ଉପକୂଳରେ ଗୁରୁବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୬ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର,…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୭୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୫୫୮, ଜଗତସିଂହପୁରରୁ ୨୩୩, ସୁନ୍ଦରଗଡରୁ ୨୩୩, ଯାଜପୁରରୁ ୧୯୮, ପୁରୀରୁ ୧୯୨, ଝାଡସୁଗୁଡାରୁ ୧୬୮, ମୟୂରଭଞ୍ଜରୁ ୧୫୫, ବରଗଡରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri