ଧୋନୀଙ୍କ ସ୍ତ୍ରୀ ଉପରେ ଭାଜପାର ନଜର, ଜାଣନ୍ତୁ କାହିଁକି
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଅଗଷ୍ଟ ୧୫ରେ କ୍ରିକେଟରୁ ଅବସର ନେଇଛନ୍ତି। ଏହାପରେ ତାଙ୍କ ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଧୋନୀ ରାଜନୀତିରେ ସାମିଲ ହୁଅନ୍ତୁ ବୋଲି ଭାରତୀୟ ଜନତା ପାର୍ଟିି(ଭାଜପା)ଚାହୁଁଛି।…
CORONAVIRUS UPDATE: ୩୦ ଜିଲାରୁ ୨୭୫୨ ନୂଆ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ
ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୦ ଜିଲାରୁ ୨୭୫୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୪୨୩୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ…
ପାକିସ୍ତାନ ଜେଲ୍ରେ ୨ ବର୍ଷ କଏଦୀ ଜୀବନ କାଟିଥିଲେ ଏହି ପ୍ରସିଦ୍ଧ ଅଭିନେତା
ଇତ୍ନା ସନ୍ନାଟା କ୍ୟୁଂ ହୈ ଭାଇ, ୪୫ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଶୋଲେ ଚଳଚ୍ଚିତ୍ରର ଏହି ପ୍ରସିଦ୍ଧ ସଂଳାପକୁ ଲୋକମାନେ ଏବେ ମନେ ରଖିଛନ୍ତି। ଚଳଚ୍ଚିତ୍ରରେ ଏହାକୁ ରହିମ ଚାଚା ଅର୍ଥାତ୍ ଏ.କେ ହଙ୍ଗଲ କହିଥିଲେ। ଏହି ସଂଳାପ ଯୋଗୁ…
ସଚିନ୍ଙ୍କ ରେକର୍ଡ ଭାଙ୍ଗିବେ ଏହି ଖେଳାଳି: ଇର୍ଫାନ୍ ପଠାନ କହିଲେ ଏପରି…
ନୂଆଦିଲ୍ଲୀ, ୨୫।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ କେବଳ ବିରାଟ କୋହଲି ସକ୍ଷମ। ଏସମ୍ପର୍କରେ ପୂର୍ବତନ ଭାରତୀୟ କ୍ରିକେଟର ଇର୍ଫାନ୍ ପଠାନ କହିଛନ୍ତି। ସଚିନଙ୍କ ୧୦୦ ଶତକ ରେକର୍ଡକୁ ବିରାଟ ସହଜରେ ଭାଙ୍ଗିପାରିବେ ବୋଲି ସେ କହିଛନ୍ତି। ଏହି…
ରାଓ୍ବଲପିଣ୍ଡିରେ ଜୈଶ୍ ବୈଠକ: ଆଲର୍ଟରେ ଭାରତୀୟ ଗୋଇନ୍ଦା ବିଭାଗ
ନୂଆଦିଲ୍ଲୀ, ୨୫।୮: ପାକିସ୍ତାନର ରାଓ୍ବଲପିଣ୍ଡିରେ ଆତଙ୍କବାଦୀ ସଂଗଠନ ଜୈଶ୍-ଇ ମହମ୍ମଦ ପକ୍ଷରୁ ବୈଠକ ହୋଇଥିବା ସୂଚନା ମିଳିଛି। ଏହି ବୈଠକକୁ ନେଇ ଭାରତୀୟ ଗୋଇନ୍ଦା ବିଭାଗ ହାଇ ଆଲର୍ଟରେ ରହିଛି। ଜୈଶ୍ର ମୌଲାନା ଅବ୍ଦୁଲ ରଉଫ୍ ଅଶଗରଙ୍କ ସହିତ ପାକିସ୍ତାନ ଗୋଇନ୍ଦା…
ନିଜ ଓଜନ ବିଷୟରେ ଖୁଲାସା କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ସିଙ୍ଗର୍
ଝିଅମାନେ ସେମାନଙ୍କର ପସନ୍ଦ ଏବଂ ନାପସନ୍ଦ କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଯେତେବେଳେ ସେମାନଙ୍କର ଓଜନ ଏବଂ ବୟସ କଥା ଆସେ, ସେମାନେ ଅନ୍ୟ କଥା କହି ଏହି ପ୍ରସଙ୍ଗରୁ ବାହାରି ଯାଆନ୍ତି। କିନ୍ତୁ ଗାୟକ ନେହା କକ୍କଡ ତାଙ୍କ…
ମାଗଣାରେ ମିଳିବ କରୋନା ଟିକା: ୩ ହଜାର କୋଟି ଖର୍ଚ୍ଚ କରିବେ ମୋଦି ସରକାର !
ନୂଆଦିଲ୍ଲୀ, ୨୫।୮: ଦେଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କରୋନା ଲଢ଼େଇକୁ ଜୋର୍ଦାର କରିଛନ୍ତି। ଲୋକଙ୍କୁ ଶସ୍ତା ଦାମରେ କରୋନା ଟିକା ଦେବା ପାଇଁ ୩ ହଜାର କୋଟି ଟଙ୍କାର ପ୍ରସ୍ତାବ ଉପସ୍ଥାପନା…
ମହିଳାଙ୍କ ମେକ୍ଅପ୍ କରନ୍ତି ଏହି କ୍ରିକେଟରଙ୍କ ସ୍ତ୍ରୀ
ବିଶ୍ୱର ସବୁଠାରୁ ବିପଜ୍ଜନକ ବୋଲରଙ୍କ ମଧ୍ୟରୁ ଅନ୍ୟତମ ନ୍ୟୁଜିଲାଣ୍ଡର ତାରକା ବୋଲର ଟିମ୍ ସାଉଥିଙ୍କ ସ୍ତ୍ରୀ ବ୍ରାଇ ଫାହି ମଧ୍ୟ ତାଙ୍କ ଭଳି ପ୍ରତିଭାର ଅଧିକାରୀ। ବ୍ରାଇ ପତ୍ନୀ ମେକଅପ ଏବଂ ହେୟାର ଆର୍ଟରେ ପାରଦର୍ଶୀ ଅଟନ୍ତି। ୨୭ ଡିସେମ୍ବର ୧୯୯୦…
୨୦ ବର୍ଷ ଯୁବକ ପାଲଟିଲେ ହ୍ୟୁମାନ୍ କାଲକୁଲେଟର: ଆଖିପିଛୁଳାକେ କରୁଛନ୍ତି ବଡ଼ ବଡ଼ ହିସାବ
ହାଇଦ୍ରାବାଦ୍, ୨୫।୮: ଆଖିପିଛୁଳାକେ ବଡ଼ ବଡ଼ ହିସାବ କରି ତେଲେଙ୍ଗାନାର ୨୦ ବର୍ଷ ଯୁବକ ଭାନୁ ପ୍ରକାଶ ଲିମ୍ପ୍କା ବୁକ୍ରେ ରେକର୍ଡ କରିଛନ୍ତି। ଏବେ ତାଙ୍କ ନାମ ହ୍ୟୁମାନ କାଲକୁଲେଟର ଭାବେ ସ୍ଥାନୀତ ହୋଇଛି। ଏବେ ଭାନୁ ପ୍ରକାଶ ଦିଲ୍ଲୀ ବିଶ୍ୱବିଦ୍ୟାଳୟର…
ଅନ୍ଲାଇନ୍ ଅର୍ଡର କରିଥିଲେ ଡ୍ରେସ୍, ପାର୍ସଲ ଖୋଲିବାରୁ ଉଡିଗଲା ହୋସ୍
ଅନଲାଇନ ଅର୍ଡର ଦେବାପରେ ଲୋକମାନେ ଉତ୍ସାହର ସହିତ ଡେଲିଭରିକୁ ଅପେକ୍ଷା କରିଥାନ୍ତି। ଯଦି ସେ ଦେଖିଥିବା ତାଙ୍କ ମନ ପସନ୍ଦ ଜିନିଷ ମିଳେ ନାହିଁ, ତେବେ ମନରେ କ୍ରେଧ ଆସିବା ନିଶ୍ଚିତ। ନ୍ୟୁୟର୍କରେ ଜଣେ ବ୍ୟକ୍ତି କ୍ଷେତ୍ରରେ ଏହା ହିଁ ଘଟିଛି।…
ମାଟି ତଳୁ ମିଳିଲା ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା…
ଜେରୁଜେଲମ୍, ୨୫।୮: ମାଟି ତଳୁ ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା ମିଳିଛି। ଇସ୍ରାଏଲ୍ର ୟବନେ ସହରରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ଜାରି ରହିଥିବାବେଳେ ମାଟି ପାତ୍ରରେ ରହିଥିବା ଏହି ପୋତାଧନ ମିଳିଛି। ମାଟିପାତ୍ରରେ ୪୨୫ଟି ସ୍ବର୍ଣ୍ଣମୁଦ୍ରା ରହିଥିବା କୁହାଯାଉଛି।…
୨୦ ବର୍ଷ ଝିଅର ଏକ୍ସ-ବୟଫ୍ରେଣ୍ଡଙ୍କ ସହ ପିତା କଲେ ଏମିତି, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବ୍ରିଟେନରେ ଜଣେ ସମଲିଙ୍ଗୀ ପିତା ତାଙ୍କ ଝିଅର ପୂର୍ବତନ ପ୍ରେମିକଙ୍କ ପ୍ରେମ କରି ବସିଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବାପା ତାଙ୍କ ଝିଅ ଏବଂ ତାଙ୍କ ପ୍ରେମିକ ସହିତ ଛୁଟିରେ ବୁଲିବାକୁ ଯାଇଥିଲେ। ସେଠାରେ ସେ ତାଙ୍କ ଝିଅର…
Archives


