ହିମାଚଳପ୍ରଦେଶରେ ନିଜ ପିଲାଙ୍କ ସହ ଛୁଟି କାଟୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ବର୍ତ୍ତମାନ ରବୀନା ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ହିମାଚଳପ୍ରଦେଶର ବରଫାବୃତ୍ତ ଅଞ୍ଚଳରେ ପୁଅ ରଣବୀର ଓ ଝିଅ ରଶାଙ୍କ ସହିତ ରବୀନା ଛୁଟିର…
ସ୍ବାସ୍ଥ୍ୟ କର୍ମୀ, ଗର୍ଭବତୀ ମହିଳା, ବରିଷ୍ଠ ନାଗରିକଙ୍କୁ ପ୍ରଥମେ ମିଳିବ ଟୀକା
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ)-କରୋନା ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନିକଟରେ ଟୀକାମିଳିବାର ଆଶା ଉଜ୍ୱଳ ହୋଇଛି। ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟ କର୍ମୀ ସମେତ ଗର୍ଭବତୀ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟୀକ ପ୍ରଦାନରେ ପ୍ରାଥମିକତା…
ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ
ଚେନ୍ନାଇ,୧୮।୧୧-ତାମିଲନାଡୁର ମେଲମାରୁଭାଥୁର ସହର ନିକଟରେ ବୁଧବାର ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ କଣ୍ଟେନର ତାଙ୍କ କାରକୁ ଧକ୍କା ଦେବାରୁ କାରର ଡାହାଣ ପାର୍ଶ୍ୱ ଡୋର ଭାଙ୍ଗି ଯାଇଛି। ତେବେ ଏହି ଦୁର୍ଘଟଣାରୁ ଖୁସବୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।…
ରାଜ୍ୟରେ ସୁସ୍ଥ ହେଲେ ୧୩୦୩ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ…
ଭୁବନେଶ୍ୱର,୧୮ ା୧୧(ବ୍ୟୁରୋ)- ରାଜ୍ୟରେ ବୁଧବାର ଆଉ ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୧୦୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୧୦୩, ମୟୂରଭଞ୍ଜରୁ ୧୦୧, ସୁନ୍ଦରଗଡରୁ ୯୭, ଖୋର୍ଦ୍ଧାରୁ ୯୬, ଝାରସୁଗୁଡାରୁ ୮୬, ଜଗତସିଂହପୁରରୁ ୫୫, ବାଲେଶ୍ବରରୁ…
ଗୋଆର ପ୍ରଥମ ମହିଳା ରାଜ୍ୟପାଳଙ୍କ ପରଲୋକ
ପାନାଜୀ,୧୮।୧୧-ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଭାଜପା ନେତା ମୃଦୁଳା ସିହ୍ନାଙ୍କ ବୁଧବାର ପରଲୋକ ହୋଇଯାଇଛି। ୭୭ ବର୍ଷ ବୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଗୋଆର ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ସେହିପରି ମୃଦୁଳା ଭାଜପାର ଜଣେ…
ସୁରତ ଡାକ୍ତରଖାନାରେ ଅଗ୍ନିକାଣ୍ଡ
ସୁରତ,୧୮।୧୧-ଗୁଜୁରାଟର ସୁରଟ ସହରରେ ଥିବା ଏକ ଡାକ୍ତରଖାନାରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଡାକ୍ତରଖାନାରେ ଅଗ୍ନିକାଣ୍ଡ କିପରି ଘଟିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହଁି।…
ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍
ବଲାଙ୍ଗୀର ଅଫିସ,୧୮।୧୧-ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ଗଣହତ୍ୟା ମାମଲାର ବୁଧବାର ପର୍ଦ୍ଦାଫାସ୍ ହୋଇଛି। ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଗଣହତ୍ୟାରେ ୯ ଜଣଙ୍କ ସମ୍ପୃକ୍ତି ଥିବା ନେଇ…
କିଏ ୧୪ ତ କିଏ ୮: ନିଜଠାରୁ ବହୁତ କମ୍ ବୟସର ଯୁବକଙ୍କ ହାତ ଧରିଛନ୍ତି ଏସବୁ ଅଭିନେତ୍ରୀ
ବମ୍ବେ: ନିକଟରେ ଗାୟକ ରୋହତପ୍ରିତ ସିଂହଙ୍କ ହାତ ଧରିଛନ୍ତି ନେହା କକ୍କଡ। ରୋହନ ନେହାଙ୍କଠାରୁ ୭ ବର୍ଷ ସାନ। ତେବେ କେବଳ ଯେ ନେହା ତାହା ନୁହେଁ, ଅନେକ ଟେଲି ଅଭିନେତ୍ରୀ ଅଛନ୍ତି ଯିଏ ନିଜଠାରୁ ବୟସରେ ସାନ ବ୍ୟକ୍ତିଙ୍କୁ ବିବାହ…
ଭୁବନେଶ୍ୱରରୁ ଆଜି ୫୭ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍ ୪୦
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୪୦ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଜିମ୍, ସୁଇମିଂପୁଲଠାରୁ ଆରମ୍ଭ କରି ମିନି ଥିଏଟର; ଦେଖନ୍ତୁ ଭିତରୁ କେତେ ଭବ୍ୟ ଅନିଲ କପୁରଙ୍କ ୨୦ କୋଟିର ବଙ୍ଗଳା
ବମ୍ବେ: ବଲିଉଡ୍ର ଏଭରଗ୍ରୀନ୍ କଳାକାରଙ୍କ ମଧ୍ୟରୁ ଅନିଲ କପୁର ଜଣେ। ଦୀର୍ଘ ୪୦ ବର୍ଷ ଧରି ସେ ସମସ୍ତଙ୍କ ମନୋରଞ୍ଜନ କରିଆସୁଛନ୍ତି। ନିଜ କ୍ୟାରିୟରରେ ଗୋଟିଏରୁ ବଳି ଗୋଟିଏ ସୁପରହିଟ୍ ଫିଲ୍ମ ଭେଟି ଦେଇଥିବା ଅନିଲ ମୁମ୍ବାଇର ଆଲିଶାନ ବଙ୍ଗଳାରେ ରୁହନ୍ତି।…
ପୋଷ୍ଟ ଅଫିସର ଏହି ସ୍କ୍ରିମ୍ରେ ଦ୍ୱିଗୁଣ ହୋଇଥାଏ ଟଙ୍କା: ୫୦ହଜାର ରଖିଲେ ପାଇବେ ଲକ୍ଷେ; ଜାଣନ୍ତୁ..
ନୂଆଦିଲ୍ଲୀ,୧୮।୧୧: ପୋଷ୍ଟ ଅଫିସରେ ଟଙ୍କା ନିବେଶ କରିବା ଲାଭଦାୟକ। ବିଶେଷକରି ପୋଷ୍ଟ ଅଫିସର ‘କିଶାନ ବିକାଶ ପତ୍ର’ ସ୍କ୍ରିମ୍ରେ ନିବେଶ କରିବା ଦ୍ୱାରା ଆପଣ ଦୁଇଗୁଣ ଟଙ୍କା ପାଇପାରିବେ। ସରକାରଙ୍କ ପକ୍ଷରୁ ସଂଚାଳିତ ଏହି ସ୍କ୍ରିମ୍ରେ ୧୨୪ ମାସ ପର୍ଯ୍ୟନ୍ତ ଟଙ୍କା…
ଆପଣଙ୍କର ଏହି ୬ ଅଭ୍ୟାସ ଅଛି କି? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ
ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ ବଞ୍ଚିବାର କଳା ଶିଖାଇଥାଏ। ଏକ ଶ୍ଳୋକ ମାଧ୍ୟମରେ ଦରିଦ୍ର ନ ହେବା ପାଇଁ ଜଣଙ୍କୁ…

