Home

ବିନା ରସିଦରେ ଅତ୍ୟଧିକ ଦେୟ ଆଦାୟ

ଯାଜପୁର ରୋଡ୍‌,୧୨।୧୦ (ଡି.ଏନ୍‌.ଏ.): ଯାଜପୁର ଜିଲା ବ୍ୟାସନଗର ଲକ୍ଷ୍ମୀନଗରସ୍ଥିତ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ ବିନା ରସିଦ୍‌ରେ ଅତ୍ୟଧିକ ଫି’ ଆଦାୟ କରୁଥିବା ଅଭିଯୋଗ ଆଣିଛି ଅଭିଭାବକ କମିଟି। ୧୦ମ ଶ୍ରେଣୀ ପରୀକ୍ଷା ପାଇଁ ଫର୍ମ ପୂରଣ ବାବଦକୁ ସିବିଏସ୍‌ଇ…

ନୂଆ ୧୦୦ ଟଙ୍କିଆ କଏନ୍‌ର ଲୋକାର୍ପଣ କଲେ ମୋଦି

ନୂଆଦିଲ୍ଲୀ, ୧୨।୧୦: ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ସ୍ମୃତିରେ ଏକ ନୂଆ ୧୦୦ ଟଙ୍କିଆ କଏନ୍‌ର ଲୋକାର୍ପଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏହାର ଲୋକାର୍ପଣ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ରାଜମାତାଙ୍କ ଶହେତମ ଜନ୍ମ ବାର୍ଷିକୀ ଅବସରରେ ଏହାକୁ…

ଆବାସ ଯୋଜନାରେ ମିଳୁନି ଘର

ନୟାଗଡ଼ ଅଫିସ,୧୨ା୧୦: ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଗରିବ ପରିବାରଙ୍କୁ ମାଗଣାରେ ଘର ଯୋଗାଇ ଦେଉଛନ୍ତି। ହେଲେ ଅନେକ ଯୋଗ୍ୟ ପରିବାର ଏହି ତାଲିକାରେ ସାମିଲ ହୋଇପାରୁ ନାହାନ୍ତି। ଗଣିଆ ବ୍ଲକ ଆଡକଟା ପଞ୍ଚାୟତ ଜଗନ୍ନାଥପ୍ରସାଦର…

ଚାଇନା ସୀମାରେ ଭାରତର ୨୨ ପୋଲ: ଏଲ୍‌ଏସିରେ ଶୀଘ୍ର ପହଞ୍ଚିବ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୧୨।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଏଣିକି ଭାରତୀୟ ଯବାନଙ୍କ ପାଖରେ ଶୀଘ୍ର ଆବଶ୍ୟକ ସହାୟତା ତଥା ଅସ୍ତ୍ରଶସ୍ତ୍ର ପହଞ୍ଚିପାରିବ। ଅରୁଣାଚଳଠାରୁ ଲଦାଖ ମଧ୍ୟରେ ସଡ଼କ ପଥର ବିକାଶ କାର୍ଯ୍ୟ ଅନ୍ତର୍ଗତ ୪୩ଟି ପୋଲ ନିର୍ମିତ ହୋଇଛି। ଏହି ପୋଲଗୁଡ଼ିକୁ ସୋମବାର…

ଚିଙ୍ଗୁଡି ଘେରି ଯୋଗୁ ଅପରାଧ ବଢୁଛି

କେନ୍ଦ୍ରାପଡା ଅଫିସ/ ରାଜକନିକା, ୧୨। ୧୦: କେନ୍ଦ୍ରାପଡ଼ା ଜିଲାରେ ଦିନକୁ ଦିନ ବେଆଇନ ଚିଙ୍ଗୁଡି ଘେରି ବଢ଼ି ଚାଲିଛି। ଏହି ଘେରି ନିର୍ମାଣ ଜିଲାର ସମୁଦ୍ର ଉପାନ୍ତ ଅଞ୍ଚଳ ମହାକାଳପଡା ଓ ରାଜନଗର ବ୍ଲକରେ ଆଉ ସୀମିତ ନାହିଁ। ରାଜକନିକା ବ୍ଲକରେ…

ଦାନ୍ତମୂଳ ବିନ୍ଧୁଥିଲେ…

ଦାନ୍ତମୂଳ ବିନ୍ଧିବାରୁ ଉପଶମ ପାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏହାର କେତୋଟି ଘରୋଇ ଉପଚାର ରହିଛି। ପ୍ରଥମ କଥା ହେଲା, ଯଦି ଏହି ସମସ୍ୟା ଜଟିଳ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ସେ ଲେଖିଥିବା ଔଷଧ…

ଘର ନାହିଁ, ଖୋଲା ଆକାଶ ତଳେ ବନ୍ୟା ବିପନ୍ନ

ବରୀ,୧୨ା୧୦(ଡି.ଏନ୍‌.ଏ.): ଗତ ଅଗଷ୍ଟରେ ହୋଇଥିବା ବନ୍ୟାକୁ ଇତିମଧ୍ୟରେ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ବରୀ ବ୍ଲକରେ ତ୍ରୁଟିପୂର୍ଣ୍ଣ ତାଲିକା ଯୋଗୁ ବହୁ ବିପନ୍ନ ପରିବାର ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ଅନେକ ପରିବାର ରିଲିଫ ଚାଉଳ, ଟଙ୍କା ପାଇ…

ଦେଢ଼ ମାସ ପୂରିଲାଣି, ସହାୟତା ମିଳୁନି

ରସୁଲପୁର,୧୨।୧୦ (ଡି.ଏନ୍‌.ଏ.): ସର୍ବସ୍ବ ଧୋଇ ନେଲା ବନ୍ୟା। ପୁରୁଷ ପୁରୁଷ ଧରି ରହିଆସୁଥିବା ଭିଟାମାଟି ଖଣ୍ଡକ ବ୍ରାହ୍ମଣୀ ନଦୀ ଗର୍ଭରେ ଲୀନ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ସାଇତି ରଖିଥିବା ସବୁ ସ୍ମୃତି ବନ୍ୟା ପାଣିରେ ଭାସିଗଲା। ହେଲେ ଦେଢ଼…

ଚର୍ବି ପରିମାଣ କମାଏ ଟମାଟୋ

ଟମାଟୋରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଆମ ଶରୀରରେ ଚର୍ବି ପରିମାଣକୁ କମାଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି। ଟମାଟୋ ଖାଇବା ଦ୍ୱାରା ହାର୍ଟ ବେଶ୍‌ ସକ୍ରିୟ ଭାବରେ କାମ କରିଥାଏ…

ବିରାଟ କୋହଲି ନୁହେଁ, ଗୁଗଲ ସର୍ଚ୍ଚ କହୁଛି ଏହି କ୍ରିକେଟରଙ୍କ ସ୍ତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଏସମୟରେ ସ୍ବାମୀଙ୍କ ସହ ସେ ୟୁଏଇରେ ସମୟରେ ବିତାଉଛନ୍ତି। ବେଳେବେଳେ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଗର୍ଭବସ୍ଥାର ଅନୁଭବ ବାଣ୍ଟୁଛନ୍ତି।…

ଆଜି ବିଶ୍ୱ ସନ୍ଧିପ୍ରଦାହ ଦିବସ: ଗଣ୍ଠିର ହେପାଜତ

ଆଜି ଅର୍ଥାତ୍‌ ଅକ୍ଟୋବର ୧୨ ହେଉଛି ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ’ (ବିଶ୍ୱ ସନ୍ଧିପ୍ରଦାହ ଦିବସ)। ସେ ବିଷୟରେ ଉପସ୍ଥାପନା… ଗଣ୍ଠିରୋଗ ବିଷୟରେ ଡାକ୍ତରମାନେ ବହୁ ସମୟରେ ଦୁଇଟି ଡାକ୍ତରୀ ଶବ୍ଦ-ଆର୍ଥ୍ରାଇଟିସ୍‌ ଓ ରିଉମାଟିଜ୍‌ମ ଉଚ୍ଚାରଣ କରିଥାଆନ୍ତି। ଗ୍ରୀକ୍‌ ଶବ୍ଦ ‘ଆର୍ଥ୍ରନ’ର ଅର୍ଥ…

ରାମବାଗରେ ମିଳିତ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୧୨।୧୦: ଜମ୍ମୁ-କଶ୍ମୀରର ଶ୍ରୀନଗରର ରାମବାଗ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏନ୍‌ କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ବିଦେଶୀ ଥିବାବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି କଶ୍ମୀର ଜୋନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri