Posted inଜାତୀୟ

ଗୋଆର ପ୍ରଥମ ମହିଳା ରାଜ୍ୟପାଳଙ୍କ ପରଲୋକ

ପାନାଜୀ,୧୮।୧୧-ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଭାଜପା ନେତା ମୃଦୁଳା ସିହ୍ନାଙ୍କ ବୁଧବାର ପରଲୋକ ହୋଇଯାଇଛି। ୭୭ ବର୍ଷ ବୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଗୋଆର ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ସେହିପରି ମୃଦୁଳା ଭାଜପାର ଜଣେ ଟାଣୁଆ ନେତା ଥିଲେ। ତାଙ୍କ ବିୟୋଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ସମେତ ଭାଜପାର ବହୁ ବରିଷ୍ଠ ନେତା ଶୋକପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ବିହାରର ଚାପ୍ରା ଗ୍ରାମରେ ୧୯୪୨ ମସିହା ନଭେମ୍ବର ୨୭ ତାରିଖରେ ମୃଦୁଳା ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍‌

ନୂଆଦିଲ୍ଲୀ,୨୨।୩: ପୁଣି ମହଙ୍ଗା ମାଡ। ବଢିଲା ପେଟ୍ରୋଲ ଏବଂ ଡିଜେଲ୍‌ର ଦାମ୍‌। ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦-୮୦ ପଇସା ମହଙ୍ଗା ହୋଇଛି।...

ନୂଆ ସଂସଦ ଭବନ ଉଦ୍‌ଘାଟନ ପ୍ରସଙ୍ଗ: ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ଏନେଇ ଉଦ୍‌ଘାଟନୀ ଉତ୍ସବକୁ ୨୧ଟି ବିରୋଧୀ ଦଳ ବର୍ଜନ...

ହସ୍ପିଟାଲରେ ବ୍ୟକ୍ତିଙ୍କୁ ଜାଳି ଦେଲେ

ଭୋପାଳ, ୧୧।୬: ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଦେଶର ସାଗର ଜିଲା ହସ୍ପିଟାଲରେ ଜାଳି ଦିଆଯାଇଛି। ସମ୍ପୂର୍ଣ୍ଣ ଘଟଣା କଏଦ...

ଥମୁନି ଦାଦନଙ୍କ ଗଣପଳାୟନ

ନୂଆଦିଲ୍ଲୀ,୩୦ା୩(ପି.ଟି.): କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଲକ୍‌ଡାଉନ୍‌ ଡାକରା ପଞ୍ଚମ ଦିନରେ ପହଞ୍ଚତ୍ଛି। ସାମ୍ପ୍ରତିକ ଅଚଳାବସ୍ଥା ଦେଶର ବଡ଼ ବଡ଼ ସହରରେ...

ଜେପିସି ତଦନ୍ତ ଦାବି

ନୂଆଦିଲ୍ଲୀ, ୧୮।୮(ପି.ଟି.): ଉତ୍ତେଜନାପୂର୍ଣ୍ଣ ଭାଷଣ ନିୟମର ଉଲ୍ଲଂଘନ କରୁଥିବା ଭାଜପା ନେତାଙ୍କ ବିରୋଧରେ ଫେସ୍‌ବୁକ୍‌ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଆମେରିକା ଗଣମାଧ୍ୟମରେ...

ଧୋନୀଙ୍କୁ ଏହି ଗୀତ ଡେଡିକେଟ୍‌ କଲେ ଓସ୍କାର ବିଜେତା

ମୁମ୍ବାଇ, ୧୬ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଓସ୍କାର ବିଜେତା ମ୍ୟୁଜିକ କମ୍ପୋଜର ଏ. ଆର. ରେହମାନ ବଲିଉଡ୍‌ ଫିଲ୍ମ...

୭ଦିନିଆ ରିମାଣ୍ଡରେ ବିଷ୍ଣୋଇ

ଚଣ୍ଡିଗଡ଼,୧୫।୬: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ବୁଧବାର ମାନସା କୋର୍ଟରେ ପଞ୍ଜାବ ପୋଲିସ ମୁଖ୍ୟ...

ଇଟାଲୀରେ ଶହୀଦ ହୋଇଥିବା ଭାରତୀୟ ସେନା ୭୫ ବର୍ଷ ପରେ ଭାରତ ଫେରିବେ

ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶହୀଦ ହୋଇଥିବା ପାଲୁରାମଙ୍କ ଅସ୍ଥି ୭୫ ବର୍ଷ ପରେ ଭାରତ ଫେରିବାର ସୌଭାଗ୍ୟ ଲାଭ କରିଛି। ପାଲୁରାମ ହିସାରର ବାସିନ୍ଦା ହୋଇଥିବା...

Advertisement
Archives

Model This Week