Home

୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୯୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୭…

ରାଜ୍ୟରେ ପୁଣି ୮୬୮ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୬୯ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ…

ତୁଟୁନି ପୁତ୍ର ମୋହ: ବଢୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୯।୧୧: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିହାର ନିର୍ବାଚନ ଫଳାଫଳପରେ ସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ଦଳର ୨୩ ଜଣ ଅସନ୍ତୁଷ୍ଟଙ୍କ ବୈଠକ ଶେଷ ହୋଇଥିବା କୁହାଯାଉଛି। ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଏବେ ୫୦ ଟିପିଥିବା…

ଜୋର୍‌ ଧରିଲା କ୍ୟାନସର ହସ୍ପିଟାଲ ସ୍ଥାପନ ଦାବି, ଜିଲପାଳ ଅଫିସକୁ ଚେତାବନୀ ଶୋଭାଯାତ୍ରା

ବରଗଡ ଅଫିସ,୧୯।୧୧- ବରଗଡ ଜିଲାରେ କ୍ୟାନସର ହସପିଟାଲ ଦାବି ଜୋର୍‌ ଧରିଛି। ଏହାକୁ ନେଇ ଆନ୍ଦୋଳନ ତେଜି ଉଠିଛି। ମଙ୍ଗଳବାରରୁ କୋସଲ ସେନାର ୨କର୍ମୀ ସ୍ଥାନୀୟ ଗାନ୍ଧୀଛକରେ ଅନଶନରେ ବସିଥିବା ବେଳେ ଗୁରୁବାର ଫୋରମ ଫର୍‌ କ୍ୟାନସର ହସପିଟାଲ ଇନ ବରଗଡ…

ଏହି ଚର୍ଚ୍ଚିତ କ୍ରିକେଟର୍‌ଙ୍କ ଗୋଟିଏ ଟୁଇଟ୍‌ ଦେଖି ଉତ୍ତର ଖୋଜୁଛନ୍ତି ଦର୍ଶକ

ଆଫଗାନିସ୍ତାନର ଷ୍ଟାର ବୋଲର ରଶିଦ ଖାନ ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛନ୍ତି। ରଶିଦ ଏକ ଦର୍ପଣ ଆଗରେ ସେଲଫି ଉଠାଇଥିଲେ। ତାଙ୍କ ପଛରେ ଥିବା ଦର୍ପଣ ଯୋଗୁ ତାଙ୍କର ଅନେକ ପ୍ରତିଫଳନ ଦେଖାଯାଉଛି।…

ଦିଲ୍ଲୀରୁ ଚଣ୍ଡିଗଡ଼ ଆସୁଥିବା ଲୋକଙ୍କ ପାଇଁ ଆଡ଼ଭାଇଜରୀ ଜାରି

ନୂଆଦିଲ୍ଲୀ,୧୯।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରୁ ଚଣ୍ଡିଗଡ଼ ଆସୁଥିବା ଲୋକଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ଆଡ଼ଭାଇଜରୀ ପ୍ରକାଶ ପାଇଛି। ଏଭଳି ଲୋକଙ୍କଠାରୁ ୬ ଫୁଟ ଦୂରତା…

ଫ୍ରାନ୍ସ୍‌ ରାଷ୍ଟ୍ରପତିଙ୍କୁ ଧମକ ଦେଲା ଜୈଶ୍‌-ଇ-ମହମ୍ମଦ

ପ୍ୟାରିସ୍‌,୧୯।୧୧: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାର୍କନ୍‌ଙ୍କୁ ଧମକ ଦିଆଯାଇଛି। ମାର୍କନ୍‌ ପରବର୍ତ୍ତୀ ଟାର୍ଗେଟ୍‌ ବୋଲି ଜୈଶ୍‌ ପକ୍ଷରୁ କୁହାଯାଇଛି। ଏହା ସହିତ ମାର୍କନ୍‌ଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ପ୍ରୟୋଗ କରାଯାଇଛି। ଅଲ୍‌ କଲାମ୍‌ ନାମକ ଏକ…

ଆଇପିଏଲ୍‌ରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଏହି ମାମଲାରେ ସବୁଠୁ ଆଗରେ ଧୋନୀଙ୍କ ଦଳ

ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଏଥର ପ୍ଲେ ଅଫ ଦୌଡରୁ ବାଦ୍‌ ପଡିଥିଲା। ପ୍ଲେ ଅଫରେ ପହଞ୍ଚିବାରେ ବିଫଳ ହୋଇଥିବା ସତ୍ତ୍ୱେ ଏହି ଦଳ ଗୋଟିଏ କ୍ଷେତ୍ରରେ ଅନ୍ୟ ଦଳ…

୨୦ ବର୍ଷ ପରେ ବ୍ରିଟେନ୍‌ରୁ ଭାରତ ଫେରିଲେ ସୀତା-ରାମ-ଲକ୍ଷ୍ମଣଙ୍କ ମୂର୍ତ୍ତି

ନୂଆଦିଲ୍ଲୀ,୧୯।୧୧: ପ୍ରଭୁ ଶ୍ରୀରାମ,ମାତା ସୀତା ଏବଂ ସାନଭାଇ ଲକ୍ଷ୍ମଣଙ୍କ ଚୋରୀ ହୋଇଥିବା ମୂର୍ତ୍ତି ୨୦ ବର୍ଷ ପରେ ଭାରତକୁ ଫେରିଛନ୍ତି। ମୂର୍ତ୍ତି ଚୋର ଏହାକୁ ବ୍ରିଟେନରେ ରଖିଥିଲେ। ଏସମ୍ପର୍କରେ ସନ୍ଧାନ ମିଳିବା ପରେ ମୂର୍ତ୍ତିଗୁଡ଼ିକୁ ଉଦ୍ଧାର କରାଯାଇ ବ୍ରିଟେନ ସରକାର ଚଳିତବର୍ଷ…

ମୋଦିଙ୍କ ସହ କଥା ହେଲେ ବାଇଡେନ୍‌

ନ୍ୟୁୟର୍କ, ୧୯।୧୧(ଆଇଏଏନ୍‌ଏସ୍‌): ଜାନୁୟାରୀରେ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଜୋ ବାଇଡେନ୍‌ ଫୋନ୍‌ ଯୋଗେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାକୁ ସେ ଓ କମଲା ହାରିସ୍‌ ଚାହାନ୍ତି।…

୨୪ ଘଣ୍ଟାରେ ୩୦% ଅଧିକ ସଂକ୍ରମିତ

ନୂଆଦିଲ୍ଲୀ, ୧୯ା୧୧: ଭାରତରେ କରୋନା ସଂକ୍ରମଣ ହାର କମିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏହା ୩୦% ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥିବା ଜଣାପଡ଼ିଛି। ମଙ୍ଗଳବାର ୨୯,୧୬୪ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ବୁଧବାର ହଠାତ୍‌ ଏହା ବୃଦ୍ଧିପାଇ ୩୮,୬୧୭ରେ ପହଞ୍ଚିଛି।…

ଘନେଇଲା ୨୩ ବର୍ଷର ବିବାଦ

ଅଗରତାଲା, ୧୯।୧୧(ଆଇଏଏନ୍‌ଏସ୍‌): ହଜାର ହଜାର ବ୍ରୁ ଆଦିବାସୀ ଶରଣାର୍ଥୀଙ୍କୁ ପୁନଃ ଥଇଥାନ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିବାରୁ ଏହାର ପ୍ରତିବାଦରେ ଉତ୍ତର ତ୍ରିପୁରାର କାଞ୍ଚନପୁର ସବ୍‌ଡିଭିଜନରେ ୩ ଦିନ ହେଲା ଉତ୍ତେଜନା ଲାଗି ରହିଛି। ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?