ଓବାମାଙ୍କ ରାଷ୍ଟ୍ରପତି ପଦ ଯିବା ପରେ ସବୁଠୁ ଅଧିକ ଖୁସି ହୋଇଥିଲେ ସ୍ତ୍ରୀ, ଜାଣନ୍ତୁ କାହିଁକି

ଓ୍ବାଶିଟନ୍‌,୨୪।୧୧:ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ପୁସ୍ତକ ଏ ପ୍ରମିଜଡ୍‌ ଲ୍ୟାଣ୍ଡ୍‌କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଛାଡିବା ପରେ ତାଙ୍କ ସ୍ତ୍ରୀ ଅଧିକ ଖୁସି ହୋଇଥିଲେ। ଅଫିସ ଛାଡିବା ପରଠାରୁ ମିସେଲ ଅଧିକ ଆରାମଦାୟକ ଏବଂ ଖୁସି ଅଛନ୍ତି। ଓବାମା କହିଛନ୍ତି ଯେ ମିସେଲ ରାଷ୍ଟ୍ରପତି ଥିବାବେଳେ ଏକ ପ୍ରକାର ଅନ୍ତର୍ନିହିତ ମାନସିକ ଚାପ ଅନୁଭବ କରିଥିଲେ। ନିକଟରେ ଓବାମାଙ୍କୁ ପଚରାଯାଇଥିଲା ଯେ ସେ ବିଡେନଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି? ଓବାମା ଏକ ମଜାଦାର ଉତ୍ତର ଦେଇ କହିଥିଲେ ଯେ, ଯଦି ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରନ୍ତି, ତେବେ ମିଚେଲ ତାଙ୍କୁ ଛାଡ଼ିଦେବେ। ସୂଚନାଯୋଗ୍ୟ, ଓବାମା ୪ ବର୍ଷ ପୂର୍ବେ ଆମେରିକାର ରାଷ୍ଟ୍ରପତି ପଦରୁ ଓହରି ଯାଇଥିଲେ ଏବଂ ତାଙ୍କ ପରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ନିଷିଦ୍ଧ ହେବ ଚାଇନିଜ ଆପ ଟିକ୍‌ଟକ୍‌

ଓ୍ବାଶିଂଟନ,୧୮।୯-ଆମେରିକାରେ ନିଷିଦ୍ଧ ହେବ ଚାଇନିଜ ଆପ ଟିକ୍‌ଟକ୍‌ ଏବଂ ଉଇ ଚ୍ୟାଟ। ଏ ନେଇ ଶୁକ୍ରବାର ଆମେରିକା ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି। ଆସନ୍ତା ରବିବାର...

ଆଫଗାନ ସେନା ଘାଟିକୁ ତାଲିବାନର ଟାର୍ଗେଟ

କାବୁଲ,୪ା୩(ଏଏଫ୍‌ପି): ଆଫଗାନିସ୍ତାନର ସେନା ଘାଟି ଉପରେ ତାଲିବାନ ପକ୍ଷରୁ ଏକାଧିକ ଆକ୍ରମଣ କରାଯାଇଛି। ଫଳରେ ଆମେରିକା-ଆଫଗାନିସ୍ତାନ ଶାନ୍ତି ଆଲୋଚନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।...

କାବୁଲ ଆତଙ୍କବାଦୀ ଆକ୍ରମଣରେ ୫ ମୃତ, ଘଟଣା ପାଇଁ ନିଜକୁ ଦାୟୀ କଲା ଆଇଏସ

କାବୁଲ,୧୩ ।୧: ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ(ଆଇଏସ) ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ହୋଇଥିବା ଭୟଙ୍କର ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ...

ଚାଇନାରେ ପ୍ରଳୟଙ୍କରୀ ବନ୍ୟା, ୧୮ ହଜାରରୁ ଅଧିକ ଲୋକଙ୍କୁ କରାଗଲାଣି ଉଦ୍ଧାର

ବେଜିଂ,୬।୮: ଗତ କିଛି ଦିନ ହେବ ଚାଇନାରେ ପ୍ରବଳ ବର୍ଷା ବହୁ ସମସ୍ୟା ସୃଷ୍ଟି କରିଛି। ବନ୍ୟା ଯୋଗୁଁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ...

ନିର୍ବାଚନ ରାଲିକୁ ସମ୍ବୋଧନ କଲେ ଟ୍ରମ୍ଫ, କହିଲେ ଆମେରିକା ପୁଣି ଥରେ ହେବ ସ୍ୱତନ୍ତ୍ର ରାଷ୍ଟ!

ଟେକ୍ସାସ,୨୬ ।୩: କ୍ୟାପିଟଲ ହିଂସା ମାମଲାର ଯାଞ୍ଚ ସହିତ ପର୍ନ ଷ୍ଟାର ମାମଲା ପର୍ଯ୍ୟନ୍ତ ଯାଞ୍ଚ ମଧ୍ୟ ଦେଇ ଗତି କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି...

୨୦୨୦ରେ ତାଲିବାନ ପକେଟକୁ ଯାଇଛି ୧୦୬ କୋଟି ଡଲାର…

କାବୁଲ,୧୭।୮: ଶକ୍ତିଶାଳୀ ଆମେରିକା ସୈନ୍ୟଙ୍କୁ ଆଫଗାନିସ୍ତାନରୁ ପଳାୟନ କରିବାକୁ ପଡ଼ିଛି। ତାଲିବାନର ଶକ୍ତିଶାଳୀ ଆର୍ଥିକ ଅବସ୍ଥା ମଧ୍ୟ ଏହା ପଛର ଏକ କାରଣ। ଏହା ଯୋଗୁ...

ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ଯୋଜନା କରୁଛି ଆଇଏସ୍‌ଆଇ

ଇସ୍‌ଲାମାବାଦ୍‌,୩୦।୧୨: ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସ୍‌ଆଇ ସୋସିଆଲ ମିଡିଆ ଜରିଆରେ ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି। ଏହି ପୂରା ଯୋଜନାକୁ...

ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ମଦ୍ୟପାନ କରି ଚାଲିଗଲା ୭ ଜୀବନ, ୧୦୦ରୁ ଊର୍ଦ୍ଧ୍ୱ ଗୁରୁତର

କାମ୍ବୋଡିଆ,୨।୧୨- କାମ୍ବୋଡିଆର କାମ୍ପୋଙ୍ଗ ଚେନାଙ୍ଗ ପ୍ରଦେଶରେ ଥିବା ଏକ ଗ୍ରାମରେ ବିଷାକ୍ତ ମଦ ପିଇ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୧୩୦ରୁ ଊର୍ଦ୍ଧ୍ୱ...

Advertisement
Archives

Model This Week