ଓବାମାଙ୍କ ରାଷ୍ଟ୍ରପତି ପଦ ଯିବା ପରେ ସବୁଠୁ ଅଧିକ ଖୁସି ହୋଇଥିଲେ ସ୍ତ୍ରୀ, ଜାଣନ୍ତୁ କାହିଁକି

ଓ୍ବାଶିଟନ୍‌,୨୪।୧୧:ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ପୁସ୍ତକ ଏ ପ୍ରମିଜଡ୍‌ ଲ୍ୟାଣ୍ଡ୍‌କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଛାଡିବା ପରେ ତାଙ୍କ ସ୍ତ୍ରୀ ଅଧିକ ଖୁସି ହୋଇଥିଲେ। ଅଫିସ ଛାଡିବା ପରଠାରୁ ମିସେଲ ଅଧିକ ଆରାମଦାୟକ ଏବଂ ଖୁସି ଅଛନ୍ତି। ଓବାମା କହିଛନ୍ତି ଯେ ମିସେଲ ରାଷ୍ଟ୍ରପତି ଥିବାବେଳେ ଏକ ପ୍ରକାର ଅନ୍ତର୍ନିହିତ ମାନସିକ ଚାପ ଅନୁଭବ କରିଥିଲେ। ନିକଟରେ ଓବାମାଙ୍କୁ ପଚରାଯାଇଥିଲା ଯେ ସେ ବିଡେନଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି? ଓବାମା ଏକ ମଜାଦାର ଉତ୍ତର ଦେଇ କହିଥିଲେ ଯେ, ଯଦି ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରନ୍ତି, ତେବେ ମିଚେଲ ତାଙ୍କୁ ଛାଡ଼ିଦେବେ। ସୂଚନାଯୋଗ୍ୟ, ଓବାମା ୪ ବର୍ଷ ପୂର୍ବେ ଆମେରିକାର ରାଷ୍ଟ୍ରପତି ପଦରୁ ଓହରି ଯାଇଥିଲେ ଏବଂ ତାଙ୍କ ପରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଖାଦ୍ୟ ସଙ୍କଟ: ମିଳୁନି ଚିକେନ୍‌

ଇସ୍‌ଲାମାବାଦ,୩।୧୦: ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶାସନ ଭାର ନେବା ପରଠାରୁ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହା ଇମ୍ରାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।...

ରଦ୍ଦ ହେଲା ତାଲିବାନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ!

କାବୁଲ,୧୧ ।୯: ଆଫଗାନିସ୍ତାନରେ କାମଚଳା ସରକାର ଘୋଷଣା କରି ସାରିଥିବା ତାଲିବାନ ଶପଥ ଗ୍ରହଣ ସମାରୋହକୁ ରଦ୍ଦ କରିଛି । ରୁଷିଆର ନ୍ୟୁଜ ଏଜେନ୍ସି ଟିଏସ୍‌ଏସ୍...

ରାଜ ପରିବାରରୁ ବିଚ୍ଛେଦ

ଲଣ୍ଡନ, ୨୦।୨: ବ୍ରିଟିଶ୍‌ ରାଜ ପରିବାରରୁ ପ୍ରିନ୍ସ ହ୍ୟାରି ଓ ତାଙ୍କ ସ୍ତ୍ରୀ ମେଘାନ ଚୂଡ଼ାନ୍ତ ସମ୍ପର୍କ ଛିନ୍ନ କରିଛନ୍ତି। ସେମାନେ ରାଜତନ୍ତ୍ରର କାର୍ଯ୍ୟକାରୀ ସଦସ୍ୟ...

ବଲିଉଡ୍‌ ସହ ବାଇଡେନଙ୍କ ସମ୍ପର୍କ ରହିଛି ଏମିତି, ପ୍ରଚାର ମୈଦାନରେ ବାଜୁଥିଲା ଏହି ଫିଲ୍ମ ଗୀତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୮ା୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ବିଜୟ ଲାଭ କରିଛନ୍ତି। ଏହି ନର୍ବାଚନ ଜିତିବା ପରେ ବାଇଡେନ ହେଉଛନ୍ତି ଆମେରିକାର...

କରୋନା ମୁକାବିଲା ପାଇଁ ଭାରତର ସହଯୋଗ ଲୋଡ଼ିଲେ ଟ୍ରମ୍ପ୍‌

ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଯୋଗୁ ଆମେରିକାର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି । ଏପରିସ୍ଥଳେ କରୋନା ମୁକାବିଲା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍...

ଦୌଡ଼ରୁ ଓହରିଲେ ବ୍ଲୁମ୍‌ବର୍ଗ

ଓ୍ବାଶିଂଟନ,୫ା୩: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଉଦ୍ଦିଷ୍ଟ ଡେମୋକ୍ରାଟିକ୍‌ ପ୍ରାଇମେରି ପ୍ରସେସ୍‌ ‘ସୁପର ଟ୍ୟୁଜ୍‌ଡେ’ ଦୁର୍ବଳ ପ୍ରଦର୍ଶନ ପରେ ଦୌଡ଼ରୁ ଓହରିଯାଇଛନ୍ତି ବିଲିଅନାରି...

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଭାରତକୁ ସମର୍ଥନ କଲା ରୁଷିଆ

ମସ୍କୋ,୨୮।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାମଲାରେ ପାକିସ୍ତାନକୁ ପୁଣି ଏକ ଝଟକା ଲାଗିଛି। ବୁଧବାର ରୁଷିଆ ରାଜନେତା ନିକୋଲେ କୁଦାଶେଭ୍‌ କହିଛନ୍ତି ଯେ, ଏହା...

ବିଶ୍ୱ ସ୍କାଉଟ ଦିବସ: ଚିନ୍ତା ଓ ପ୍ରତିଜ୍ଞାର ସମୟ

ବିଶ୍ୱବ୍ୟାପୀ ଫେବୃୟାରୀ ୨୨କୁ ସ୍କାଉଟ ଦିବସ ଭାବେ ପାଳନ କରାଯାଇଥାଏ। କୋଟି କୋଟି ସ୍କାଉଟ ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ପାଳନ କରିଥାନ୍ତି। ଏହି ଦିନ...

Advertisement


Archives

Model This Week