Home

ଆମେରିକାରେ ନିଷିଦ୍ଧ ହେବ ଚାଇନିଜ ଆପ ଟିକ୍‌ଟକ୍‌

ଓ୍ବାଶିଂଟନ,୧୮।୯-ଆମେରିକାରେ ନିଷିଦ୍ଧ ହେବ ଚାଇନିଜ ଆପ ଟିକ୍‌ଟକ୍‌ ଏବଂ ଉଇ ଚ୍ୟାଟ। ଏ ନେଇ ଶୁକ୍ରବାର ଆମେରିକା ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି। ଆସନ୍ତା ରବିବାର ଟ୍ରମ୍ପ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇବେ ବୋଲି ଜଣାପଡିଛି। ଭାରତ ସରକାର ମଧ୍ୟ…

ଚିତା ବାଘଙ୍କ କବଳରୁ ନିଜ ଛୁଆକୁ ବଞ୍ଚାଇଲା ଜିରାଫ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଜିରାଫ ନିଜ ଛୁଆକୁ ଚିତା ବାଘଙ୍କ କବଳରୁ ବଞ୍ଚାଇଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଜିରାଫ ତାର ଛୁଆ ସହ ଜଙ୍ଗଲରେ ବୁଲୁଛି। ସେହି…

ଭୁବନେଶ୍ୱରରୁ ଆଜି ୩୦୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୮।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୯୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୧୫ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

କଙ୍ଗନାଙ୍କ ଉପରେ ରାଗିଗଲେ ସନ୍ନି ଲିଓନି! କହିଲେ ଏଭଳି କଥା

ବମ୍ବେ: ବଲିଉଡ୍‌ ବିରୋଧୀ ନିଜର ବକ୍ତବ୍ୟକୁ ନେଇ ଅଡ଼ୁଆରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଏକ ସାକ୍ଷାତକାରରେ ଉର୍ମିଳା ମାତୋଣ୍ଡକରଙ୍କୁ ସେ ସପୋର୍ଟ ପର୍ନଷ୍ଟାର ବୋଲି କହିଥିଲେ। ପରେ ଏନେଇ ସଫେଇ ଦେଇ ସନ୍ନି ଲିଓନିଙ୍କ ନାମ ନେଇଥିଲେ। ଏବେ ସନି ସୋସିଆଲ…

ଯିଏ ପ୍ରେମର ବାସ୍ତବ ଅର୍ଥ ବୁଝିଛି, ସେ ଭଗବାନଙ୍କୁ ପାଇ ସାରିଛି: ଜାଣନ୍ତୁ ମନୁଷ୍ୟକୁ କେଉଁ ମୂଲ୍ୟବୋଧ ବିଷୟରେ କହିଛନ୍ତି ଚାଣକ୍ୟ

ଚାଣକ୍ୟ ନୀତିର ଶିକ୍ଷା ଜୀବନର ପ୍ରତିଟି ସୋପାନରେ କାମରେ ଆସିଥାଏ। ଏହାକୁ ଅଧ୍ୟୟନ କରିବା ଦ୍ୱାରା ବ୍ୟକ୍ତିକୁ କେବେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନ ଥାଏ। କାରଣ ଚାଣକ୍ୟ ଜଣେ ଯୋଗ୍ୟ ଶିକ୍ଷକ ସହ କୁଶଳ ଅର୍ଥଶାସ୍ତ୍ରୀ ଏବଂ…

ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ‘ପେଟିଏମ୍‌ ଆପ୍‌’: ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮।୯: ଗୁଗଲ ନିଜ ପ୍ଲେ ଷ୍ଟୋରରୁ ଶୁକ୍ରବାର ପେଟିଏମ୍‌ ଆପ୍‌କୁ ହଟାଇ ଦେଇଛି। ଏନେଇ ପ୍ରତିକ୍ରିୟା ରଖି ଗୁଗଲ କହିଛି, କମ୍ପାନୀ ନିଜର ପ୍ଲାଟଫର୍ମରେ କୌଣସି ଜୁଆ ଖେଳକୁ ସମର୍ଥନ କରିବ ନାହିଁ। ପେଟିଏମ୍‌ ସହ କଥାବାର୍ତ୍ତା ଚାଲିଛି। ସେମାନଙ୍କଠାରୁ ଅଧିକ…

ଏଭଳି ଥିଲା ଭୁବନେଶ୍ୱରଙ୍କ ଲଭ୍‌ଷ୍ଟୋରୀ: ଘରଲୋକଙ୍କ ପୂର୍ବରୁ ଇଣ୍ଟରଭ୍ୟୁ ନେଇଥିଲେ ପ୍ରେମିକା; ଚିଠି ପଠାଇବା ପାଇଁ..

ନୂଆଦିଲ୍ଲୀ,୧୮।୯: ଭାରତୀୟ ଟିମ୍‌ର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୨୧ ଟେଷ୍ଟରେ ୬୩ ଓ୍ବିକେଟ୍‌ ନେଇଛନ୍ତି। ଏହାଛଡ଼ା ୧୧୪ ଏକଦୀବସୀୟ ମ୍ୟାଚ୍‌ରେ ୧୩୨ ଏବଂ ୪୩ ଟି-୨୦ ମ୍ୟାଚ୍‌ରେ ୪୧ ଓ୍ବିକେଟ୍‌ ନେଇଛନ୍ତି। ତେବେ ୨୦୧୨ରେ ଭାରତୀୟ କ୍ରିକେଟ ଟିମ୍‌ରେ ଡେବ୍ୟୁ…

ଓପିଜିସି ପ୍ରକଳ୍ପରେ ଦୁର୍ଘଟଣା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଗଞ୍ଜାମର ଠିକା ଶ୍ରମିକ, କ୍ଷତିପୂରଣ ଦାବି

ଲଖନପୁର,୧୮।୯(ଡି.ଏନ୍‌.ଏ.)- ଓଡ଼ିଶା ବିଦ୍ୟୁତ ଉପ୍ତାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୩ୟ ୟୁନିଟ ଇଏସ୍‌ପି ହପର୍‌ ଖସି ପଡିବା ଫଳରେ ଗରମ ପାଉଁଶ ପଡି ୬ଜଣ ଠିକା ଶ୍ରମିକ ପୋଡି ଯାଇ ଆହତ ହୋଇଥିଲେ । ଗତ ୫ତାରିଖରେ…

ପ୍ରତ୍ୟହ ଦେଢ଼ ଘଣ୍ଟା ଉତ୍ତରକୋରିଆ ତାନାଶାହ କିମ୍‌ ଜୋଙ୍ଗ ଉନ୍‌ଙ୍କ ବିଷୟରେ ପଢ଼ିବେ ଛାତ୍ରୀଛାତ୍ର: ଲାଗୁ ହେଲା ନୂଆ ନିୟମ

ପ୍ୟୋଙ୍ଗୟାଙ୍ଗ,୧୮।୯: ଉତ୍ତରକୋରିଆର ତାନାଶାହ କିମ୍‌ ଜୋଙ୍ଗ ଉନ୍‌ଙ୍କ ବିଷୟରେ ପାଠପଢ଼ିବେ ସେଠାକାର ଛାତ୍ରୀଛାତ୍ର। ନିକଟରେ ଏ ସଂକ୍ରାନ୍ତରେ ଏକ ନିୟମ ଦେଶରେ ପାରିତ ହୋଇଛି। ପ୍ରି-ପ୍ରାଇମେରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟକ୍ରମ ସହ ଏହି ନୂତନ ଶିକ୍ଷାକୁ ଯୋଡ଼ାଯିବ। ତଦନୁଯାୟୀ ଛାତ୍ରମାନଙ୍କୁ…

ବାଜି ଲାଗିଛି ଜୀବନ ଜୀବିକା: ପୁଣି ପ୍ରବାସୀ କର୍ମଭୂମି ମୁହାଁ

ମାଧପୁର,୧୮ା୯(ଡି.ଏନ୍‌.ଏ.): ଜୀବନ ଜୀବିକା ଲାଗିଛି ବାଜିରେ। ଦୁଇ ଓଳା ଦୁଇମୁଠା ଦାନା ଯୋଗାଡ଼ ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ଅଞ୍ଚଳରୁ ପ୍ରବାସୀମାନେ ପୁଣି ଭିଟାମାଟି ଛାଡ଼ି କର୍ମଭୂମି ମୁହାଁ ହୋଇଛନ୍ତି। କାରଣ ଲକ୍‌ଡାଉନ ପରେ ରୋଜଗାର ହରାଇ ନିଜ ନିଜ ଘରକୁ…

୧୪ ମାସ ପରେ ମଇଦାନକୁ ଓହ୍ଲାଇବେ ଧୋନୀ: ପ୍ରଥମ ମ୍ୟାଚ୍‌ରେ ଭାଙ୍ଗିପାରନ୍ତି ଡିଭିଲିୟର୍ସଙ୍କ ଏହି ରେକର୍ଡ

ନୂଆଦିଲ୍ଲୀ,୧୮।୯: ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ସହ ହେବ। ଦୀର୍ଘ ୧୪ ମାସ ପରେ ଭାରତୀୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ…

ଏହି ବ୍ୟକ୍ତିଙ୍କ ହାତ ତିଆରି ଖାଦ୍ୟ ଖାଇଥାନ୍ତି ମୋଦି, ସାମ୍ନାକୁ ଆସିଲା ରୋଷେଇ ଘରର ଭିତିରି କଥା

ନୂଆଦିଲ୍ଲୀ,୧୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍‌ ଗତକାଲି ତାଙ୍କର ୭୦ ତମ ଜନ୍ମଦିବସ ପାଳନ କରିଛନ୍ତି। ୧୯୫୦ ମସିହାରେ ମୋଦି ଜନ୍ମଗ୍ରହଣ କରିଥିଲେ। ଆଜିର ଦିନରେ ମଧ୍ୟ ମୋଦି ବହୁତ ଫୂର୍ତ୍ତି। ଏହାର କାରଣ ତାଙ୍କ ଖାଦ୍ୟପେୟ। ମୋଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri