Home

ଏହି ରୋଗ ଆଶଙ୍କା ଦୂର କରେ ସାଇକେଲ ଚାଳନା

ଆଜିକାଲି ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ସାଇକେଲ ଚଳାଇବା ଏକପ୍ରକାର ଭୁଲିଗଲେଣି। ମାତ୍ର ସାଇକେଲ ଚାଳନା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ପ୍ରତିଦିନ କିଛି ବାଟ ସାଇକେଲ ଚଳାଇଲେ ହୃଦ୍‌ଘାତ ଆଶଙ୍କା ଦୂର ହୋଇଥାଏ।…

ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମା’

ଲାହୋର,୨୨।୧୧-ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମା’ ବେଗମ ଶମୀମ ଅଖତରଙ୍କ ରବିବାର ପରଲୋକ ହୋଇଯାଇଛି। ଲଣ୍ଡନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ବେଗମ ଅସୁସ୍ଥ ଥିଲେ। ଗତ ଫେବ୍ରୁଆରୀରେ ବେଗମ ଲଣ୍ଡନ ଯାତ୍ରା କରିଥିଲେ। ସେଠାରେ…

୨୫, ୨୬ରେ ପ୍ରବଳ ବର୍ଷା

ଭୁବନେଶ୍ୱର, ୨୨।୧୧(ବ୍ୟୁରୋ)-ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ୨୫ ତାରିଖ ଅପରାହ୍ନ ବେଳକୁ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।…

୭ ବର୍ଷ ପରେ ପଡିଆକୁ ଓହ୍ଲାଇବେ ଏହି କ୍ରିକେଟର୍‌

ଥିରୁଭାନନ୍ତପୁରମ୍‌,୨୨।୧୧:ପୂର୍ବତନ ଦଳର ଭାରତ ଦ୍ରୁତ ବୋଲର ଏସ ଶ୍ରୀସନ୍ତ ୭ ବର୍ଷର ନିଷେଧାଦେଶ ଶେଷ ହେବା ପରେ ପୁଣି ଥରେ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ସେ କେରଳ କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ହେବାକୁ ଥିବା ପ୍ରେସିଡେଣ୍ଟ ଟି -୨୦…

ସାମ୍ବା ସେକ୍ଟର ନିକଟରେ ଠାବ ହେଲା ସୁଡଙ୍ଗ

ନୂଆଦିଲ୍ଲୀ,୨୨।୧୧-ଜମ୍ମୁ-କଶ୍ମୀର ସ୍ଥିତ ସାମ୍ବା ସେକ୍ଟର ନିକଟ ଅନ୍ତର୍ଜାତୀୟ ସମୀରେ ରବିବାର ଯବାନମାନେ ଏକ ସୁଡଙ୍ଗ ଠାବ କରିଛନ୍ତି। ଗତ ଗୁରୁବାର ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ୪ ଜଣ ସଦସ୍ୟ ଏହି ସୁଡଙ୍ଗ ଦେଇ ଭାରତରେ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ଏକ…

ନିଜଠାରୁ ୩୦ ବର୍ଷ ବଡ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ କୋରିଓଗ୍ରାଫର୍‌

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ନଭେମ୍ବର ୨୨ ଅର୍ଥାତ୍‌ ଆଜି ଜନ୍ମଗ୍ରହଣ କରିଥିଲେ। ସେ ୨୦୦୦ରୁ ଅଧିକ ଗୀତ କୋରିଓଗ୍ରାଫି କରିଥିଲେ। ମାଧୁରୀ ଦୀକ୍ଷିତ, ଶ୍ରୀଦେବୀ, କରୀନା କପୁରଙ୍କ ପରି କିମ୍ବଦନ୍ତୀ ଅଭିନେତ୍ରୀଙ୍କ ନୃତ୍ୟ ଗୁରୁ ଥିଲେ ସରୋଜ। ଚଳିତ…

ଜଳବାୟୁ ପରିବର୍ତ୍ତନକୁ ନେଇ ଏକଜୁଟ ହେବା ଆବଶ୍ୟକ: ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ୧୫ତମ ଜି -୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ମୋଦି ତାଙ୍କ ଭାଷଣରେ ଜଳବାୟୁ ପରିବର୍ତ୍ତନ ସମେତ ପରିବେଶ ଭଳି ଅନେକ ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ବିରୋଧରେ…

ରାଜ୍ୟରେ ସୁସ୍ଥ ହେଲେ ୯୦୫ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୯୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କେନ୍ଦୁଝରରୁ ୬୦, କଟକରୁ ୫୯, ମୟୂରଭଞ୍ଜରୁ ୪୯, ଖୋର୍ଦ୍ଧାରୁ ୪୮, ଜଗତସିଂହପୁରରୁ ୪୩, ସମ୍ବଲପୁରରୁ ୪୩, କଳାହାଣ୍ଡିରୁ ୪୧,…

ପୁଣି ନିଜ ଦଳକୁ ସମାଲୋଚନା କଲେ ଆଜାଦ୍‌

ନୂଆଦିଲ୍ଲୀ,୨୨।୧୧: କଂଗ୍ରେସରେ ଏବେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଦଳର ହେବିଓ୍ବେଟ୍‌ ନେତା ଦଳୀୟ କାର୍ଯ୍ୟକୁ ସମାଲୋଚନା କରୁଥିବା ଦେଖାଯାଇଛି। ପୁଣିଥରେ ଦଳର ନେତୃତ୍ୱକୁ ପୁଣି ଥରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ସେ କହିଛନ୍ତି, ଆଜି…

ପିତାଙ୍କ ମୃତ୍ୟୁଖବର ଶୁଣି ଅଷ୍ଟେଲିଆରୁ ଆସିଲେନି ଏହି ଖେଳାଳି, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତୃ ବିୟୋଗ ଘଟିଛି। ତାଙ୍କ ପିତା କିଛି ଦିନ ହେବ ଫୁସଫୁସ ରୋଗରେ ପୀଡିତ ଥିଲେ। ତାଙ୍କ ପିତାଙ୍କ ମୃତ୍ୟୁ ପରେ ବିସିସିଆଇ ଏହି ଦ୍ରୁତ ବୋଲରଙ୍କ ପ୍ରତି ସମବେଦନା ଜଣାଇଛି।…

ପୋଖରୀରେ ବୁଡିଗଲେ ୨ ଭଉଣୀ

ମାଲକାନଗିରି, ୨୨।୧୧(ଡି.ଏନ.ଏ)-ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ପୁଶୁଗୁଡା ପଞ୍ଚାୟତ ମୁକାନପାଲି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବୟସ ୬ ଓ ୩ ବର୍ଷ ବୋଲି…

ଭାଇରାଲ ହେଉଛି ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଢାକା,୨୨।୧୧: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବେ ଚର୍ଚ୍ଚାରେ। ତାଙ୍କର ୨ଟି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଜଣେ ନେତ୍ରୀଙ୍କ ଭିତରେ ଥିବା ଆଉ ଏକ ଛବି ବା ଅସାଧାରଣ ବ୍ୟକ୍ତିତ୍ୱକୁ ଦର୍ଶାଉଛି। ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri