କୋହଲିଙ୍କ ସନ୍ତାନ ଅଷ୍ଟ୍ରେଲିଆରେ ଜନ୍ମ ହେବାକୁ ଚାହୁଁଛନ୍ତି ଏହି ପ୍ରସିଦ୍ଧ ଖେଳାଳି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ଜାନୁଆରୀରେ ପ୍ରଥମ ସନ୍ତାନର ପିତା ହେବାକୁ ଯାଉଛନ୍ତି। ଏହି ସମୟରେ ଭାରତ-ଅଷ୍ଟ୍ରେଲିଆ ଚାରି ଟିକିଆ ଟେଷ୍ଟ ଶୃଙ୍ଖଳା ଚାଲିଥିବ। ଏହାକୁ ଦୃଷ୍ଟିରେ ରଖି କୋହଲି ଶେଷ ତିନିଟି ମୁକାବିଲାରେ ଭାରତୀୟ ଅଧିନାୟକ…
ବଦଳିଲା ସ୍କୁଲ ମିଶ୍ରଣ ନିଷ୍ପତ୍ତି
ଭୁବନେଶ୍ୱର,୨୨।୧୧(ବ୍ୟୁରୋ)- ବିଧାନସଭାରେ ଲଗାତର ୩ଦିନ ସ୍କୁଲ ବନ୍ଦ ଏବଂ ମିଶ୍ରଣ ପ୍ରସଙ୍ଗରେ ହୋହାଲା ପରେ ରବିବାର ରାଜ୍ୟ ସରକାର ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି। ୨୫ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି…
ରୋଗୀ ଦେଖୁଥିଲେ ବିଗ୍ ବସ୍, ଡାକ୍ତର କଲେ ବ୍ରେନ୍ ସର୍ଜରୀ
ହାଇଦ୍ରାବଦ,୨୨।୧୧: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ରୋଗୀଙ୍କୁ ହୋଶ୍ରେ ରଖି ବ୍ରେନ୍ ସର୍ଜରୀ କରିଛନ୍ତି ଡାକ୍ତର। ସାଧାରଣତଃ ଗୁରୁତର ରୋଗରେ ପୀଡିତ ରୋଗୀଙ୍କ ଅପରେସନ କରିବା ଡାକ୍ତରଙ୍କ ପାଇଁ ପ୍ରାୟତଃ ବହୁତ କଷ୍ଟସାଧ୍ୟ ହୋଇଥାଏ। ଯେତେବେଳେ ମସ୍ତିଷ୍କ…
ମା’ ହେବେ ଭାରତୀୟ ମହିଳା ରେସଲର ବବିତା ଫୋଗଟ: ସ୍ବାମୀଙ୍କ ସହ ଫଟୋ ଶେୟାର କରି ଦେଲେ ଖୁସି ଖବର
ନୂଆଦିଲ୍ଲୀ,୨୨।୧୧-ଭାରତୀୟ ମହିଳା ରେସଲର ବବିତା ଫୋଗଟ ମା’ ହେବାକୁ ଯାଉଛନ୍ତି। ଏ ନେଇ ବବିତା ନିଜେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି। ସ୍ବାମୀ ବିବେକ ସୁହାଗଙ୍କ ସହିତ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ ଲାଇଟ…
ସ୍ଥିତି ସମୀକ୍ଷା ପରେ ଲକ୍ଡାଉନ ନେଇ ନିଆଯିବ ନିଷ୍ପତ୍ତି: ପାଓ୍ବାର
ମୁମ୍ବାଇ,୨୨।୧୧: ଭାରତରେ କରେନା ସଂକ୍ରମଣ ଥମିବାରେ ନାଁ ନେଉନି। କିଛି ଦିନର ବ୍ୟବଧାନ ପରେ ଭାରତରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଶୀତ ଋତୁରେ ଏହାକୁ ନେଇ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି କୁହାଯାଉଛି।…
ମାନବ ସେବା ପାଇଁ ଛାଡିଥିଲେ ବଲିଉଡ୍, ଏବେ ବିବାହ କଲେ ଏହି ଅଭିନେତ୍ରୀ
ଅଭିନେତ୍ରୀ ଜାୟରା ୱାସିମଙ୍କ ପରେ ବିଗ ବସ ପ୍ରତିଯୋଗୀ ତଥା ବଲିଉଡ ଅଭିନେତ୍ରୀ ସନା ଖାନ ଅଭିନୟ ବଲିଉଡ୍ ଛାଡିଥିଲେ। ମାନବ ସେବା କରିବା ପାଇଁ ସନା ବଲିଉଡ ଛାଡିବାକୁ ଘୋଷଣା କରିଥିଲେ। ଏହା ପରେ ହଠାତ୍ ସନା ଖାନ ସୁରତରେ…
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଶୁଟିଂସେଟ୍ରେ ପ୍ରବଳ ଗାଳି ଦେଇଥିଲେ କୋରିଓଗ୍ରାଫର
ମୁମ୍ବାଇ: ବଲିଉଡ୍ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପ୍ରିୟଙ୍କା ତାଙ୍କର ପ୍ରଥମ ଦିନର ଫିଲ୍ମ କ୍ୟାରିୟର ବିଷୟରେ କହୁଛନ୍ତି। ୨୦୦୩ ମସିହାରେ ଫିଲ୍ମ ‘ଅନ୍ଦାଜ’ରେ ୪୦ଟି ଟେକ୍…
ପ୍ରେମିକାଙ୍କ ଘରେ ରାତିରେ ଛେଚା ଖାଇଲେ ପ୍ରେମିକ, ସକାଳେ ହେଲେ ଜ୍ୱାଇଁ
ଲକ୍ଷ୍ନୌ,୨୨।୧୧: ଉତ୍ତରପ୍ରଦେଶର ରାମପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିବା ପ୍ରେମିକ ଧରାପଡି ପ୍ରବଳ ଛେଚା ଖାଇବା ପରେ ସକାଳ ହେବା କ୍ଷଣି ଘରର ଜ୍ୱାଇଁ ହୋଇଛନ୍ତି। ସୂଚନାଯୋଗ୍ୟ, ରାମପୁରର ଅମିମନଗର ଥାନା…
ଟେଲିଭିଜନ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ପରଲୋକ
ନୂଆଦିଲ୍ଲୀ,୨୨।୧୧-ଟେଲିଭିଜନ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ଶନିବାର ପରଲୋକ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଡନୀ ରୋଗରେ ଦୀର୍ଘଦିନ ଧରି ପୀଡିତ ଥିଲେ। ତାଙ୍କ ସ୍ବାସ୍ଥ୍ୟଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…
ପୁଣି ଏହି ରାଜ୍ୟରେ ହୋଇପାରେ ଲକ୍ଡାଉନ!
ଚଣ୍ଡିଗଡ଼,୨୨।୧୧: ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ପୁଣି ଥରେ ଏହାର ଆତଙ୍କ ଦେଖିବାକୁ ମିଳିଛି। ଭାରତର କେତୋଟି ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ କରୋନା ମାମଲାକୁ ଦେଖି ସୁରକ୍ଷା ଦୃଷ୍ଟିରୁ କେତେକ…
ପ୍ରଥମେ ସ୍ବାମୀ ନୁହେଁ, ଏହି ଖେଳାଳିଙ୍କୁ ଝିଅ ହେବା ଖବର ଜଣାଇଥିଲେ ଧୋନୀଙ୍କ ସ୍ତ୍ରୀ
ପୂର୍ବତନ ଭାରତୀୟ ଅଧିନାୟକ ଏମ୍ଏସ୍ ଧୋନୀ ସ୍ତ୍ରୀ ସାକ୍ଷୀ ନିକଟରେ ନିଜ ୩୨ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ସ୍ବାମୀ ଏବଂ ଝିଅ ଜିଭା ସହ ଦୁବାଇ ଜନ୍ମଦିନ ପାଳନ କରିଛନ୍ତି। ମାମାଙ୍କ ଜନ୍ମଦିନରେ ଖୁବ୍ ମସ୍ତି କରିଥିଲେ ଜିଭା। ତାଙ୍କ…
ମୁଖ୍ୟମନ୍ତ୍ରୀଙ୍କ ମୋବାଇଲ ପ୍ରଦାନ ତାଲିକାରୁ ବଞ୍ଚିତ ଧୂଳିପୁଟବାସୀ
ଚିତ୍ରକୋଣ୍ଡା,୨୨ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ୯ଟି ପଞ୍ଚାୟତ ଯଥା ବଡ଼ପଡା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଗାଜୁଲୁମାମୁଡ଼ି ଓ ଯନ୍ତ୍ରୀ ପଞ୍ଚାୟତର ପ୍ରତି ପରିବାରକୁ ସ୍ମାର୍ଟ ଫୋନ୍ ଯୋଗାଇ ଦେବାକୁ ଯନ୍ତାପାଇଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫର୍ରେନ୍ସିଂ ମାଧ୍ୟମରେ…
Archives


