୨୦୨୧ର ପ୍ରଥମ ୩ ମାସ ମଧ୍ୟରେ ମିଳିବ କରୋନା ଟିକା: ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨୩।୧୧: ଦେଶରେ କରୋନା ମହାମାରୀ ଆତଙ୍କ ଥମିବାର ନାଁ ଧରୁନି। ପୁଣି କେତେକ ଅଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ସଂଖ୍ୟା ଅଧିକ ରହିଛି। ତେବେ କେତେକ ରାଜ୍ୟରେ…
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଛୁଇଁବାକୁ ମନା କରିଦେଇଥିଲେ ଅଭିନେତା ରାଜା ମୁରାଦ
ବଲିଉଡରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ରାଜା ମୁରାଦ ନଭେମ୍ବର ୨୩, ୧୯୫୦ରେ ଉତ୍ତରପ୍ରଦେଶର ରାମପୁରରେ ଜନ୍ମଗ୍ରହଣ କରିଥିଲେ। ୨୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିବା ରାଜା ମୁରାଦ ଭୋଜପୁରୀ ଏବଂ ଅନେକ ସ୍ଥାନୀୟ ଭାଷାରେ ନିଜର ଦକ୍ଷତା ପ୍ରଦର୍ଶନ…
ଭାଜପା ନେତାଙ୍କୁ ଗୁଳିକରି ହତ୍ୟା
ନୂଆଦିଲ୍ଲୀ,୨୩।୧୧: ରାଜଧାନୀ ଦିଲ୍ଲୀର ନନ୍ଦନଗରୀ ଅଞ୍ଚଳରେ ଜଣେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଭାଜପା ନେତା ଜୁଲଫିକର କ୍ୟୁରେଶି ଭୋର୍ ସମୟରେ ନମାଜ ପାଠ ପାଇଁ ଯାଉଥିବାବେଳେ କିଛି ଅଜଣା ଲୋକ ତାଙ୍କୁ ମସଜିଦ୍ ବାହାରେ ଗୁଳି କରି…
କେରଳରେ ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶକୁ ନେଇ ବିବାଦ
ଥିରୁଭାନନ୍ଥପୁରମ୍, ୨୩।୧୧: ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ସତ୍ତ୍ୱେ କେରଳ ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶକୁ ରାଜ୍ୟପାଳ ଅରିଫ୍ ମହମ୍ମଦ ଖାନ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। କୌଣସି ଯୋଗାଯୋଗ ମାଧ୍ୟମରେ ଧମକପୂର୍ଣ୍ଣ ବାର୍ତ୍ତା ଦେବା, ଅପମାନିତ କିମ୍ବା ଅସମ୍ମାନିତ କରିବା ଭଳି ଅପରାଧ…
ବାଇଡେନ୍ଙ୍କୁ ସ୍ବୀକୃତି ଦେବାକୁ ପ୍ରସ୍ତୁତ ନୁହଁ’
ମସ୍କୋ, ୨୩।୧୧: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ଙ୍କୁ ସ୍ବୀକୃତି ଦେବାକୁ ସେ ପ୍ରସ୍ତୁତ ନୁହନ୍ତି ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି। ତେବେ ଆମେରିକୀୟମାନଙ୍କର ଆସ୍ଥା ଥିବା ଯେକୌଣସି ବ୍ୟକ୍ତିଙ୍କ ସହ କାମ କରିବାକୁ ସେ ପ୍ରସ୍ତୁତ ଅଛନ୍ତି।…
ଅଶାନ୍ତ ପୃଥିବୀ
କେଉଁଠି ଅଧିକାର ପାଇଁ ଲଢ଼େଇ ତ ପୁଣି କେଉଁ ଦେଶରେ କ୍ଷମତା ଲାଗି ରକ୍ତାକ୍ତ ସଂଘର୍ଷ। ପାଶ୍ଚାତ୍ୟରେ ବର୍ଣ୍ଣବୈଷମ୍ୟ ଉଗ୍ରରୂପ ଧାରଣ କରିଥିବାବେଳେ ଅନେକ ରାଷ୍ଟ୍ରରେ ଜାତିଆଣ ହିଂସା ଓ ଶରଣାର୍ଥୀ ସମସ୍ୟା ବହୁ ଲୋକଙ୍କ ଜୀବନ ନେଇଛି। ଆମେରିକା, ଚାଇନା…
ଆଜି ପବିତ୍ର ଅଁଳା ନବମୀ
ସାକ୍ଷୀଗୋପାଳ,୨୩ା୧୧(ଡି.ଏନ୍.ଏ.):ସୋମବାର ଅଁଳାନବମୀ ଉପଲକ୍ଷେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ନୀତି ଅନୁଷ୍ଠିତ ହେବ। ପାରମ୍ପରିକ ବେଶଭୂଷା ଓ ଗହଣାରେ ଲାଗି ହୋଇ ମା’ ରାଧାରାଣୀ ଓଡିଆଣୀ ବେଶରେ ସଜ୍ଜିତ ହେବେ। ରତ୍ନ ସିଂହାସନରେ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ଶୋଭା…
୮ଲକ୍ଷ ୯୬ହଜାର ପଞ୍ଜୀକୃତ ବେକାରି
ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ ବେକାରି ସମସ୍ୟା ବଢୁଛି। ଦକ୍ଷତା ବିକାଶ ମାଧ୍ୟମରେ ସରକାର ଯେତେ ପ୍ରଚେଷ୍ଟା କଲେ ବି ଓଡ଼ିଶାରୁ ବେକାରି ସମସ୍ୟା ଦୂର ହେଉନି। ୨୦୨୦ ଅକ୍ଟୋବର ୩୧ ସୁଦ୍ଧା ରାଜ୍ୟରେ ୮ଲକ୍ଷ ୯୬ହଜାର ୮୩୮ଜଣ ବେକାରି ଅଛନ୍ତି। ତେବେ…
ଅଷ୍ଟ୍ରା-ଅକ୍ସଫୋର୍ଡ ଟିକା ଭରସା
ନୂଆଦିଲ୍ଲୀ, ୨୩।୧୧:ଫାଇଜର ଏବଂ ମଡର୍ନା ଟିକାର ସଫଳ ପରୀକ୍ଷା ପରେ ଖୁବ୍ଶୀଘ୍ର ଏହା ଉପଲବ୍ଧ ହେବା ନେଇ ଆଶା ସଞ୍ଚାର ହୋଇଥିବାବେଳେ ଆମେରିକା ଭଳି କେତେକ ଧନୀ ରାଷ୍ଟ୍ରଙ୍କୁ ବାଦ୍ ଦେଲେ ଅଧିକାଂଶ ଦେଶ କରୋନା ସଙ୍କଟରୁ ମୁକ୍ତି ପାଇଁ ଅଷ୍ଟ୍ରାଜେନିକା…
‘ପୋପ୍ ଲାଇକ୍ କଲେ, ସ୍ବର୍ଗକୁ ଯିବି’
ଭାଟିକାନ୍ ସିଟି,୨୩ା୧୧:ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କ ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରୁ ଏକ ଉତ୍ତେଜକ ଫଟୋକୁ ଲାଇକ୍ କରାଯିବା ପରେ ବିବାଦ ମୁଣ୍ଡ ଟେକିଛି। ଫଟୋଟି ହେଉଛି ବ୍ରାଜିଲୀୟ ମଡେଲ ନଟାଲିଆ ଗରିବୋଟୋଙ୍କର, ଯେଉଁଠି ସେ ସ୍କୁଲ ୟୁନିଫର୍ମ…
ନକଲି ଗୁଟ୍ଖା କାରଖାନାରେ ଚଢ଼ାଉ
ଭୁବନେଶ୍ୱର(ବ୍ୟୁରୋ)/ କଟକ (ଟାଙ୍ଗୀ) ୨୩ା୧୧ (ଡି.ଏନ.ଏ.):ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ବ୍ୟାଗ୍ରୁ ୩୦ଲକ୍ଷ ଟଙ୍କା ମିଳିବା ଘଟଣା ନୂଆ ମୋଡ଼ ନେଇଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଜବତ ହୋଇଥିବା ଟଙ୍କାର ଗୁମର ଫିଟାଇଛି ପୋଲିସ। ନକଲି ଗୁଟ୍ଖା…
ଏନ୍ଜିଟିର ନଦୀ ସୁରକ୍ଷା ଚିନ୍ତା
ନୂଆଦିଲ୍ଲୀ, ୨୩।୧୧(ପି.ଟି.): ଦେଶର ନଦୀ, ହ୍ରଦ ଓ ଜଳାଶୟଗୁଡ଼ିକର ସୁରକ୍ଷା ଲାଗି ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏଗୁଡ଼ିକର ସୁରକ୍ଷା ଲାଗି ନୋଡାଲ ଏଜେନ୍ସି ଗଠନ କରିବାକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ…
Archives


