Home

ଶ୍ରୀନଗର ଏଚ୍‌ଏମ୍‌ଟି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ: ୨ଯବାନ ଶହୀଦ

ଶ୍ରୀନଗର,୨୬।୧୧: ମୁମ୍ବାଇର ୨୬/୧୧ ଆକ୍ରମଣକୁ ଆଜି ୧୨ ବର୍ଷ ପୂରିଥିବା ବେଳେ ଜମ୍ମୁ-କଶ୍ମୀର ଶ୍ରୀନଗରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁରୁବାର ଦ୍ୱିପ୍ରହରରେ ଶ୍ରୀନଗର ଏଚ୍‌ଏମ୍‌ଟି ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୨ଜଣ ଯବାନ…

ଦିନେ ପଇସା ପାଇଁ ଗାଡ଼ି ଧୋଉଥିଲେ ଏହି ଅଭିନେତା, ଆଜି ସୁପରହିଟ୍‌ ହିରୋ

ମୁମ୍ବାଇ: ଅଭିନେତା ତଥା ଗାୟକ ଜସି ଗିଲ୍‌ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଚେହେରା। ଏବେ ହିନ୍ଦୀ ଫିଲ୍ମରେ ମଧ୍ୟ ନିଜର ସ୍ଥାନ ନେଇ ସାରିଲେଣି। ଆଜି ଅର୍ଥାତ୍‌ ନଭେମ୍ବର ୨୬ରେ ହେଉଛି ତାଙ୍କର ଜନ୍ମ। ଆଜିର ଏହି ଖାସ୍‌…

ଅଷ୍ଟ୍ରେଲିଆ ବିପକ୍ଷରେ ଓପନିଂ କରି ଚମକିପାରନ୍ତି ଏହି ପ୍ରତିଭାଶାଳି କ୍ରିକେଟର, ମାରିପାରନ୍ତି ଦ୍ୱିଶତକ: ଚୋପ୍ରା

ନୂଆଦିଲ୍ଲୀ,୨୬।୧୧: ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ପକ୍ଷରୁ ଓପନିଂ କରିବେ ଶିଖର ଧଓ୍ବନ। ତେବେ ତାଙ୍କ ସହ କେ.ଏଲ୍‌. ରାହୁଲ ପଡ଼ିଆକୁ ଓହ୍ଲାଇବା ଉଚିତ। ଏଭଳି କହିଛନ୍ତି ଭାରତୀୟ ଦଳର ପୂର୍ବ ଓପନର୍‌ ତଥା କ୍ରିକେଟ ବିଶ୍ଳେଷକ ଆକାଶ…

ରାଗରେ ଶୁଟିଂ ସେଟ୍‌ରେ ଅନିଲ କପୁରଙ୍କ ତଣ୍ଟି ଚିପିଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତା: ଜାଣନ୍ତୁ କାହିଁକି…

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ଅଭିନେତା ସନ୍ନି ଦେଓଲ ଏବଂ ଅନିଲ କପୁରଙ୍କର ଏକ କାହାଣୀ ସାମ୍ନାକୁ ଆସିଛି। ୧୯୮୯ ମସିହାରେ ମୁକ୍ତିଲାଭ…

ଏକ ଦେଶ ଏକ ନିର୍ବାଚନ ଏବେ ଭାରତର ମୁଖ୍ୟ ଆବଶ୍ୟକତା: ମୋଦି

ନୂଆଦିଲ୍ଲୀ,୨୬।୧୧: ଏକ ଦେଶ ଏକ ନିର୍ବାଚନ ଏବେ ଭାରତର ମୁଖ୍ୟ ଆବଶ୍ୟକତା। ଏହାଦ୍ୱାରା ସମୟ ଏବଂ ଅର୍ଥର ଅପଚୟ ରୋକା ଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନ ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ବିସ୍ତୃତ…

ମେହବୁବାଙ୍କୁ ଝଟ୍‌କା: ୩ ପିଡ଼ିପି ସଦସ୍ୟ ଦେଲେ ଇସ୍ତଫା

ଶ୍ରୀନଗର,୨୬।୧୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ରାଜନୈତିକ ଦଳ ପିଡ଼ିପିରୁ ୩ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଧାମନ୍‌ ଭାସିନ୍‌, ଫୈଲଲ୍‌ ସିଂ ଏବଂ ପ୍ରୀତମ କୋଟଓ୍ବାଲ ଇସ୍ତଫା…

ଐଶ୍ୱର୍ଯ୍ୟା ଚାହୁଁ ନ ଥିଲେ ଅଭିଷେକ କରନ୍ତୁ ଏହି କାମ, ଅସୁବିଧାରେ ପଡ଼ି ନେଇଥିଲେ ନିଷ୍ପତ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କୁ ସୋନାଲି ବୋଷ୍‌ଙ୍କ ଫିଲ୍ମ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ଅଭିନୟ ପାଇଁ ଅଫର ମିଳିଥିଲା। ଏଥିରେ ତାଙ୍କ ବିପକ୍ଷରେ ନାୟିକା ଥିଲେ ପ୍ରିୟଙ୍କା ଚୋପ୍ରା। ମାତ୍ର ଐଶ୍ୱର୍ଯ୍ୟା ଚାହୁଁ ନ ଥିଲେ ଅଭିଷେକ ଏହି ଫିଲ୍ମ…

ଦୁଇ ଦିନ ପର୍ଯ୍ୟନ୍ତ ଓବରୟ ହୋଟେଲ ବାହାରେ ଛିଡ଼ା ହୋଇଥିଲେ ଏହି ଅଭିନେତା: ଭଉଣୀଭିଣୋଇଙ୍କୁ ଗୁଳିମାରିଦେଇଥିଲେ ଆତଙ୍କବାଦୀ

ମୁମ୍ବାଇ ଆକ୍ରମଣ ଘଟଣାକୁ ପୁରିଛି ବାରବର୍ଷ। ୨୦୦୮ ମସିହା ଆଜିର ଦିନରେ ଲସ୍କର-ଏ-ତୋଏବାର ଦଶଜଣ ଆତଙ୍କବାଦୀ ମୁମ୍ବାଇରେ ଆତଙ୍କ ଲୀଳା ଖେଳାଇଥିଲେ। ତିନିଦିନ ଧରି ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରେ ଅତର୍କିତ ଗୁଳିଚାଳନା କରିବା ସହ ଲୋକଙ୍କୁ ବନ୍ଦି କରି ରଖିଥିଲେ। ଘଟଣାରେ…

ଅନୁତାପ କରୁଛନ୍ତି ଅନନ୍ୟା

ଅନନ୍ୟା ପାଣ୍ଡେ ଏବେ ଅନୁତାପ କରୁଛନ୍ତି। ହେଲେ କ’ଣ ହେବ ? ବୋହିଗଲା ପାଣି ଆଉ ଧନୁରୁ ବାହାରି ଯାଇଥିବା ତୀର କ’ଣ ଫେରିଆସେ ? ଅସଲ କଥା ହେଲା, ନିକଟରେ ଅନନ୍ୟାଙ୍କୁ ଏକ ନୂଆ ସିନେମାରେ ଅଭିନୟ କରିବାକୁ ଅଫର…

ପ୍ରଥମ ଦେଖାରେ ଏହି ସୁନ୍ଦରୀଙ୍କୁ ହୃଦୟ ଦେଇ ବସିଥିଲେ ପରେଶ ରାଓ୍ବଲ: ମଣ୍ଡପ ନୁହେଁ ଗଛମୂଳରେ କରିଥିଲେ ବିବାହ

ବମ୍ବେ: ବଲିଉଡ୍‌ର ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କ ବ୍ୟକ୍ତିଗତ ଜୀବନ ଖବର ଶିରୋନାମା ପାଲଟିଛି। ଏସବୁରୁ ସବୁଠୁ ବେଶି ଚର୍ଚ୍ଚିତ ହୋଇଥାଏ ସେମାନଙ୍କ ପ୍ରେମ ଜୀବନ। ସେଭଳି ଜଣେ ଅଭିନେତା ହେଲେ ପରେଶ ରାଓ୍ବଲ। ସ୍ବରୂପ ସମ୍ପତଙ୍କୁ ପ୍ରଥମ ଦେଖାରେ…

ଆର୍ଜେଣ୍ଟିନାର ‘ଗୋଲ୍ଡେନ ବୟ’

୧୯୬୦ ଅକ୍ଟୋବର ୩୦ରେ ଆର୍ଜେଣ୍ଟିନାର ବୁଏନ୍ସ ଆରିଜରେ ଜନ୍ମଗ୍ରହଣ କରିଥିବା ମାରାଡୋନା ୧୯୭୭ରୁ ୧୯୯୪ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ତରଫରୁ ପ୍ରତିନିଧିତ୍ୱ କରି ୯୧ ମ୍ୟାଚ୍‌ ଖେଳି ୩୪ଟି ଗୋଲ ସ୍କୋର କରିଥିଲେ। ୫ ଫୁଟ ୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି…

ସମୁଦ୍ର କୂଳରେ ଏମିତି ଦୃଶ୍ୟ ଦେଖି ଭୟରେ ଥରି ଉଠିଥିଲେ ମହିଳା, ଯାଞ୍ଚ୍‌ ପରେ ଜଣାପଡ଼ିଲା ସତ

ଓ୍ବାଶିଂଟନ,୨୬ା୧୧: ଆମେରିକାର ଫ୍ଲୋରିଡା ସମୁଦ୍ର କୂଳକୁ ବୁଲିବାକୁ ଯାଇଥିବା ଜଣେ ମହିଳା ଏମିତି ଏକ ଜିନିଷ ଦେଖି ଭୟରେ ଥରି ଉଠିଥିଲେ। ସଙ୍ଗେ ସଙ୍ଗେ ମହିଳା ଜଣଙ୍କ ପୋଲିସକୁ ଫୋନ୍‌ କରି ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri