ରାତିରେ ସରକାରୀ ଜମିରୁ ବାଲି ଲୁଟ୍
ପୁରୀ ଅଫିସ,୨୭ା୮: ପୁରୀ ଜିଲା ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପ୍ରାଚୀର ଭାବେ ପ୍ରାକୃତିକ ବାଲିସ୍ତୂପ କାମ କରୁଥିଲା। ବର୍ଷା, ପବନ ଅବା ସମୁଦ୍ର ଲୁଣାପାଣି ମାଡ଼ିି ଆସିବାରୁ ଏହା ପ୍ରତିହତ କରି ପାରୁଥିଲା। ହେଲେ ଆଜି ଆଉ ସେଭଳି ଚିତ୍ର ନାହିିଁ।…
ଶେଷରେ ମାନିଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ନୂଆଦିଲ୍ଲୀ,୨୭।୮:ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ବଢିବାରେ ଲାଗିଛି। ଏହି ପରିସ୍ଥିତିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଗମ୍ଭୀର ରୂପ ଧାରଣ କରିଛି ବୋଲି ଶେଷରେ ମାନିଛନ୍ତି। ଲଦାଖ ସ୍ଥିତି ଉପରେ…
୭ ବିସ୍ଥାପିତ ପରିବାରକୁ ମିଳିଲା ଜମି
ପୁରୀ ଅଫିସ,୨୭ା୮: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁମାନେ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବ ରଖି ସେମାନଙ୍କ ଶହ ଶହ ବର୍ଷର ଭିଟାମାଟି ଦେଇଥିଲେ ସେମାନଙ୍କ ମଧ୍ୟରୁ ୭ ବିସ୍ଥାପିତ ପରିବାରକୁ ଜମି ପ୍ରଦାନ କରାଯାଇଛି। ବୁଧବାର ଏହି ବିସ୍ଥାପିତ…
ଶରୀରର ସମସ୍ତ ଅଙ୍ଗକୁ ଅକାମୀ କରିପାରେ କରୋନା…
ନୂଆଦିଲ୍ଲୀ, ୨୭।୮: କରୋନା ମହାମାରୀ ସଂକ୍ରମଣ କେବଳ ଫୁସଫୁସ୍ ନୁହେଁ ଏହା ଶରୀରର ସମସ୍ତ ଅଙ୍ଗକୁ ଅକାମୀ କରିଦେଇ ପାରେ ବୋଲି ଏମ୍ସ୍ର ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ତେବେ ସାମାନ୍ୟ, ମଧ୍ୟମ ଏବଂ ଗୁରୁତର କରୋନା ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ…
ଲଣ୍ଡନରେ ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସ୍ତାବ
ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ସଂଯୁକ୍ତରାଷ୍ଟ୍ରର ରାଜଧାନୀ ଲଣ୍ଡନଠାରେ ଏକ ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ ହେବ। ଏହା ଲଣ୍ଡନ, ୟୁରୋପର ଜଗନ୍ନାଥ ଧାମ ରୂପେ ପରିଚୟ ପାଇବ। ଏନେଇ ସଂଯୁକ୍ତ ରାଷ୍ଟ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗଠିତ ‘ଦ ଜଗନ୍ନାଥ ଟେମ୍ପଲ୍…
ଯମେଶ୍ୱରଙ୍କଠାରୁ ହିସାବ ବୁଝିଲେ ସୁଦର୍ଶନ
ପୁରୀ ଅଫିସ, ୨୭ା୮: ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ହେଉଛନ୍ତି ଶ୍ରୀଲୋକନାଥ। ସେହିପରି ଶ୍ରୀମନ୍ଦିରର ବର୍ଷକ ଯାକର ହିସାବ ବୁଝାଶୁଝା କରନ୍ତି ପ୍ରଭୁ ଯମେଶ୍ୱର। ତେଣୁ ଯମେଶ୍ୱରଙ୍କୁ ଶ୍ରୀମନ୍ଦିରର ହିସାବ ରକ୍ଷକ କୁହାଯାଏ। ପବିତ୍ର ରାଧାଷ୍ଟମୀରେ ମହାପ୍ରଭୁଙ୍କ ପ୍ରତିନିଧି ଶ୍ରୀସୁଦର୍ଶନ ଯମେଶ୍ୱରଙ୍କ ନିକଟକୁ…
ପାରଳାଖେମୁଣ୍ଡି ଗଣମୃତ୍ୟୁକୁ ୪ବର୍ଷ ପୂରିଲା: ଧରା ପଡ଼ିନାହାନ୍ତି ଦୋଷୀ
ପାରଳାଖେମୁଣ୍ଡି,୨୭ା୮(ସ୍ବ.ପ୍ର.):ବହୁଚର୍ଚ୍ଚିତ ପାରଳା ଗଣମୃତ୍ୟୁ ଘଟଣାକୁ ଗତ ୨୧ରେ ୪ବର୍ଷ ପୂରିଛି। ଏହି ଘଟଣାରେ ପାରଳା ରାଜପ୍ରାସାଦର ତତ୍କାଳୀନ ପରିଚାଳିକା ଅନଙ୍ଗମଞ୍ଜରୀ ପାତ୍ର, ଭଉଣୀ ବିଜୟଲକ୍ଷ୍ମୀ ପାତ୍ର, ଦୁଇଭାଇ ସଞ୍ଜୟ ପାତ୍ର ଓ ସନ୍ତୋଷ ପାତ୍ର ପ୍ରାଣ ହରାଇଥିଲେ। ସେତେବେଳେ ଏହା ରାଜ୍ୟରେ…
କ୍ରିକେଟର ଯାଦୁଗର ଡନ ବ୍ରାଡ୍ମ୍ୟାନ୍ କେତୋଟି ଛକା ମାରିଥିଲେ ଜାଣନ୍ତି କି
ସାର୍ ଡନ୍ ବ୍ରାଡ୍ମ୍ୟାନ୍ କ୍ରିକେଟର ଏକ ପରିଚିତ ନାମ। ୧୯୦୮, ଅଗଷ୍ଟ ୨୭ରେ ଅଷ୍ଟ୍ରେଲିଆରେ ଜନ୍ମିତ ଏହି ମହାନ୍ କ୍ରିକେଟର ୧୯୨୮ରେ ବ୍ରିସ୍ବେନ୍ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦ ବର୍ଷ ଲମ୍ବା କ୍ରିକେଟ କ୍ୟାରିୟରେ ସେ…
ଅଣ୍ଡିଲୋ ଗାଁରେ ଆଣ୍ଠୁଏ ପାଣି
ବାଲିଅନ୍ତା,୨୭ା୮(ଡି.ଏନ୍.ଏ): ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଯୋଗୁ ବାଲିଅନ୍ତା ପଞ୍ଚାୟତର ଅଣ୍ଡିଲୋ ଗ୍ରାମର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଫଳରେ ଗ୍ରାମର ଲୋକମାନେ ବର୍ଷାଜଳରେ ପଶି ବହୁ ଅସୁବିଧାରେ ଯାତାୟାତ କରୁଛନ୍ତି। ବର୍ଷାଜଳ…
ମହିଳାମାନେ ଟପ୍ଲେସ୍ ହୋଇ ବୁଲିପାରିବେ: ସମର୍ଥନ କଲେ ଗୃହମନ୍ତ୍ରୀ !
ପ୍ୟାରିସ୍, ୨୭।୮: ଫ୍ରାନ୍ସ୍ରେ ସମୁଦ୍ର କୂଳରେ ଟପ୍ ଲେସ୍ ହୋଇ ବୁଲିବା ଆଇନର ଉଲ୍ଲଂଘନ ନୁହେଁ। ଏହା ନାଗରିକ ଅଧିକାର ଅନ୍ତର୍ଗତ। ଏହାକୁ କେହି ବାରଣ କରିପାରିବେ ନାହିଁ। ଫ୍ରାନ୍ସ୍ର ଗୃହମନ୍ତ୍ରୀ ଗର୍ଲାଡ ଡାରମାନିନ୍ ମହିଳାଙ୍କୁ ସମର୍ଥନ କରି ଏଭଳି କହିଛନ୍ତି।…
ଅଧାପନ୍ତରିଆ ବିକାଶ କାର୍ଯ୍ୟ
ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ବିକାଶମୂଳକ କାର୍ଯ୍ୟ ଅଧାପନ୍ତରିଆ ରହିଛି। ଲକ୍ଡାଉନ୍ ସକାଶେ ବନ୍ଦ ଥିବା ରାସ୍ତା ମରାମତି, ଡ୍ରେନ୍ ନିର୍ମାଣ ସହ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ଏବେ ପୁନଃ ଆରମ୍ଭ ହୋଇଛି। ତେବେ ବର୍ଷାରେ ତରବରିଆ ଭାବେ ଚାଲିଥିବା…
ନୂଆପାଟଣା ଗ୍ରାମ ୩ ଦିନ ଶଟ୍ଡାଉନ
ନିମାପଡ଼ା,୨୭ା୮(ଡି.ଏନ୍.ଏ): ନିମାପଡ଼ା ବ୍ଲକ କଳାପାଞ୍ଚଣ ପଞ୍ଚାୟତର ନୂଆପାଟଣା ଗ୍ରାମରେ ବୁଧବାର ଜଣେ ୧୭ବର୍ଷୀୟ ବାଳକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସରପଞ୍ଚ ଅଭିମନ୍ୟୁ ପଣ୍ଡା ନୂଆପାଟଣା ଗ୍ରାମକୁ ବୁଧବାରଠାରୁ ୩ଦିନ ଶଟ୍ଡାଉନ ଘୋଷଣା କରିଛନ୍ତି। ଗ୍ରାମର ସମସ୍ତ…
Archives


