Home

ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରେମ ନିବେଦନ କଲେ ଭାରତୀୟ ଯୁବକ, ଫେସ୍‌ବୁକରେ କହିଲେ…

ଦୀପେନ ମାଣ୍ଡାଲିଆ ମ୍ୟାଚ୍‌ ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ରୋଜ ଓ୍ବିମ୍ବୁଶଙ୍କୁ ପ୍ରେମ ନିବେଦନ କରିଥିଲେ। ତାଙ୍କ ପ୍ରେମ କାହାଣୀକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପ୍ରତିଦିନ ତାଙ୍କୁ କିପରି ଭେଟିଲେ ସେ ବିଷୟରେ କହିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।…

ରାଜ୍ୟ ସଭା ପାଇଁ ନାମାଙ୍କନପତ୍ର ଦାଖଲ କଲେ ମୋଦି: ସମର୍ଥନ ଜଣାଇଲେ ନୀତିଶ

ପାଟନା, ୨।୧୨: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଶୀଲ ମୋଦି ବୁଧବାର ପାଟନାରେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ସୁଶୀଲଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ…

ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ: ୩୦ ଖେଳାଳି ଫେରାଇବେ ପଦକ

ନୂଆଦିଲ୍ଲୀ,୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନକୁ ଏବେ ପଦ୍ମଶ୍ରୀ ଏବଂ ଅର୍ଜୁନ ସମ୍ମାନରେ ସମ୍ମାନୀତ ହୋଇଥିବା ଖେଳାଳିମାନେ ସମର୍ଥନ କରିଛନ୍ତି। ଖେଳାଳିମାନେ ସେମାନଙ୍କର ପଦକ ସରକାରଙ୍କୁ ଫେରାଇବା ପାଇଁ…

ଆସନ୍ତା ସପ୍ତାହରୁ ଦିଆଯିବ କରୋନା ଟିକା: ଫାଇଜର-ବାୟୋଏନ୍‌ଟେକ୍‌ ଟିକାକୁ ବ୍ରିଟେନରେ ମଞ୍ଜୁରୀ

ଲଣ୍ଡନ,୨।୧୨: ବ୍ରିଟେନରେ ଆସନ୍ତା ସପ୍ତାହରୁ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକାକୁ ମଞ୍ଜୁରୀ ଦିଆଯାଇଛି। ଏହା ଦ୍ୱାରା ପ୍ରଥମ ପାଶ୍ଚାତ୍ୟ ଦେଶ ଭାବେ ବ୍ରିଟେନ୍‌ରେ କରୋନା ଟିକା…

ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଦେଲେ ଧକ୍କା: ଗର୍ଭପାତ ଅଭିଯୋଗ ଆଣିଲେ ସ୍ବାମୀ

ବେଙ୍ଗାଲୁରୁ,୨।୧୨: କର୍ନାଟକରେ ଜଣେ ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଏବଂ ତାଙ୍କ ସମର୍ଥକ ଧକ୍କା ମାରିବା ଅଭିଯୋଗ ହୋଇଛି। ଏହା ଯୋଗୁ ଗର୍ଭବତୀ କାଉନସିଲରଙ୍କ ଗର୍ଭପାତ ହୋଇଥିବା ଅଭିଯୋଗ ହୋଇଛି। କାଉନସିଲର ଜଣଙ୍କ ହେଉଛନ୍ତି ଚାନ୍ଦିନୀ ନାଇକ। ନଭେମ୍ବର ୯ରେ ବଗଲକୋଟ…

ଆଇସିୟୁରୁ ବାହାରକୁ ଆସିଲେ ରାହୁଲ

ମୁମ୍ବାଇ,୨।୧୨: ଆଶିକି ଫେମ୍‌ ଅଭିନେତା ରାହୁଲ ରୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସୁଛି। ମଙ୍ଗଳବାର ତୁଳନାରେ ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅଳ୍ପବହୁତେ ସୁଧାର ଆସିଥିବା ଜଣାପଡ଼ିଛି। ବୁଧବାର ତାଙ୍କୁ ଆଇସିୟୁରୁ ଜେନେରାଲ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏନେଇ ତାଙ୍କ ଭିଣୋଇ ରୋମିର…

ଆପଣଙ୍କ ପାଖରେ ଅଛି କି ଏହି ୧୦ ଟଙ୍କିଆ ପୁରୁଣା ନୋଟ୍‌: ହେବେ ମାଲାମାଲ, କରିବାକୁ ପଡ଼ିବ ଏଭଳି

ନୂଆଦିଲ୍ଲୀ,୨।୧୨: ଆଜିକାଲି ସବୁ ସ୍ଥାନରେ ନୂଆ ନୋଟ ମିଳୁଛି, କିନ୍ତୁ ପୁରୁଣା ନୋଟ ବଜାରରୁ ଅଦୃଶ୍ୟ ହୋଇଯାଉଛି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ପୁରୁଣା ସହିତ ୧୦ ଟଙ୍କା ନୋଟ ଅଛି, ତେବେ ଆପଣ ରୋଜଗାର କରିପାରିବେ। ୧୦ ଟଙ୍କିଆ ନୋଟ…

କୁପ୍ରଥା ବିରୋଧରେ ସଚେତନତା ସୃଷ୍ଟି ହେଉ

ପ୍ରତିବର୍ଷ ଡିସେମ୍ବର ୨କୁ ଆନ୍ତର୍ଜାତିକ ଦାସତ୍ୱ ଉଚ୍ଛେଦ ଦିବସ ଭାବେ ପାଳନ କରାଯାଇଥାଏ। ମାନବ ଚାଲାଣ ରୋକିବା, ଶ୍ରମ, ବେଶ୍ୟାବୃତ୍ତି ଆଦି କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଗୋଲାମ କରି ରଖିବାର କୁପ୍ରଥା ବିରୋଧରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ…

ଇକୋଫ୍ରେଣ୍ଡ୍‌ଲି ‘ଅଳକାନନ୍ଦା କ୍ରୁଜ୍‌’

ବାରାଣସୀର ପ୍ରସିଦ୍ଧ ବାବା ବିଶ୍ୱନାଥ ମନ୍ଦିରରେ ଅନୁଷ୍ଠିତ ଦେବ ଦୀପାବଳି ଉତ୍ସବରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅଳକାନନ୍ଦା କ୍ରୁଜ୍‌’ରେ ଜଳଯାତ୍ରା କରିଥିଲେ। ଏହା ପରେ ଏହି ଭବ୍ୟ ଜାହାଜକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୃଥିବୀର ସବୁଠାରୁ ପୁରାତନ…

ନିଜକୁ ତୃତୀୟ ଲିଙ୍ଗୀ ବୋଲି ସ୍ବୀକାର କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

‘ଜୁନୋ’,‘ଇନସେପ୍ସନ’, ‘ଦ ଅମ୍ବରେଲା ଏକାଡେମୀ’ ଆଦି ଫିଲ୍ମରେ ଅଭିନୟ କରିସାରିଥିବା ଓସ୍କାର ନୋମିନେଟେଡ କଳାକାର ଇଲେନ ପେଜ ଜଣେ ତୃତୀୟ ଲିଙ୍ଗୀ ବୋଲି ସ୍ବୀକାର କରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି।…

ଜନ ଗଣ ମନ… ବଦଳାଇବା ପାଇଁ ଦାବି

ନୂଆଦିଲ୍ଲୀ,୨।୧୨: ରାଷ୍ଟ୍ର ଗାନ ଜନ ଗଣ ମନ…କୁ ପରିବର୍ତ୍ତନ କରିବା ପାଇଁ ଦାବି ହୋଇଛି। ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ବାମୀ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଇତି ମଧ୍ୟରେ ସ୍ବାମୀ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଲେଖିଥିବା ଚିଠିକୁ ସୋସିଆଲ୍‌…

କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କଲେ ସରକାର, ୪୦୦ ଟଙ୍କାରେ ହେବ ଟେଷ୍ଟ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଘରୋଇ ଲ୍ୟାବ୍‌ରେ ଆରଟିପିସିଆର ଟେଷ୍ଟ ପାଇଁ ଏଣିକି ସର୍ବାଧିକ ୪୦୦ ଟଙ୍କା ଦେବାକୁ ପଡ଼ିବ। ଜିଏସ୍‌ଟି ସହ ଟେଷ୍ଟ ଫି’ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri