Home

ବଜାରକୁ ଆସିଲା ଭିଭୋର ସବୁଠାରୁ ପତଳା ୫ଜି ସ୍ମାର୍ଟଫୋନ୍‌ ଭି-୨୦ ପ୍ରୋ: ମୂଲ୍ୟ ରହିଛି…

ନୂଆଦିଲ୍ଲୀ,୨।୧୨: ଗ୍ଲୋବାଲ ସ୍ମାର୍ଟଫୋନ କମ୍ପାନୀ ଭିଭୋ ପକ୍ଷରୁ ସବୁଠାରୁ ପତଳା ୫ଜି ଫୋନ୍‌ ଭି-୨୦ ପ୍ରୋ ଲଞ୍ଚ କରାଯାଇଛି। ଭାରତରେ ଏହାର ମୂଲ୍ୟ ୨୯,୯୯୦ ଟଙ୍କା ରଖାଯାଇଛି। ଭିଭୋର ବି-ସିରିଜର ଏହି ସ୍ମାର୍ଟଫୋନ୍‌ ଦୁଇଟି ରଙ୍ଗରେ ଉପଲବ୍ଧ ହେବ। ଏହା ୭.୩୯…

ପାହାଡ଼ ଉପରେ ୫୦୦ ବର୍ଷ ତଳର ଗାଁ

ଜନବସତି ସାଧାରଣତଃ ସ୍ଥଳଭାଗରେ ଗଢ଼ି ଉଠିଥାଏ। ମାତ୍ର ପାହାଡ଼ ଉପରେ ଝୁଲି ରହିଥିବା ଗାଁ କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ତଥାପି ଏକ ପାହାଡ଼କୁ ଦେଖିଲେ ଏହାକୁ ସତ ବୋଲି ମାନିବାକୁ ହେବ। ଏହିପରି ଏକ ଗାଁ ଝୁଲି ରହିଛି…

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଜାମିନ ପାଇଁ ଘୋଷଣା ହୋଇଥିଲା ୪ ଲକ୍ଷ ଟଙ୍କା

କୋରାପୁଟ,୨ା୧୨(ସ୍ବ.ପ୍ର.): ବୁଧବାରଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଥିବାବେଳେ ମାଓବାଦୀଙ୍କ ଟପ୍‌ ନେତା ତଥା ଏଓବିଏସଜେଡସିର କେନ୍ଦ୍ରୀୟ କମିଟିର ବରିଷ୍ଠ ନେତା ରାମକ୍ରୀଷ୍ଣାଙ୍କ ଅଙ୍ଗରକ୍ଷୀ ତଥା ଏସିଏମ ର଼୍ୟାଙ୍କର ରାମେ ମାଡକାମୀ କୋରାପୁଟ ଜିଲା ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁଙ୍କ ପାଖରେ…

ସରପଦାରେ ଅଗ୍ନିକାଣ୍ଡ: ୩ ବଖରା ଜଳିଗଲା

ଭଣ୍ଡାରିପୋଖରୀ,୨।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ସରପଦା ଗ୍ରାମରେ ମଙ୍ଗଳବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଏକ ପରିବାରର ୩ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି। ଗ୍ରାମର ବୃଦ୍ଧା ରମାମଣି ଓଝା( ୬୫)ଙ୍କ ୩ ବଖରା ଘର…

ବଡ଼ ଘୋଷଣା: ସବୁ ଜରୁରୀ ସହାୟତା ପାଇଁ ଏଣିକି ଡାଏଲ କରିବେ ‘୧୧୨’

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଜନସାଧାରଣଙ୍କ ସୁବିଧା ତଥା ତ୍ୱରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ…

ବିବାହ ଦିନ ଡ୍ରମ ଉପରେ ଚଢ଼ି ଡ୍ୟାନ୍ସ କଲେ ଏହି ଅଭିନେତା, ଭିଡିଓ ଭାଇରାଲ

ମୁମ୍ବାଇ,୨ା୧୨: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ତଥା ଅଭିନେତା ଆଦିତ୍ୟ ନାରାୟଣ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ବାଲଙ୍କ ସହ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବିବାହ ସମୟର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ପ୍ରତିଶୋଧ ପରାୟଣ ପ୍ରେମିକା: କନ୍ୟାର ଚୁଟି କାଟି, ଆଖିରେ ପକାଇଲେ ଫେବିକ୍ୱିକ

ନାଳନ୍ଦା,୨।୧୨: ପ୍ରେମ କି ଜାଣେ ଜାତି, ଧର୍ମ। ପ୍ରେମ କି ଜାଣେ ପାତରଅନ୍ତର। ହେଲେ ପ୍ରେମରେ ଅନ୍ଧ ହୋଇ ଅପରାଧ କରିବା କେତେଦୂର ଯୁକ୍ତିଯୁକ୍ତ। କିଛି ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବିହାରରେ। ଜଣେ ପ୍ରେମିକା ପ୍ରତିଶୋଧ ପରାୟଣ ହୋଇ…

ଭୋଜି ଖାଇବା ପରେ ରକ୍ତବାନ୍ତି କଲେ ଗ୍ରାମବାସୀ

ଡେରାଡୁନ: ଏକ ଧାର୍ମିକ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଏକାଠି ବସି ଖାଇଥିଲେ। ଖାଇବା ପରେ ୪୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ଏମିତି ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି। ବୁଡ଼କୋଟ ତହସିଲର କ୍ୱାଲ ଗ୍ରାମରେ ଏକ ଭୋଜିରେ ୪୦ରୁ ଅଧିକ ଲୋକ…

ଏହି ରୋଗରେ ପୀଡ଼ିତ ଥିଲେ ବିଦ୍ୟା, କେହି ଚପଲ ପିନ୍ଧିଲେ..

ବମ୍ବେ: ନିଜର ଦମଦାର ଅଭିନୟକୁ ନେଇ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ ପରିଚିତ। ହେଲେ ସେ ନିଜର ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍‌ରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି। ହେଲେ କିଛିଦିନ ପୂର୍ବେ ବିଦ୍ୟା ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଥିଲେ। ସେଇଟି…

୩ ମାସ ପରେ ଡ୍ରଗ୍ସ ମାମଲାରେ ରିଆଙ୍କ ଭାଇଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨।୧୨: ବଲିଉଡ୍‌ର ଭେଟେରାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡ଼ିତ ଥିବା ଡଗ୍ସ ମାମଲାରେ ଏନ୍‌ସିବି ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକଙ୍କୁ…

ରାଗି କି ଅଗ୍ନିଶମ କର୍ମଚାରୀଙ୍କୁ ଗୋଡ଼ାଇଲା ଗାଈ, ଭିଡିଓ ଦେଖିଲେ…

ପୋଲିସ ଅଧିକାରୀ, ଅଗ୍ନିଶମ କର୍ମଚାରୀ ଏବଂ ଜରୁରିକାଳୀନ କମର୍ଚାରୀମାନେ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତିର ସମ୍ମୁଖୀନ କରିଥାନ୍ତି। ମାତ୍ର ବେଳେବେଳେ ସେମାନେ କିଛି ବିଚିତ୍ର ପରିସ୍ଥିତିର ସାମ୍ନା କରିଥାନ୍ତି। ଯାହା ଦେଖିଲେ ବିଶ୍ୱାସ କରି ହୁଏ ନାହିଁ। ଅଷ୍ଟ୍ରେଲିଆର ନ୍ୟୁ ସାଉ୍‌୍‌ ଓ୍ବେଲ୍ସର…

ଅମାନିଆଙ୍କ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମାସ୍କ୍‌ ନ ପିନ୍ଧିଲେ କରୋନା କେନ୍ଦ୍ରରେ ୧୫ ଦିନ ମାରିବାକୁ ପଡ଼ିବ ଝାଡୁ

ସୁରଟ,୨।୧୨: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। ମାତ୍ର ଏହାକୁ ଅମାନିଆମାନେ ଉଲ୍ଲଂଘନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୁଜରାଟ ହାଇକୋର୍ଟଙ୍କ ପକ୍ଷରୁ ବୁଧବାର ନୂଆ ନିର୍ଦ୍ଦେଶ ଜାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri