Posted inଫୁରସତ

ଏମିତି ରାସ୍ତା, ଯାହା ଉପରେ ଚାଲିଲେ ଉତ୍ପନ୍ନ ହୁଏ ବିଦ୍ୟୁତ୍‌ ଶକ୍ତି

ଏମିତି ଏକ ରାସ୍ତା ଯାହା ଉପରେ ଚାଲିଲେ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ ହୋଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ରାସ୍ତା ନିର୍ମାଣ କରିଥିବା ଅନୁସନ୍ଧାନକାରୀଙ୍କ ମୁଖ୍ୟ ଡା. ରାହୁଲ ଭୈଶ କହିଛନ୍ତି, ଏହି ରାସ୍ତା ନିର୍ମାଣ ପାଇଁ ପାଇଓଲୋଜିକ୍ଟ୍ରିକ୍‌ ସାମଗ୍ରୀ ବ୍ୟବହାର କରାଯାଇଛି। ଏହା ଏକ ସ୍ବତନ୍ତ୍ର ପ୍ରକାରର ବସ୍ତୁ। ଯାହା ଯାନ୍ତ୍ରିକ ଶକ୍ତିରୁ ବୈଦ୍ୟୁତିକ ଶକ୍ତି ଉତ୍ପନ୍ନ କରିଥାଏ। ଏହା ରାସ୍ତାରେ ପଡୁଥିବା ଚାପ, ଷ୍ଟ୍ରେଚ୍‌ ଏବଂ ଘର୍ଷଣ ଦ୍ୱାରା ଯାନ୍ତ୍ରିକ ଶକ୍ତିରୁ ବୈଦ୍ୟୁତିକ ଶକ୍ତିରେ ପରିଣତ ହୋଇଥାଏ।

ଡକ୍ଟର ରାହୁଲ ଏବଂ ତାଙ୍କ ଟିମ୍‌ ପାଇଜୋଲେକ୍ଟ୍ରିକ୍‌ ସାମଗ୍ରୀରୁ ନିର୍ମିତ ରାସ୍ତାରେ ନୂତନ ଟେକ୍ନୋଲୋଜି ବ୍ୟବହାର କରି ଏହାର କ୍ଷମତା ବୃଦ୍ଧି କରିଛନ୍ତି। ଏହି ଟେକ୍ନୋଲୋଜିର ନାମ ହେଉଛି ଗ୍ରେଡ୍‌ ପୋଲ୍‌। ଏହା ଯୋଗୁ ପାଇଜୋଲେକ୍ଟ୍ରିକ୍‌ ସାମଗ୍ରୀରେ ନିର୍ମିତ ରାସ୍ତାର ଶକ୍ତି ଉତ୍ପାଦନ କ୍ଷମତା ୧୦୦ ଗୁଣ ଅଧିକ ହେବ। ଯଦି ରାସ୍ତାରୁ ୧ ଓ୍ବାଟ୍‌ ବିଦ୍ୟୁତ ଶକ୍ତି ଉତ୍ପାଦନ କରୁଥାଏ ଏହା ୧୦୦ ଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରିବ। ଏଥିରେ ଅନେକ କୌଶଳ ବ୍ୟବହାର କରାଯାଇଛି। ସେପରିକି ରାସ୍ତାର ସାମଗ୍ରୀକୁ ବଙ୍କା କରିବା, ଦବାଇବା, ଟାଣିବା, ଘର୍ଷଣ ଇତ୍ୟାଦି। ଏଗୁଡ଼ିକୁ ଯାନ୍ତ୍ରିକ ଚାପ କୁହାଯାଏ। ରାସ୍ତାର ତଳ ଏବଂ ଉପର ସ୍ତରରେ ପାଇଜୋଲେକ୍ଟ୍ରିକ୍‌ କ୍ୟାଣ୍ଟିଲାଇଭର ବିମ୍‌ ଲଗାଯାଇଛି। ଏହା ଉପରେ ଚାଲିଲେ ଯାନ୍ତ୍ରିକ ଚାପ ସୃଷ୍ଟି ହୋଇ ଏଥିରୁ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri