Home

ଟେଷ୍ଟ ମ୍ୟାଚ୍‌ରେ କାହିଁକି ଧଳା ଶର୍ଟ ପିନ୍ଧନ୍ତି କ୍ରିକେଟର

୧୯୦୦ ମସିହା ପୂର୍ବରୁ କ୍ରିକେଟରଙ୍କ ଡ୍ରେସ୍‌ କୋଡ୍‌ ନିର୍ଦ୍ଧାରଣ ନ ଥିଲା। ସାଧାରଣ ଡ୍ରେସ୍‌ ପିନ୍ଧି କ୍ରିକେଟରମାନେ ପଡିଆକୁ ଓହ୍ଲାଉଥିଲେ। ସେ ସମୟରେ କେବଳ ଟେଷ୍ଟ କ୍ରିକେଟ ଖେଳାଯାଉଥିଲା। ପ୍ରତି ଟେଷ୍ଟ ମ୍ୟାଚ୍‌ ୬ ଦିନ ଯାଏ ସକାଳୁ-ସନ୍ଧ୍ୟା ପର୍ଯ୍ୟନ୍ତ ଖେଳା…

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଏହି ଖେଳାଳି, ନାମରେ ଅଛି ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୮।୧: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦେଶ ପାଇଁ ଖେଳିବା ଯେତିକି ଗୌରବର କଥା, ଶୂନରେ ଆଉଟ୍‌ ହେବା ସେତିକି ଲଜ୍ଜାଜନକ ବିଷୟ। କ୍ରିକେଟଜଗତରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଅନେକ ଥର ରନ୍‌ ନ କରି ଆଉଟ୍‌ ହୋଇଛନ୍ତି। ଶ୍ରୀଲଙ୍କାର ମୁଥେୟା…

ବ୍ରିଟେନ ବିମାନ ସେବା ବନ୍ଦ ଅବଧିକୁ ବୃଦ୍ଧି କରିବାକୁ କେଜରିୱାଲଙ୍କ ଅନୁରୋଧ

ନୂଆଦିଲ୍ଲୀ,୮ ।୧: ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଆସିବା ପରେ ଏହା ଏବେ ଅନ୍ୟ ଦେଶକୁ ବି ବ୍ୟାପି ସାରିଲାଣି । ଭାରତରେ ଏମିତି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହା ଦେଶବାସୀଙ୍କ ଚିନ୍ତା ବଢାଇ ଦେଇଛି ।…

କ୍ୟାପିଟଲରେ ଦଙ୍ଗା: ବିଶ୍ୱ ସ୍ତବ୍ଧ

ଓ୍ବାଶିଂଟନ, ୮।୧:ସର୍ବପୁରାତନ ଗଣତାନ୍ତ୍ରିକ ଦେଶର ଇତିହାସରେ ଯୋଡ଼ିହୋଇଛି କଳଙ୍କିତ ଅଧ୍ୟାୟ। କ୍ଷମତା ଲୋଭ ପାଇଁ ଶକ୍ତିଶାଳୀ ଦେଶ ଆମେରିକା ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି। ଶେଷ ମୁହୂର୍ତ୍ତ ଯାଏ ପରାଜୟ ସ୍ବୀକାର କରି ନ ଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉତ୍ତେଜନାପୂର୍ଣ୍ଣ…

ସ୍ତ୍ରୀଙ୍କ ହାତରୁ ଗାଜର ହାଲଓ୍ବା ଖାଇ ଖୁସିହେଲେ ଏହି କ୍ରିକେଟର

ଭାରତୀୟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ନିକଟରେ ଦୁବାଇରୁ ହନିମୁନ୍‌ ସାରି ଭାରତ ଫେରିଛନ୍ତି। ଦିଲ୍ଲୀ ଫେରିବା ପରେ ସ୍ତ୍ରୀ ଧନଶ୍ରୀ ବର୍ମା ଶାଶୁ ଘରେ ବହୁତ ଏନ୍‌ଜୟ କରୁଛନ୍ତି। କେତେବେଳେ ନଣନ୍ଦଙ୍କର ଜନ୍ମଦିନ ପାଳନ କରୁଛନ୍ତି ତ ଆଉ…

ଜାଡେଜାଙ୍କ ‘ରକେଟ୍‌ ଥ୍ରୋ’ରେ ଧରାଶାୟୀ ସ୍ମିଥ୍‌: ପ୍ରଶଂସକ କହିଲେ ବାଃ ବାଃ

ସିଡନୀ,୮।୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଭାରତ ଉପରେ ଦୃଢ଼ ପ୍ରଦର୍ଶନ କରିଥିଲା, କିନ୍ତୁ ରବିନ୍ଦ୍ର ଜାଡେଜା ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିଲେ। ରବିନ୍ଦ୍ର ଜାଡେଜା ପ୍ରଥମ ଇନିଂସରେ ୪ଟି ଉଇକେଟ ନେଇ ଅଷ୍ଟ୍ରେଲିଆକୁ ଧରାଶାୟୀ କରିଥିଲେ।ଭାଙ୍ଗିଥିଲେ।…

୧୪୪ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମ ବଲ୍‌ରେ ଛକା ମାରିଛନ୍ତି କେବଳ ଏହି କ୍ରିକେଟର, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତାଲିକାରେ ନାମ

ନୂଆଦିଲ୍ଲୀ,୮।୧: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏହା ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ନେଇଥାଏ। ପାଞ୍ଚ ଦିନ ଧରି ଚାଲୁଥିବା ଏହି ଫର୍ମାଟରେ ସଂଯମତାର ରକ୍ଷା କରିବାକୁ ପଡ଼ିଥାଏ। ହେଲେ କିଛି ବ୍ୟାଟ୍ସମ୍ୟାନ୍‌ ଏଭଳି ଥାନ୍ତି, ଯେଉଁମାନେ…

‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ର ଟ୍ରେଲର୍‌କୁ ନେଇ ହଙ୍ଗାମା

ବଲିଉଡ୍‌ ଅଭିନେତ୍ରୀ ରିଚା ଚଢାଙ୍କ ଆଗାମୀ ଫିଲ୍ମ ‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ର ଟ୍ରେଲର ରିଲିଜ ହୋଇଛି। ଯାହାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ରିଚାଙ୍କ ଅଭିନୟଠାରୁ ଆରମ୍ଭ କରି ଫିଲ୍ମର କାହାଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗ ଉପରେ ଅନେକ ଆଲୋଚନା ହେଉଛି।…

ଆଜି ରାଜ୍ୟରୁ ୨୪୫ ପଜିଟିଭ୍‌ ଚିହ୍ନଟ, ଆଉ ୨ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୮।୧(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ୨୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୩୯୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୪୧ ଜଣ…

ପରିବାର ଲୋକେ ନୃତ୍ୟ ଶିଖିବାକୁ ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ୧୦ମ ଣ୍ରେଣୀ ଛାତ୍ରୀ

ଜୟପୁର, ୮।୧: ରାଜସ୍ଥାନର ଧୋଲପୁର ଜିଲାର ଏକ ସରକାରୀ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ନିଜ ଘରେ ନୃତ୍ୟ ଅଭ୍ୟାସ କରୁଥିଲେ। ଏ ନେଇ ମା’ବାପା ତାଙ୍କୁ ଗାଳିଗୁଲଜ କରୁଥିଲେ। ଏହି କାରଣରୁ ନାବାଳିକା ଝିଅ ଘର ଛାଡି ଚାଲିଯାଇଛନ୍ତି। ମା’ବାପା…

ବିଷାକ୍ତ ମଦ ନେଲା ୪ ଜୀବନ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବୁଲନ୍ଦସହର,୮।୧: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ପୋଲିସ ଷ୍ଟେଶନ ଦାୟିତ୍ୱରେ ଥିବା ଦୀକ୍ଷିତ କୁମାର ତ୍ୟାଗି, ଲାଇଟ ଇନଚାର୍ଜ ଏବଂ ଆଉଟପୋଷ୍ଟ ଇନ-ଚାର୍ଜ ଅନୋଖେ ପୁରୀଙ୍କୁ ନିଲମ୍ବିତ…

ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟା ନ ଗଲେ ଆସିବ ମହାଭିଯୋଗ

ଓ୍ବାଶିଂଟନ୍‌,୮।୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ କନ୍ଦଳ ଦେଖାଯାଇଛି। ଆମେରିକାର କ୍ୟାପିଟାଲ ହିଲ ବିଲଡିଂ ବାହାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ହିଂସା ସୃଷ୍ଟି କରିଛନ୍ତି। ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର କ୍ୟାପିଟାଲ ବିଲଡିଂ (ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?