Posted inଫୁରସତ

ଏମିତି ଏକ ଜୀବ, ଯାହାର ହୃଦୟ ୩

ଦୁନିଆରେ ଅନେକ ରୋଚକ ଜିନିଷ ଅଛି, ଯାହା ଆଶ୍ଚର୍ଯ୍ୟଜନକ। ବେଳେବେଳେ ଏଭଳି ଜିନିଷ କଥା ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ। ଏମିତି ଏକ ପ୍ରାଣୀ ହେଉଛି ଅକ୍ଟୋପସ। ଏହା ଏକ ଅଦ୍ଭୁତ ସମୁଦ୍ର ପ୍ରାଣୀ, ଯାହାକୁ ‘ଡେଭିଲ୍ଫିସ’ ମଧ୍ୟ କୁହାଯାଏ। ଯଦିଓ ମଣିଷର କେବଳ ଗୋଟିଏ ହୃଦୟ ଏବଂ ଗୋଟିଏ ମନ ଅଛି, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅକ୍ଟୋପସ ତିନୋଟି ହୃଦୟ ଏବଂ ୯ଟି ମସ୍ତିଷ୍କ ଅଛି। କେବଳ ଏତିକି ନୁହେଁ, ତାର ଆଠ ଗୋଡ଼ ମଧ୍ୟ ଅଛି, ଯେଉଁଥିପାଇଁ ତାଙ୍କୁ ‘ଅଷ୍ଟବାହୁ’ ମଧ୍ୟ କୁହାଯାଏ। ଅକ୍ଟୋପସ୍‌ ବିଷୟରେ ଆଉ ଏକ ଅଜଣା କଥା ହେଉଛି, ତାର ରକ୍ତର ରଙ୍ଗ ଲାଲ୍‌ ନୁହେଁ ନୀଳ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶ ସଫେଇ ଅଭିଯାନ: ୨୦୨୫ରେ ପଠାଯିବ ସ୍ବତନ୍ତ୍ର ଉପଗ୍ରହ

ବେର୍ନ,୨୮।୧୧: ମହାକାଶରେ ଧୀରେଧୀରେ ଆବଜର୍ନା ବଢ଼ିବାରେ ଲାଗିଛି। ବିଭିନ୍ନ ଦେଶର ମହାକାଶ ଯୋଜନା ଅନ୍ତର୍ଗତ ପଠାଯାଉଥିବା ଉପଗ୍ରହ ଏବଂ ଅନ୍ୟ ସର୍ଭେଲାନ୍ସ୍‌ ପଦାର୍ଥ ଅକାମୀ ହେବା...

ସରହଦ ଊର୍ଦ୍ଧ୍ୱରେ ପ୍ରେମ

ଇସ୍‌ଲାମାବାଦ୍‌: ପ୍ରେମ ସୀମା ସରହଦ, ବାଧା ବନ୍ଧନ କି ବୟସ ମାନେନା। ଏ କଥା ପ୍ରମାଣିତ ହୋଇଛି ପୋଲାଣ୍ଡର ଜଣେ ୮୩ ବର୍ଷୀୟା ମହିଳାଙ୍କ କ୍ଷେତ୍ରରେ,...

ଏମିତି ସ୍କୁଲ, ଯେଉଁଠି ଲୋକେ ନେଉଛନ୍ତି ଝଡ଼ାଫୁଙ୍କା ତାଲିମ

ଗୋଟିଏ ପଟେ ବିଜ୍ଞାନର ଅଗ୍ରଗତି ହେଉଥିବା ବେଳେ ଆଉକିଛି ଲୋକ ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି। ଏପରିକି ଅନ୍ଧବିଶ୍ୱାସ ପାଇଁ ସ୍ବତନ୍ତ୍ର ଏକ ପାଠଶାଳା ମଧ୍ୟ ଖୋଲିଛନ୍ତି।...

ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କୁ ଧରିଲା ପୋଲିସ

ବେଜିଂ,୪।୨: ଚାଇନାରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୪୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା ସରକାର ଏହି...

ଆଉ କାମକୁ ଯିବିନି, ମାଲିକଙ୍କୁ ଫୋନ୍‌ କରି କହିଲେ ଚାକର; କାରଣ ଜାଣିଲେ…

ଜଣେ ମାଲିକଙ୍କ ଏକ ଫ୍ୟାକ୍ଟ୍ରିରେ ଚାକର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଫୋନ୍‌ କରି କହିଲେ ଆଉ କାମକୁ ଯିବି ନାହିଁ। ତାଙ୍କର ଏମିତି...

ହାଇ ହିଲ୍‌ ପିନ୍ଧି ଏମିତି ଦୌଡ଼ିଲେ ଯୁବତୀ, ଦେଖିଲେ କହିବେ…

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଯିଏ ବି ହେଉ ନା କାହିଁକି ଆଶ୍ଚର୍ଯ୍ୟ ହୋଇଯିବ। କାରଣ ଏହି ଭିଡିଓରେ...

ମନୋରମ ପର୍ଯ୍ୟଟନସ୍ଥଳୀ ୟୁକସୋମ

ୟୁକସୋମ ହେଉଛି ସିକ୍କିମ୍‌ସ୍ଥିତ ଏକ ଆକର୍ଷଣୀୟ ତଥା ମନୋରମ ସହର। କାରଣ ଏଠାରେ ରହିଛି ଏକାଧିକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ଜଙ୍ଗଲ...

୩୦ ମିନିଟ୍‌ ପର୍ଯ୍ୟନ୍ତ ଆକାଶରେ ଝୁଲି ରହିଲେ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

ଗୁଡ଼ି ନାଁ ଶୁଣିଲେ ଲୋକଙ୍କ ପୁରୁଣା ସ୍ମୃତି ସତେଜ ହୋଇଯାଏ। ଗୁଡ଼ି ଉଡ଼ାଇବାର ମଜା ଯିଏ ଜାଣିଛି, ସେ ସାରା ଜୀବନ ମନେ ରଖିଛି। ପ୍ରାୟତଃ...

Advertisement
Archives

Model This Week