Home

ହାଇକୋର୍ଟ ଗଲେ ସୋନୁ ସୁଦ

ମୁମ୍ବାଇ,୧୦।୧: ବଲିଉଡ ଅଭିନେତା ସୋନୁ ସୁଦ ଲୋକଙ୍କ ମଧ୍ୟରେ ଏବେ ହିରୋ ପାଲଟିଛନ୍ତି। ସେପଟେ ବିଏମସି ସୋନୁ ସୁଦଙ୍କ ବିରୋଧରେ ଅଭିଯୋଗ ଆଣିଛି। ବିଏମସି କହିଛି ଯେ, ସୋନୁ ୬ ମହଲା ବିଶିଷ୍ଟ ଆବାସିକ କୋଠାକୁ ଏକ ହୋଟେଲରେ ପରିଣତ କରିଛନ୍ତି।…

ଏକଦା ପଙ୍କଚର ମାରିବା ପାଇଁ ସାଙ୍ଗମାନଙ୍କଠାରୁ ଟଙ୍କା ଉଧାର ନେଉଥିଲେ; ଏବେ କୋଟିପତି ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୧: ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କୁ ଏକାଦଶରେ ସ୍ଥାନ ମିଳିଛି। ଏଯାବତ ସେ ୬ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିସାରିଲେଣି। ଉପରକୁ ସ୍ବାଭାବିକ ଲାଗୁଥିଲେ ହେଁ ଏହି ଷ୍ଟାର ବୋଲରଙ୍କ ଜୀବନ ବହୁତ ସଂଘର୍ଷମୟ ଥିଲା। ଏକ ସମୟରେ ସାମାନ୍ୟ ପଙ୍କଚର…

ସାମ୍ନାକୁ ଆସିଲା ସତ: ଭାରତୀୟ ବୋଲର୍‌ଙ୍କୁ ଏମିତି କହି ଗାଳି ଦେଲେ ଦର୍ଶକ

ସିଡନୀ, ୧୦।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର କିଛି ଦର୍ଶକ ସମସ୍ତ ସୀମା ଅତିକ୍ରମ କରିଥିଲେ। ବିସିସିଆଇ ସୂତ୍ର ଅନୁଯାୟୀ, ପଡ଼ିଆରେ ଉପସ୍ଥିତ ଥିବା କିଛି ଦର୍ଶକ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜଙ୍କୁ ଦୁର୍ବ୍ୟବହାର…

‘ଏଭଳି ପୁଅ ବଞ୍ଚିବା ଅପେକ୍ଷା ମରିଯିବା ଭଲ’: ଜାଣନ୍ତୁ ସନ୍ତାନକୁ ନେଇ ଏଭଳି କାହିଁକି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ଦିଗକୁ ନେଇ ବର୍ଣ୍ଣନା କରିଛନ୍ତି।…

କ୍ରିକେଟ୍‌ ପରେ ଅଭିନୟରେ ଜଲଓ୍ବା ଦେଖାଇବେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡ ଇର୍‌ଫାନ୍‌ ପଠାନ କ୍ରିକେଟ୍‌ ପରେ ଏବେ ବଲିଉଡ୍‌ ମୁହାଁ ହୋଇଛନ୍ତି। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ତାମିଲ ଫିଲ୍ମ ‘କୋବ୍‌ରା’ରେ ସେ ନଜର ଆସିବେ। ଏହି ଫିଲ୍ମର ଟିଜର ରିଲିଜ୍‌ ହୋଇସାରିଛି। ଏବେ ଟିଜର୍‌ ଭାଇରାଲ୍‌…

ସାନ ଭାଇଙ୍କୁ ଦେଖାଇ ବଡ଼ଙ୍କ ସହ କଲେ ବାହାଘର, ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଶାଶୁ କରୁଥିଲେ ବାଧ୍ୟ

ଲକ୍ଷ୍ନୌ,୧୦।୧: ଉତ୍ତରପ୍ରଦେଶର ଗାଜିଆବାଦରେ ଅନନ୍ୟ ବିବାହର ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ମଧ୍ୟସ୍ଥି ସାନ ଭାଇକୁ ଦେଖାଇ ଜଣେ କନ୍ୟାଙ୍କର ବଡ଼ଙ୍କ ସହ ବିବାହ କରାଇଥିଲେ। ଶାଶୁଘରେ ପହଞ୍ଚିବା ପରେ ଶାଶୁ ତାଙ୍କୁ ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ…

ଭାରତକୁ କ୍ଷମା ମାଗିଲା ଅଷ୍ଟ୍ରେଲିଆ

ସିଡନୀ,୧୦।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ଅଷ୍ଟ୍ରେଲୀୟ ଦର୍ଶକ ପୁଣି ଥରେ ସୀମା ଅତିକ୍ରମ କରିଛନ୍ତି। ଭାରତୀୟ ବୋଲର୍‌ ମହମ୍ମଦ ସିରାଜଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ମ୍ୟାଚର ତୃତୀୟ ଦିନରେ ମଧ୍ୟ…

ଇଞ୍ଜେକସନ୍‌ ନେଇ ବ୍ୟାଟିଂ କରିବେ ଜାଡେଜା!

ସିଡନୀ,୧୦।୧: ଭାରତୀୟ ଦଳ ପାଇଁ ବଡ଼ ଆଶ୍ୱସ୍ତିକର ଖବର ଆସିଛି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଚତୁର୍ଥ ଇନିଂସରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବ୍ୟାଟିଂ କରିବେ। ସିଡନୀ ଟେଷ୍ଟରେ ଯଦି ଆବଶ୍ୟକ ହୁଏ, ଜାଡେଜା ଯନ୍ତ୍ରଣାରୁ ମୁକ୍ତି ଇଞ୍ଜେକ୍ସନ ନେଇ ବ୍ୟାଟିଂ…

ବିରାଟ-ଅନୁଷ୍କାଙ୍କ ହେବ ଝିଅ!

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନୂଆବର୍ଷ ଏକ ଖୁସି ନେଇ ଆସିବ। କାରଣ ଖୁବ୍‌ଶୀଘ୍ର ଉଭୟ ପିତାମାତା ହେବାକୁ ଯାଉଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଅନୁଷ୍କା ପ୍ରଥମ ସନ୍ତାନ ଜନ୍ମନେବ।…

ବିଦ୍ୟାଳୟ, ମହାବିଦ୍ୟାଳୟ ପରିଦର୍ଶନ କଲେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ

ପାଟଣା,୧୦।୧(ସ୍ବ.ପ୍ର.): ଦୀର୍ଘ ୯ ମାସ ପରେ କୋଭିଡ୍‌ କଟକଣା ମଧ୍ୟରେ ଜାନୁୟାରୀ ୮ତାରିଖରୁ ରାଜ୍ୟରେ ଦଶମ ଓ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପାଇଁ କଟକଣା ମଧ୍ୟରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକର…

ପିକ୍‌ନିକ୍‌ ଯିବା ବାଟରେ ଗଛରେ ପିଟିହେଲା ବୋଲେରୋ: ଚାଳକଙ୍କ ଜୀବନ ଗଲା, ୬ ଗୁରୁତର

ସବଡେଗା,୧୦।୧(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ୨୪ ନଂ. ଜାତୀୟ ରାଜପଥ ସବଡେଗା ଫାୟାର ଷ୍ଟେଶନ ପାଖରେ ରବିବାର ପୂର୍ବାହ୍ନରେ ଏକ ବରଗଛରେ ବୋଲେରୋ ପିଟି ହେବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ…

୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି କିଷାନ ଯୋଜନା ଲାଭ

ନୂଆଦିଲ୍ଲୀ,୧୦।୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୯ରେ ପ୍ରଣୟନ କରାଯାଇଥିବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଦେଶର ୨୦ ଲକ୍ଷ ୪୮ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଲାଭ ମିଳିଛି। ଏଥିରେ ୧,୩୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସୂଚନା ଅଧିକାର ଆଇନ ଆଧାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?