Home

୨୩ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ ଅଫିସ, ୧୨।୧୨: କରୋନା ଯୋଗୁ ପ୍ରାୟ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଏବେ ଖୋଲିବାକୁ ଯାଉଛି। ଏନେଇ ଶନିବାର ମନ୍ଦିର ପ୍ରଶାସନ ଏବଂ ଛତିଶା ନିଯୋଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଖୋଲିବାକୁ ଛତିଶା ନିଯୋଗ…

ରାଜ୍ୟରେ ସୁସ୍ଥ ହେଲେ ୪୦୫ କରୋନା ଆକ୍ରାନ୍ତ: ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୨ ା୧୨(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୫୨, ଅନୁଗୋଳରୁ ୩୪, କଟକରୁ ୨୯, ବଲାଙ୍ଗୀରରୁ ୨୭, ବରଗଡ଼ରୁ ୨୩, ଯାଜପୁରରୁ ୨୧, ପୁରୀରୁ…

ଚାହିଁ ବସିଥିଲା ମୃତ୍ୟୁ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଚାଷୀ ଦମ୍ପତିଙ୍କ ଜୀବନ

ହିଞ୍ଜିଳିକାଟୁ,୧୨ା୧୨(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶେରଗଡ଼ ଥାନା ଅନ୍ତର୍ଗତ ବୁରୁପୋଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। କୋବି କିଆରିରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଷୀ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୁରୁପୋଡ଼ା ଗ୍ରାମର…

ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

କୁଆଁରମୁଣ୍ଡା,୧୨।୧୨(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ବୀରମିତ୍ରପୁର-ସଲଙ୍ଗାବାହାଲ ରୋଡ୍‌ର ଝମନକେରା ବୁଲାଣି ନିକଟରେ ଶନିବାର ପୂର୍ବାହ୍ନରେ ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍‌ (ନଂ. ଓଡି୨୩ଜି/୦୮୦୪) ଆରୋହୀ ୨ଜଣ ଯୁବକଙ୍କ ମୁତ୍ୟୁ ଘଟିଛି । ମୃତକ ହେଲେ ଦୁହ୍ଲାପୁର…

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର ଉପରକୁ ଆକ୍ରମଣ ଘଟଣା: ୩ ଆଇପିଏସ୍‌ଙ୍କୁ ଡେପୁଟେସନରେ ଡକାଇଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ,୧୨।୧୨-ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର ଉପରକୁ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡକାଇଛି। ସେମାନେ ହେଲେ ଭୋଲାନାଥ ପାଣ୍ଡେ, ପ୍ରବୀଣ ତ୍ରିପାଠୀ ଏବଂ ରାଜୀବ ମିଶ୍ରା। ଏହି…

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ

ଲକ୍ଷ୍ନୌ,୧୨।୧୨-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ। ଉତ୍ତରପ୍ରଦେଶ ପୋଲିସ ସର୍ଭିସ ଡାଏଲ ୧୧୨ର ହୱାଟ୍ସଆପକୁ ମେସେଜ କରି କେହେ ଦୁର୍ବୃତ୍ତ ହତ୍ୟା ଧମକ ଦେଇଛି। ଏହି ଧମକପୂର୍ଣ୍ଣ ବାର୍ତ୍ତାରେ ଆପତ୍ତିଜନକ ଭାଷା ମଧ୍ୟ ବ୍ୟବହାର କରାଯାଇଛି।…

ହାଇଦ୍ରାବାଦ କେମିକାଲ ଫାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ହାଇଦ୍ରାବାଦ,୧୨।୧୨-ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବୋଲାରାମ ଶିଳ୍ପାଞ୍ଚଳରେ ଥିବା ରାସାୟନିକ କାରଖାନା ବିା ଅର୍ଗାନିକ୍ସରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୋଲିସ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି…

ବିବାହ ବନ୍ଧନରେ ଆଉ ଜଣେ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୨।୧୨: ବିବାହ ବନ୍ଧନରେ ଆଉ ଜଣେ କ୍ରିକେଟର। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୦ରେ ବୋଲିଂ କରି ବାହାବା ସାଉଁଟିଥିବା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ପ୍ରେମିକାଙ୍କୁ ବିବାହ କରିଛନ୍ତି। ସମସ୍ତ ରୀତିନୀତି ଅନୁଯାୟୀ ପରିବାର ଏବଂ ବନ୍ଧୁଙ୍କ ଗହଣରେ ବିବାହ…

ମାଲିକଙ୍କୁ ବାଇକରେ ବସାଇ ନେଉଛି କୁକୁର: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ କୁକୁର ତାର ମାଲିକଙ୍କୁ ବାଇକରେ ବସାଇ ନେଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ବାଇକରେ ୨ ଯୁବକଙ୍କ ସମେତ ଏକ କୁକୁର ବସିଛି। କୁକୁର ସଭା ଆଗରେ…

ଶୁଟିଂସେଟ୍‌ରେ ଅସୁସ୍ଥ ହୋଇପଡ଼ିଥିଲେ ରଜନୀକାନ୍ତ; ସପ୍ତାହେ ଯାଏ ବ୍ରତ ରଖି ସାଇବାବାଙ୍କ ପୂଜା କରିଥିଲେ ଏହି ଅଭିନେତ୍ରୀ

ବମ୍ବେ: ସୁପରଷ୍ଟାର ରଜନୀକାନ୍ତ ‘ଥଲାଇଭା’ ନାମରେ ବେଶ୍‌ ଲୋକପ୍ରିୟ । ଆଜି ତାଙ୍କର ହାପି ବର୍ଥ ଡେ। ଏହି ଉପଲକ୍ଷେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ସେଲିବ୍ରିଟି, ପ୍ରଶଂସକ…

ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେଶନରେ ପହଞ୍ଚିଲେ ହ୍ରିତିକ୍‌ ରୋଶନଙ୍କ ପୂର୍ବପତ୍ନୀ

ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାନ୍‌ ପେସାରେ ଜଣେ ଇଣ୍ଟେରିୟର ଡିଜାଇନର। ସେ ଏବେ ବାନ୍ଦ୍ରା ପୋଲିସ ଷ୍ଟେଶନକୁ ନୂଆ ରୂପ ଦେବାରେ ଲାଗିପଡ଼ିଛନ୍ତି। ଶନିବାର ତାଙ୍କୁ ଷ୍ଟେଶନ ବାହାରେ ଦେଖାଯାଇଥିଲା। ସୁଜୈନଙ୍କ ସହ ତାଙ୍କ ପୁରା ଟିମ୍‌ ମଧ୍ୟ…

ଖାତିର କରୁ ନ ଥିବା ସତ୍ତ୍ୱେ ହେଜଲଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବରାଜ: ବନ୍ଧୁଙ୍କୁ ଦେଇଥିଲେ ଏହି ଧମକ

ନୂଆଦିଲ୍ଲୀ,୧୨।୧୨: କ୍ରିକେଟର-ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ ସମ୍ପର୍କ କିଛି ନୂଆ କଥା ନୁହେଁ। ଅତିତରେ ଅନେକ ଅଭିନେତ୍ରୀ କ୍ରିକେଟରମାନଙ୍କୁ ଡେଟ୍‌ କରିଥିଲେ ହେଁ କିଛି ବିବାହ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଯୁବରାଜ ସିଂହ ଏବଂ ହେଜଲ କିଚଙ୍କ ଯୋଡ଼ି ଅନ୍ୟତମ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri