Home

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ନାମରେ ଅଟା ବିକ୍ରି କରି ଫସିଲେ ବ୍ୟବସାୟୀ, ଅଭିଯୋଗ ପରେ ୪ ଗିରଫ

ସୁରଟ,୨୨।୧: ଗୁଜରାଟର ସୁରଟ ପୋଲିସ ରିଲାଏନ୍ସ ଜିଓର ଲୋଗୋ ଥିବା ଅଖାରେ ଅଟା ବିକ୍ରି କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କମ୍ପାନୀ ମାଲିକ ଭାରତ ଗଜେରା ଥିବା ବେଳେ ୩ଜଣ ସହଯୋଗୀ ଅଛନ୍ତି। ରାଧାକୃଷ୍ଣ ଟ୍ରେଡିଂ…

ଏହି ୪ ଜିନିଷ ଯେତେ ଥିଲେ ବି ଲାଗେ କମ୍‌

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶ୍ଲୋକ ମାଧ୍ୟମାର ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣକରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ସେ ତାଙ୍କର ଏକ ନୀତି ଶ୍ଲୋକରେ…

ଧୂମପାନ କରୁଛି ବାଘୁଣୀ ! ଭାଇରାଲ ଭିଡିଓ ଦେଖିଲେ ଚକିତ ହେବେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭର ଏକ ବାଘୁଣୀର ଭିଡିଓ ଏବେ ଭାଇରାଲ ହେଉଛି। ଏହା ପଛର କାରଣଟି ହେଲା ବାଘୁଣୀର ମୁହଁରୁ ବାହାରୁଥିବା ଧୂଆଁ। ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ପରଭିନ୍‌ କାସ୍‌ଓ୍ବାନ ଏହାର ଏକ ଭିଡିଓ ଶେୟାର କରିଛନ୍ତି।…

ଅଭିନୟ କରୁକରୁ ପ୍ରେମରେ ପଡ଼ିଥିଲେ କେଜିଏଫ୍‌ ଷ୍ଟାର: କିଛି ଏଭଳି ଥିଲା ଲଭ୍‌ଷ୍ଟୋରୀ

ବମ୍ବେ: କନ୍ନଡ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଅଭିନେତା ୟଶ ଜଣେ। ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୧’ ତାଙ୍କୁ ଖ୍ୟାତି ଦେଇଥିଲା। ଏବେ ସେ କେଜିଏଫ୍‌ ଷ୍ଟାର ଭାବେ ପରିଚିତ। ହେଲେ ତାଙ୍କର ପ୍ରକୃତ ନାମ ନବୀନ…

ପ୍ରସିଦ୍ଧ ଭଜନ ସମ୍ରାଟ ନରେନ୍ଦ୍ରଙ୍କ ପରଲୋକ

‘ମାତା କି ଭେଣ୍ଟ’ ଗୀତ ଗାଇଥିବା ପ୍ରସିଦ୍ଧ ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କର ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ୩ ମାସ…

ଏହି ଦେଶରେ କରୋନା ପଜିଟିଭ୍‌ ମହିଳାଙ୍କ ସହ ଅସଦାଚରଣ ହେବାରୁ ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

ଉଲାନବାଟର,୨୨।୧ : ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଖୁରେଲସୁଖ ଉଖନା ସଂସଦରେ ତାଙ୍କର ଇସ୍ତଫାପତ୍ର ଦାଖଲ କରିଛନ୍ତି। କାରଣ ମଙ୍ଗୋଲିଆର ଜଣେ କରୋନା ପଜିଟିଭ୍‌ ମହିଳାଙ୍କ ସହ ଅସଦାଚରଣ କରାଯାଇଥିଲା। ମହିଳାଙ୍କ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମଙ୍ଗୋଲିଆର ରାଜଧାନୀ ଉଲାନବାଟରରେ…

ଡେବ୍ୟୁ ମ୍ୟାଚ୍‌ରେ ରନ୍‌ ବର୍ଷା: ୯ ଛକା, ୮ ଚଉକାର ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ ଏହି କ୍ରିକେଟର; କଲେ ଏକାଧିକ ରେକର୍ଡ

ଆବୁଧାବି,୨୨।୧: ଆଫଗାନିସ୍ତାନ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଆବୁଧାବୀରେ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଚମକିଛନ୍ତି ଆଫଗାନିସ୍ତାନର ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ରହମାନୁଲ୍ଲାହ ଗୁରବାଜ। ସେ ନିଜର ଡେବ୍ୟୁ ମ୍ୟାଚ୍‌ରେ ଶତକ ମାରିଛନ୍ତି। ପ୍ରଥମେ ଟସ୍‌ ଜିତି ଆଫଗାନିସ୍ତାନ…

ବୋହୂଙ୍କୁ ଶ୍ୱଶୁରଙ୍କ ବଳାତ୍କାର ଉଦ୍ୟମ

ନିଶ୍ଚିନ୍ତକୋଇଲି,୨୨।୧(ସ୍ବ.ପ୍ର.) : କଟକ ଜିଲା ମାହାଙ୍ଗା ଥାନା ଅଧିନସ୍ଥ ହଳଦିଆ ପଞ୍ଚାୟତ ଇଟାମୁଣ୍ଡୁଲି ଗ୍ରାମରେ ଜଣେ ବୋହୂଙ୍କୁ ଶ୍ୱଶୁର ବଳାତ୍କାର ଉଦ୍ୟମ କରିବା ଥାନାରେ ଅଭିଯୋଗ ହୋଇଛି। ଏହି ଲଜ୍ଜାକର ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି। ଗୁରୁବାର ସକାଳୁ ବୋହୂକୁ…

ଡେବ୍ୟୁ ମ୍ୟାଚ୍‌ରେ ସିଦ୍ଧୁଙ୍କ ୩୩ ବର୍ଷର ରେକର୍ଡ ଭାଙ୍ଗିଲେ ଏହି ଯୁବ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୨୨।୧: ଆବୁଧାବିରେ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ କମାଲ କରିଦେଖାଇଛନ୍ତି ଯୁବ ଓପନର ରହମାନୁଲ୍ଲାହ ଗୁରବାଜ୍‌। ଆଫଗାନିସ୍ତାନର ଏହି ୧୯ ବର୍ଷୀୟ କ୍ରିକେଟର ଗୁରୁବାର କ୍ୟାରିୟରର ପ୍ରଥମ ମ୍ୟାଚ୍‌ ଖେଳୁଥିଲେ। ଏଥିରେ ଧୂଆଁଧାର ବ୍ୟାଟିଂ ସହ ଶତକ ମାରି ସେ ଭାରତର ପୂର୍ବ…

ରେଭେନ୍‌ଶାର କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳପତି ଭବେ ନିଯୁକ୍ତି ଦେଇଛନ୍ତି। ସେ ୪ ବର୍ଷ ପାଇଁ କାର୍ଯ୍ୟଭାର ଗ୍ରହଣ କରିବେ । ପ୍ରଫେସର ନାୟକ ବର୍ତ୍ତମାନ ଚେନ୍ନାଇର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ ଅଫ…

କୋହଲି ବନାମ ରୋହିତ: ଟି୨୦ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଉଭୟଙ୍କ ମଧ୍ୟରେ ଚାଲିଛି ଏହି ପ୍ରତିଯୋଗିତା; ଆଗରେ…

ନୂଆଦିଲ୍ଲୀ,୨୨।୧: ଭାରତୀୟ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ମୁକାବିଲା ଦେଖିବାକୁ ମିଳେ। ଚଳିତ ବର୍ଷ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଥିବା ବେଳେ ଉଭୟଙ୍କ ଉପରେ କୋଟି…

ବଡ଼ ଭାଇ ମାଂସ ତରକାରୀ ଖାଇଦେବାରୁ ସାନ ଭଉଣୀର ଆତ୍ମହତ୍ୟା

ପାଟଣା,୨୨।୧(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ ଭାଇ ମାଂସ ତରକାରୀ ଖାଇଦେବାରୁ ସାନ ଭଉଣୀ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବତୀ ଜଣକ ହେଲେ କୁନି ନାଏକ। ଖବର ପାଇ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?