ଗୀତ ପ୍ରମୋଶନ ପାଇଁ ନେହାଙ୍କ ଡ୍ରାମା
ବମ୍ବେ: ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ ଗାୟିକା ନେହା କକ୍କଡ। ବିବାହର ଦୁଇ ମାସ ହୋଇଥିବା ବେଳେ ସେ ମା’ ହେବାକୁ ଯାଉଥିବା କୁହାଯାଇଥିଲା। କେହି କେହି ସେ ବିବାହ ପୂର୍ବରୁ ମା’ ହେବାକୁ ଯାଉଥିବା…
ଏହି ଦେଶରେ ୩୦ ସେକେଣ୍ଡରୁ ଅଧିକ ବିଳମ୍ବ ହୁଏ ନାହିଁ ଟ୍ରେନ୍
ସୂର୍ଯ୍ୟ ଉଦୟର ଦେଶ ଜାପାନ ଏହାର ସଂସ୍କୃତି, ଖାଦ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ବିଶ୍ୱ ପ୍ରସିଦ୍ଧ। ଜାପାନ ଏସିଆର ସବୁଠାରୁ ବିକଶିତ ଦେଶ ଭାବେ ପରିଗଣିତ। ଏଠାକାର ଲୋକମାନଙ୍କୁ ଦୁନିଆର ସବୁଠୁ ପରିଶ୍ରମୀ ଲୋକ ଭାବରେ ଗଣନା କରାଯାଏ। ଏହି ଦେଶ…
ପୃଥ୍ବୀ ଶ’ଙ୍କ ଦୁର୍ବଳତା ଜାଣିଦେଲେଣି ବିପକ୍ଷ ଟିମ୍, ଆଗାମୀ ଟେଷ୍ଟରେ ଦଳରୁ ବାହାରେ ରହିବେ: ଜାହିର
ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଟିମ୍ର ପୂର୍ବ ବୋଲର ଜାହିର ଖାନ୍ ପୃଥ୍ବୀ ଶ’କୁ ନେଇ ବଡ଼ କଥା କହିଛନ୍ତି। ଆସନ୍ତା ଟେଷ୍ଟରେ ସେ ଦଳରୁ ବାହାରି ପାରନ୍ତି ବୋଲି ଜାହିର କହିଛନ୍ତି। ଆଡିଲେଡରେ ଜାରି ପ୍ରଥମ ଟେଷ୍ଟରେ ସେ ବିଫଳ ହୋଇଛନ୍ତି। କ୍ରିକେଟ…
ମମତାଙ୍କୁ ଟାର୍ଗେଟ କଲେ ଶାହା
ମେଦିନାପୁର,୧୯ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଶୁକ୍ରବାର ବିଳମ୍ବିତ ରାତିରେ କୋଲକାତାରେ ପହଞ୍ଚିଥିଲେ । ଶନିବାର ସେ ମେଦିନାପୁରରେ ଏକ ଜନସଭାକୁ ଉଦ୍ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ସେ…
ହୋଟେଲରେ ଚାଲିଥିଲା ହାଇ ପ୍ରୋଫାଇଲ ଜୁଆଖେଳ, ୧୨ ଗିରଫ
ରାଉରକେଲା ଅଫିସ,୧୯ା୧୨: ଇସ୍ପାତ ସହରସ୍ଥିତ ଏକ ହୋଟେଲରେ ହାଇ-ପ୍ରୋଫାଇଲ ଜୁଆ ଖେଳ ଚାଲିଥିବା ବେଳେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଅତର୍କିତ ଚଢ଼ାଉ କରି ୧୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଶୁଭକାନ୍ତ ବେହେରା, ସରୋଜ ଅଗ୍ରୱାଲ, ରାଜୁ…
ଲଜ୍ଜାଜନକ ସ୍କୋର ୩୬/୯: ସେହଓ୍ବାଗ କହିଲେ ‘ମ୍ୟାଚ୍କୁ ଭୁଲିବା ପାଇଁ ଓଟିପି ୪୯୨୦୪୦୮୪୦୪୧’
ନୂଆଦିଲ୍ଲୀ,୧୯।୧୨:ଆଡିଲେଡ୍ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ୯/୧ରୁ ଖେଳ ଆରମ୍ଭ କରିଥିଲା ଭାରତୀୟ ଦଳ। ମାତ୍ର ୩୬ ରନ୍ କରି ଦଳ ୯ ଉଇକେଟ ହରାଇଥିଲା। ଶେଷରେ ୯୦ରନ୍ ବିଜୟଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ଘରୋଇ ଟିମ୍।…
କୋଟି କୋଟି ପ୍ରଶଂସକଙ୍କୁ ନିରାଶ କରିବା ପରେ ଅଧିନାୟକ କୋହଲି ରଖିଲେ ଏଭଳି ପ୍ରତିକ୍ରିୟା, କହିଲେ..
ଆଡିଲେଡ୍,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଭାରତ ୮ ଉଇକେଟରେ ପରାଜିତ ହୋଇଛି। ବିରାଟ କୋହଲୀଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଦଳ ୨୪୪ ରନ୍ କରିଥିବା…
ରାକ୍ଷୀଙ୍କ ଉପରେ ବର୍ଷିଲେ ଏହି ଅଭିନେତ୍ରୀଙ୍କ ମା’
ମୁମ୍ବାଇ: ବିଗ୍ ବସ ସିଜନ ୧୪ରେ ନିକ୍କି ତମ୍ବୋଲି ଏବଂ ରାକ୍ଷୀ ସାଓ୍ବନ୍ତଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ରାକ୍ଷୀ ନିକ୍କିଙ୍କୁ ଏପରି ଏକ ମନ୍ତବ୍ୟ ଦେଇଥିଲେ ଯେ, ସମସ୍ତେ ରାଗି ଯାଇଥିଲେ। ଏକ ସାକ୍ଷାତକାରରେ ରାକ୍ଷୀ କୁହନ୍ତି, ନିକ୍କି ପୁରୁଷମାନଙ୍କ…
ବାରଙ୍ଗରୁ ନିଖୋଜ ନାବାଳକ: ୫ ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର
ଭୁବନେଶ୍ୱର, ୧୯।୨୦(ବ୍ୟୁରୋ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଗୁଆକୁଳିମୁଣ୍ଡିଆସ୍ଥିତ ଏକ ଆପାର୍ଟମେଣ୍ଟ ନିକଟରୁ ଗତ ୧୫ ତାରିଖରୁ ନିଖୋଜ ହୋଇଯାଇଥିବା ନାବାଳକକୁ ଶନିବାର ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଇନ୍ଫୋସିଟି ଥାନା ଜରିମୁଣ୍ଡା ସାହିରୁ ନାବାଳକଙ୍କୁ ଉଦ୍ଧାର କରିଛି ବାରଙ୍ଗ ପୋଲିସ।…
ବିଶ୍ୱର ସବୁଠୁ ସୁନ୍ଦର ଗଣିତ ଶିକ୍ଷକ, ଚେହେରା ଦେଖିଲେ ଫସିବେ
ଆପଣ ବିଶ୍ୱରେ ଅନେକ ମଡେଲ ଦେଖିଥିବେ। ଯେଉଁମାନେ କି ସେମାନଙ୍କ କାର୍ଯ୍ୟଦକ୍ଷତା ଆଉ ସୁନ୍ଦର ଚେହେରା ପାଇଁ ବେଶ୍ ପରିଚିତ। ମାତ୍ର ଏହି କଥାକୁ ଭାଙ୍ଗିଛନ୍ତି ଜଣେ ଶିକ୍ଷକ। ଯିଏ କି ଦୁନିଆର ସବୁଠୁ ସୁନ୍ଦର ଗଣିତ ଶିକ୍ଷକ ଭାବରେ ଜଣାଶୁଣା।…
ବଲିଉଡ୍ର ଏହି ଅଭିନେତ୍ରୀଙ୍କ ସମସ୍ତ ଫଟୋକୁ ଜୁମ୍ କରି ଦେଖିଥାନ୍ତି ସଲମାନ୍
ବଲିଉଡ୍ର ସବୁଠୁ ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ସଲମାନ୍ ଖାନ୍। ସମଗ୍ର ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସୁପରହିଟ୍ ଫିଲ୍ମରେ ସେ କାମ କରିସାରିଛନ୍ତି। ପ୍ରତି ବର୍ଷ ସଲମାନ ନିଜର ପ୍ରଶଂସକଙ୍କ ପାଇଁ ଗୋଟିଏ ନା…
ବୋକୋ ହାରାମ ଆତଙ୍କବାଦୀଙ୍କ ନିର୍ଯାତନା: ଦିନରେ ୨ ଥର ମାଡ଼,ଥରେ ଖାଦ୍ୟ
ଆବୁଜା,୧୯।୧୨: ନାଇଜେରିଆର ସେକେଣ୍ଡାରୀ ସ୍କୁଲରୁ ବୋକୋ ହାରାମ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୩୪୪ ଶିକ୍ଷାର୍ଥୀ ଏବେ ଘରକୁ ଫେରିଛନ୍ତି। ଆତଙ୍କବାଦୀମାନେ ସେମାନଙ୍କୁ ଦେଇଥିବା ନିର୍ଯାତନ ସମ୍ପର୍କରେ ଅପହୃତ ଶିକ୍ଷାର୍ଥୀମାନେ ପ୍ରକାଶ କରିଛନ୍ତିି। ସେମାନଙ୍କ ଦିନରେ ୨ ଥର ପିଟା ଯିବା…
Archives


