ଏହି କ୍ରିକେଟରଙ୍କ ନାଁରେ ରହିଛି ବିଶ୍ୱର ବଡ ବଡ ସହର
ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନଙ୍କ ନାଁରେ ବିଶ୍ୱର ବଡ ବଡ ସହର ରହିଛି। ଅବଶ୍ୟ ଏହା ସଂଯୋଗ ମାତ୍ର। କିନ୍ତୁ ଏହି ଖେଳାଳିଙ୍କ କଥା ଉଠିଲେ, ସେହି ସହର କଥା ମନେପଡିଯାଏ। ସେମିତି କିଛି କ୍ରିକେଟରଙ୍କ ବିଷୟରେ ଜାଣନ୍ତୁ।…
ଜେଲ ଗଲେ କୋଟିପତି ସହକାରୀ ଅଧିକାରୀ
ଭୁବନେଶ୍ୱର,୨୦।୧୨(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ବରିଷ୍ଠ ସହକାରୀ ଅଧିକାରୀ ଅଶୋକ କୁମାର ମିଶ୍ରଙ୍କୁ କଟକସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା। ରବିବାର ତାଙ୍କୁ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।…
କରୋନା ଟିକା ନେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଇସ୍ରାଏଲ,୨୦।୧୨-ଶନିବାର କରୋନା ଟିକା ନେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ଦେଶର ପ୍ରଥମ ନାଗରିକ ଭାବେ ସେ ଏହି ଟିକା ଗ୍ରହଣ କରିଛନ୍ତି। ଏକ ଟିଭି ଲାଇଭ ଶୋରେ ସେ ଟିକା ନେଇଥିବା ଦେଖିବାକୁ ମିଳିଛି। ଫାଇଜର୍ ଓ ବାୟୋଏନଟେକ ଦ୍ୱାରା…
ଭୁବନେଶ୍ୱରରୁ ଆଜି ୩୦ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍ ୨୩
ଭୁବନେଶ୍ୱର,୨୦।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଆଗକୁ ଆହୁରି ବଢିବ ଶୀତ
ଭୁବନେଶ୍ୱର,୨୦।୧୨(ବ୍ୟୁରୋ)-ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ରାତି ଅପେକ୍ଷା ସକାଳୁ ପାରଦ ସର୍ବନିମ୍ନ ସ୍ତରକୁ ଖସୁଥିବାରୁ ଅସମ୍ଭାଳ ଜାଡ଼ରେ ଥରୁଛନ୍ତି ଲୋକେ। କୁହୁଡ଼ି ସହ କୋହଲା ପବନ ଯୋଗୁ ଗାଁଠୁ ସହର ସବୁଠି ଜୀବନଯାତ୍ରା ପ୍ରଭାବିତ ହେଉଛି। କେତେକ ଜିଲାରେ…
ଯବାନ-ମାଓବାଦୀ ଗୁଳି ବିନିମୟ
ଫୁଲବାଣୀ ଅଫିସ, ୨୦ା୧୨-କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ଅଧୀନ ବିରେନି ଗ୍ରାମ ନିକଟ ଜଙ୍ଗଲରେ ଗତ ୧୭ ତାରିଖରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେଠାରୁ ମାଓବାଦୀମାନେ ଖସି ଯାଇଥିବା ବେଳେ ଜଣେ ମିଲିସିଆଙ୍କୁ ଧରାଯାଇଛି। ପୋଲିସ…
କୁକୁରଙ୍କ ପାଇଁ ହେବ ଶ୍ମଶାନ: ପୂଜକ କରିବେ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ,୨୦।୧୨: ଦକ୍ଷିଣ ଦିଲ୍ଲୀ ନଗର ନିଗମ (ଏସ୍ଡିଏମ୍ସି) କୁକୁରଙ୍କ ପାଇଁ ଏକ ସର୍ବସାଧାରଣ ଶ୍ମଶାନ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଶ୍ମଶାନରେ କୁକୁରଙ୍କ ଅନ୍ତିମ ସଂସ୍କାର ପରେ ୧୫ ଦିନ ପର୍ଯ୍ୟନ୍ତ ଅସ୍ଥି ରଖିବା ପାଇଁ ବ୍ୟବସ୍ଥା ହେବ। ନଗର…
ରାସ୍ତାରେ ଆତଙ୍କ ଖେଳାଉଥିବା ୨ ଲେଡି ଡନ୍ ଗିରଫ
ଭୋପାଳ,୨୦।୧୨-ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋରର ମୁଖ୍ୟ ରାସ୍ତାରେ ଆତଙ୍କ ଖେଳାଉ ଥିବା ଦୁଇ ଲେଡି ଡନଙ୍କୁ ରବିବାର ପୋଲିସ ଗିରଫ କରିଛି। ଗିରଫ ୨ ଯୁବତୀ ବିଚ୍ ରାସ୍ତାରେ ପଥଚାରୀମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରାଉଥିବା ପୋଲିସ କହିଛି। ନିକଟରେ ଉକ୍ତ ୨…
ସେଲ୍ଫି ନେଉଥିଲେ ରାଷ୍ଟ୍ରପତି, ଲାଗିଲା ଜରିମାନା
ସାନଟିଆଗୋ,୨୦।୧୨: ଚିଲି ରାଷ୍ଟ୍ରପତି ସେବାସ୍ତିଆନ ପିନେରାଙ୍କ ଉପରେ ୨.୩ ଲକ୍ଷ ଟଙ୍କା ଜୋରିମନା ଲାଗିଛି। କରୋନା ନିୟମ ଉଲ୍ଲଂଘନ କରିବା ପରେ ଚିଲି ପ୍ରଶାସନ ଏହି ଜୋରିମନା ଦେବାକୁ ନୋଟିସ ପଠାଇଛି। ସମୁଦ୍ର କୂଳରେ ଜଣେ ମହିଳାଙ୍କ ସହ ସେଲଫି ନେଇଥିଲେ…
ନୀରବ ମୋଦିଙ୍କ ଭାଇଙ୍କ ନାଁରେ ସାଂଘାତିକ ଅଭିଯୋଗ
ନ୍ୟୁୟର୍କ,୨୦।୧୨: ଭାରତର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାଇ ନେହାଲ ମୋଦିଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ବିଶ୍ୱର ଅନ୍ୟତମ ବୃହତ୍ତମ ହୀରା କମ୍ପାନୀ ସହିତ ୨୬ ଲକ୍ଷ ଡଲାର (ପ୍ରାୟ ୧୯ କୋଟି ଟଙ୍କା) ଠକେଇ ଅଭିଯୋଗରେ ନେହାଲ…
ପରୀ ହତ୍ୟା ମାମଲାରେ ଜଣେ ଗିରଫ
ଭୁବନେଶ୍ୱର,୨୦।୧୨(ବ୍ୟୁରୋ)-ନୟାଗଡ ପରୀ ହତ୍ୟା ମାମଲାରେ ଏସ୍ଆଇଟି ରବିବାର ଜଣଙ୍କୁ ଗିରଫ କରିଛି। ଯଦୁପୁର ଗାଁରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲି ଅଭିଯୁକ୍ତକୁ ସ୍ବତନ୍ତ୍ର ପକ୍ସୋ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତ ବିରୋଧରେ ୩୭୬-A, ୩୭୬-AB, ୩୬୪, ୩୦୨, ୨୦୧ ଧାରାରେ…
ତକିଆ ତଳେ ଜୋତା ରଖି ଶୋଉଥିଲେ ଏହି ପ୍ରସିଦ୍ଧ ଅଭିନେତା, ଜାଣନ୍ତୁ କାହିଁକି
ଛୋଟ ପରଦାର ବଡ ରିଏଲିଟ ଶୋ’ ‘କୌନ ବନେଗା କରୋଡ ପତି’କୁ ହୋଷ୍ଟ କରୁଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଏହି ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ସହ ଅମିତାଭ ଖୁବ୍ ମଜାଳିଆ ଢଙ୍ଗରେ କଥାବାର୍ତ୍ତା ହୁଅନ୍ତି ବିଗ୍ ବି। ବେଳେବେଳେ…
Archives


