Home

ମାସେ ବଢ଼ିଲା ଇ-ଇପିକ୍‌ ଡାଉନ୍‌ଲୋଡ୍‌ ଅବଧି

ଭୁବନେଶ୍ୱର,୧ା୨(ବ୍ୟୁରୋ): ଭାରତର ନିର୍ବାଚନ ଆୟୋଗ ଗତ ୨୫ ତାରିଖ ଜାତୀୟ ଭୋଟର ଦିବସରେ ନୂଆ ମତଦାତାଙ୍କ ପାଇଁ ଇଲେକ୍‌ଟ୍ରୋନିକ୍ସ ଭୋଟର ପରିଚୟପତ୍ର(ଇ-ଇପିକ୍‌)ର ଶୁଭାରମ୍ଭ କରିଥିଲେ। ଏହା ଏକ ଡିଜିଟାଲ ଭୋଟର ପରିଚୟ ହୋଇଥିବାରୁ ସେମାନେ ଏହାକୁ ଭୋଟର ହେଲ୍ପଲାଇନ ମୋବାଇଲ ଆପ୍‌…

‘ପୁତୁରା କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି ମମତା’

ନୂଆଦିଲ୍ଲୀ, ୧।୨: ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ମମତା ବାନାର୍ଜୀ ଅନ୍ୟାୟ କରିଛନ୍ତି। ତେଣୁ ବହୁସଂଖ୍ୟାରେ ଟିଏମ୍‌୍‌ସି ନେତା ଭାଜପାରେ ଯୋଗ ଦେଉଥିବା ହାଓଡ଼ାଠାରେ ଭାଜପାର ଏକ ରାଲିକୁ ଭର୍ଚୁଆଲି ସମ୍ବୋଧନ କରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଟିଏମ୍‌ସି ସମେତ ଅନ୍ୟ…

ଝରାଫୁଲ ମୃତ୍ୟୁ ରହସ୍ୟ ହଟିପାରୁନି

ଭୁବନେଶ୍ୱର (ବ୍ୟୁରୋ)/: ରସୁଲପୁର,୧ା ୨(ଡି.ଏନ.ଏ.): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୟୂରଭଞ୍ଜର ଝରାଫୁଲ ନାୟକଙ୍କ ମୃତ୍ୟୁକୁ ୫ ଦିନ ବିତିଛି। ଇତିମଧ୍ୟରେ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ଗିରଫ ହୋଇଥିଲେ ମଧ୍ୟ ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟୁନି। ଫୁଡ୍‌…

ରୁଷିଆରେ ବିଶାଳ ବିକ୍ଷୋଭ

ମସ୍କୋ, ୧।୨: ଜେଲ୍‌ରେ ଥିବା ରୁଷିଆର ବିରୋଧୀ ଦଳ ନେତା ଆଲେକ୍ସି ନଭଲ୍‌ନିଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ରବିବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ଏଥିରେ ଯୋଗଦେଇ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କ ବିରୋଧରେ…

ରେକର୍ଡ କଲା ଓଣ୍ଡର ଓମ୍ୟାନ୍‌

ମୁମ୍ବାଇ, ୧ା୨: ହଲିଉଡ ଷ୍ଟାର ଗାଲ ଗାଡୋଟ୍‌ଙ୍କ ଅଭିନୀତ‘ ଓଣ୍ଡର ଓମ୍ୟାନ ୧୯୮୪’ ଚଳଚ୍ଚିତ୍ର ରେକର୍ଡ କରିଛି। ‘ଓଣ୍ଡର ଓମ୍ୟାନ’ର ଏହି ସିକ୍ୱେଲ ପ୍ରିମିୟର ଏଚ୍‌ବିଓ ମାକ୍ସରେ ଡିସେମ୍ବର ୨୫ରେ ରିଲିଜ ହୋଇଥିବାବେଳେ ସର୍ବାଧିକ ସମୟ ଦେଖାଯାଇଥିବା ଚଳଚ୍ଚିତ୍ର ର଼୍ୟାଙ୍କିଙ୍ଗରେ ପ୍ରଥମ…

ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ଜବାବ ତଲବ

ଯାଜପୁର ଅଫିସ,୧ା୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରୁ ନିର୍ଦ୍ଧାରିତ ଲିଜ୍‌ ଏରିଆଠାରୁ ବହୁ ଗୁଣ ଅଧିକ ମୂଲ୍ୟବାନ କଳାପଥର ଉତ୍ତୋଳନ ହୋଇଛି। ଏଥିପାଇଁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଛନ୍ତି। ଏଥିରେ ସ୍ଥାନୀୟ ପୋଲିସ ଓ…

ନୋବେଲ ଦୌଡ଼ରେ ଗ୍ରେଟା

ଓସ୍‌ଲୋ, ୧ା୨: ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ସ୍ବିଡେନର ପରିବେଶବିତ୍‌ ଗ୍ରେଟା ଥନ୍‌ବର୍ଗ(୧୮)ଙ୍କ ନାମ ସୁପାରିସ କରାଯାଇଛି। ତାଙ୍କ ସହ ରୁଷିଆର ଭିନ୍ନମତବାଦୀ ଆଲେକ୍ସି ନାଭାଲ୍‌ନି, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ…

ଅର୍ଥନୀତିକୁ ଭାକ୍ସିନ୍‌ ଲୋଡ଼ା

ଭୁବନେଶ୍ୱର,୧।୨ (ବ୍ୟୁରୋ): କରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ କବଳିତ କରି ରଖିଛି। ଏହା ଯୋଗୁ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯% ଏବଂ ଦ୍ୱିତୀୟ ତ୍ରୈମାସରେ ୭.୭% ଖସିଛି। ଭାରତୀୟ ଅର୍ଥ…

ପ୍ରତାରଣା କରିଥିବା ସ୍ତ୍ରୀଙ୍କୁ କ୍ଷମା ଦେଲେ ସ୍ବାମୀ, ମାତ୍ର ରଖିଲେ ଅଜବ ସର୍ତ୍ତ

ଜଣେ ମହିଳା ରିଲେସନଶିପ୍‌ ପୋର୍ଟାଲରେ ନିଜର ବୈବାହିକ ଜୀବନ ବିଷୟରେ ଏକ ଅଜବ କଥା ପ୍ରକାଶ କରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ। ମହିଳା ଜଣକ ନିଜେ ଏ ବିଷୟରେ କହିଛନ୍ତି। ସେ ଦୁଇଟି ସନ୍ତାନର ଜନନୀ…

ଓଜନ କମାଇବାଠାରୁ ଡାଇବେଟିସ ପର୍ଯ୍ୟନ୍ତ ଏହି ପ୍ରୋଟିନ୍‌ ନିହାତି ଆବଶ୍ୟକ

ପ୍ରୋଟିନ ଆମର ଶରୀର ପାଇଁ ବହୁତ ଜରୁରୀ। ମାଂସପେଶୀକୁ ମଜଭୁତ ହେବା, ଓଜନ କମାଇବା ଆଦିରେ ପ୍ରୋଟିନ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଡାଏଟ୍‌ରେ ପ୍ରାକୃତିକ ଉପାୟରେ ମଧ୍ୟ ସାମିଲ କରାଯାଇପାରିବ। ପ୍ରୋଟିନ ବିଭିନ୍ନ ପ୍ରକାରର ରହିଛି। ମାତ୍ର ସବୁଠୁ…

ପରିନ୍ଦା ଫିଲ୍ମରେ ଅନୀଲଙ୍କୁ ୧୭ ଥର ଚଟକଣି ମାରିଥିଲେ ଜ୍ୟାକି

ମୁମ୍ବାଇ, ୧।୨: ଜଗୁ ଦାଦାରୁ ବଲିଉଡ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫଙ୍କୁ ସୋମବାର ୬୪ ବର୍ଷ ପୂରଣ ହୋଇଛି। ସେ ୬୫ ବର୍ଷରେ ପାଦ ଦେଇଛନ୍ତି। ୧୯୫୭ ଫେବୃୟାରୀ ୧ରେ ସେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଜୟ…

ଦଶାହ କାର୍ଯ୍ୟ ଶେଷ କରି ଫେରୁଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୯ମୃତ

କୋଟପାଡ଼, ୩୧।୧: କୋରାପୁଟ ଜିଲା କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡିରେ ରବିବାର ରାତି ପ୍ରାୟ ସାଢେ ୮ଟାରେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ମୃତକମାନଙ୍କ ପରିଚୟ ମିଳି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?