Home

‘ମହିଳାଙ୍କ ‘ନା’ର ଅର୍ଥ କଣ ଜାଣନ୍ତି? ଯଦି ନୁହେଁ ତେବେ ଦେଖନ୍ତୁ ପୋଲିସର ଏହି ଭିଡିଓ

ନୂଆଦିଲ୍ଲୀ: ଯଦି ଆପଣ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଡର୍‌’ ଦେଖିଥିବେ, ତେବେ ଆପଣଙ୍କୁ ଏହାର ଗୀତ ‘ତୁ ହାଁ କର୍‌ ୟା ନାଁ କର୍‌, ତୁ ହେ ମେରି କିରନ୍‌’ ମନେ ଥିବ। ସେଭଳି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର…

୯ ବଲ୍‌ରେ ୫୦ ରନ୍‌ର ବିସ୍ଫୋରକ ପାଳି ଖେଳି ଇତିହାସ ରଚିଲେ ଏହି କ୍ରିକେଟର

ଆବୁଧାବି,୩୧।୧: ଆବୁଧାବି ଟି୧୦ ଲିଗ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ଏଭିନ୍‌ ଲୁଇସ୍‌ ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ। ମୁମ୍ବାଇ ଇଣ୍ଡିଆନ୍ସର ଏହି ପୂର୍ବ ଖେଳାଳି ଲିଗ୍‌ର ୫ମ ମ୍ୟାଚ୍‌ରେ କେବଳ ୯ ବଲ୍‌ରେ ୫୦ ରନ୍‌ କରି ରେକର୍ଡ କରିଛନ୍ତି। ଦିଲ୍ଲୀ ବୁଲ୍ସ…

ଓ୍ବାର୍ନରଙ୍କ ଝିଅଙ୍କୁ ଖାସ୍‌ ଉପହାର ଦେଲେ ବିରାଟ

ସିଡନୀ,୩୧।୧: ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନରଙ୍କ ଝିଅ ଇଣ୍ଡି ଭାରତୀୟ ଅଧୀନାୟକଙ୍କ ବଡ଼ ପ୍ରଶଂସକ। ଏହାକୁ ନେଇ ତାଙ୍କୁ ବିରାଟଙ୍କଠାରୁ ଏକ ଖାସ ଉପହାର ମିଳିଛି। ସେ ବି ବିରାଟଙ୍କ ଅଟୋଗ୍ରାଫ ଥିବା ଜର୍ସି। ଓ୍ବାର୍ନର ନିଜର ସୋସିଆଲ ମିଡିଆରେ ଝିଅଙ୍କ…

ସରକାରୀ ସ୍କୁଲରେ ଚାଲିଛି ଯୁବତୀଙ୍କ ଡ୍ୟାନ୍ସ, ଉପଭୋଗ କରୁଛନ୍ତି ଯୁବକ

ପାଟଣା,୩୧।୧: ସାଧାରଣତଃ ସ୍କୁଲକୁ ପିଲାମାନେ ଶିକ୍ଷା ଗ୍ରହଣ କରିବାକୁ ଯାଇଥାନ୍ତି। ସ୍କୁଲକୁ ଶିକ୍ଷାର ମନ୍ଦିର ମଧ୍ୟ କୁହାଯାଏ। ମାତ୍ର ଏବେ କିଛି ଯୁବତୀ ସ୍କୁଲକୁ ଡ୍ୟାନ୍ସ ବାର୍‌ କରିସାରିଲେଣି। ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ବିହାରସ୍ଥିତ ଏକ ସରକାରୀ…

କୋହଲିଙ୍କୁ ଆଉଟ୍‌ କରିବାକୁ ଯୋଜନା କ’ଣ? ଇଂଲଣ୍ଡ କ୍ରିକେଟର ଦେଲେ ଏଭଳି ଜବାବ

ଚେନ୍ନାଇ, ୩୧।୧: ଭାରତ-ଇଂଲଣ୍ଡ ମଧ୍ୟରେ ସିରିଜ ଆରମ୍ଭ ହେବା ପୂର୍ବରୁ ଅତିଥି ଦଳର ଅଲରାଉଣ୍ଡର ମୋଇନ ଅଲ୍ଲୀ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ଼ ମନ୍ତବ୍ୟ ରଖିଛନ୍ତି। ଅଧିନାୟକଙ୍କ ପ୍ରଶଂସା କରି ସେ କହିଛନ୍ତି, ତାଙ୍କ ଦଳ ବିରାଟଙ୍କୁ କିଭଳି ଆଉଟ୍‌…

ସ୍ବାମୀଙ୍କ ହତ୍ୟା କରିଥିବା ସ୍ତ୍ରୀଙ୍କୁ ମଧ୍ୟ ମିଳିବ ପେନସନ: ହାଇକୋର୍ଟ

ଚଣ୍ଡିଗଡ଼, ୩୧।୧: ସ୍ବାମୀଙ୍କ ଅନ୍ତେ ମିଳୁଥିବା ପରିବାର ପେନସନ ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ହତ୍ୟା କରିଥାନ୍ତି, ତେବେ ସ୍ବାମୀଙ୍କ ପରେ ବି ପରିବାର ପେନସନ ଉପରେ ତାଙ୍କର…

ସାରଦା ଖଣିକୁ ୨୦୫୬ କୋଟି ଟଙ୍କା ଜରିମାନା

କେନ୍ଦୁଝର,୩୧।୧(ସ୍ବ.ପ୍ର.) : ବେଆଇନ ଖଣି ଖନନ ପାଇଁ ସାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡ ଉପରେ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ଟଙ୍କାର ଜରିମାନା କରାଯାଇଥିବା ଯୋଡ଼ା ସ୍ଥିତ ଖଣି ଯୁଗ୍ମ ନିର୍ଦ୍ଦେଶକ ସଲିଲ ବେହେରା କହିଛନ୍ତି।…

ମାତ୍ର ୪ ଥର ଶୁଣି ନୂଆ ଶବ୍ଦ ମନେ ରଖନ୍ତି କୁକୁର !

ବୁଧାପେଷ୍ଟ, ୩୧।୧: ମଣିଷ ଭଳି କୁକୁରର ମଧ୍ୟ ପ୍ରଖର ମନେ ରଖିବା ଶକ୍ତି ରହିଛି। କୁକୁର କୌଣସି ନୂଆ ଶବ୍ଦକୁ ମାତ୍ର ୪ ଥର ଶୁଣି ମନେ ରଖିପାରନ୍ତି। ଏନେଇ ହଙ୍ଗେରୀର ବୁଧାପେଷ୍ଟର ଇଟୋଭୋସ୍‌ ଲୋରାଣ୍ଡ ବିଶ୍ୱବିଦ୍ୟାଳୟର ଇଥୋଲୋଜି ବିଭାଗରେ ହୋଇଥିବା…

ମହଙ୍ଗା ପଡ଼ିଲା ନକଲି ଜାତିଗତ ପ୍ରମାଣପତ୍ର :୨୫ ବର୍ଷ ଚାକିରି କରିବା ପରେ ମହିଳା କିରାଣି ବହିଷ୍କୃତ

ମାଲକାନଗିରି,୩୧।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଜାଲ ପ୍ରମାଣପତ୍ର ଜରିଆରେ ଦୀର୍ଘ ୨୫ ବର୍ଷ ଚାକିରି କରିବା ପରେ ଜଣେ ବରିଷ୍ଠ ମହିଳା କିରାଣି ଚାକିରିରୁ ବହିଷ୍କୃତ ହେବା ଚର୍ଚ୍ଚାର ବିଷୟ ହୋଇଛି। କଳାହାଣ୍ଡିର ଲକ୍ଷ୍ମୀପ୍ରିୟା ବେହେରା ୧୯୯୬ରେ ମାଲକାନଗିରି ଜିଲାରେ କିରାଣି ଭାବେ…

ଭର୍ଚୁଆଲ ରାଲିରେ ଗର୍ଜିଲେ ଶାହା

କୋଲକାତା, ୩୧।୧: ପଶ୍ଚିମବଙ୍ଗର ହାଓ୍ବାଡ଼ାରେ ରବିବାର ଭାଜପା ପକ୍ଷରୁ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ରାଜନୈତିକ ଦଳ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି।…

ମହାକାଶକୁ ଉପଗ୍ରହ ପ୍ରେରଣ କରିବ ନେପାଳ

କାଠମାଣ୍ଡୁ, ୩୧।୧:: ଏବେ ନେପାଳ ମହାକାଶ ଦୌଡ଼ରେ ସାମିଲ୍‌ ହେବାକୁ ଯାଉଛି। ୩୭ ବର୍ଷ ପରେ ଅନ୍ତର୍ଜାତୀୟ ଟେଲିକମ୍ୟୁନିକେଶନ ସଂଘ (ଆଇଟିୟୁ) ପକ୍ଷରୁ ମହାକାଶରେ ପୃଥିବୀ ଉପରେ ଉପଗ୍ରହ ପାଇଁ ନେପାଳକୁ ଏକ କକ୍ଷ ପଥ ପ୍ରଦାନ କରାଯାଇଛି। ଏହି କକ୍ଷ…

ପ୍ରୀତି ଜିଣ୍ଟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଏହି କ୍ରିକେଟର,ଲେଖିଲେ ଏମିତି କିଛି…

ମୁମ୍ବାଇ: ଆଜି ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କ ଜନ୍ମଦିନ। ଏହି ଅବସରରେ ପ୍ରୀତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟର ଯୁବରାଜ ସିଂହ। ସେ କ୍ୟାପଶନ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା, ତୁମ ପାଇଁ ଆଗାମୀ ଦିନଗୁଡ଼ିକ ଶୁଭଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?