ରେକର୍ଡ କଲା ଓଣ୍ଡର ଓମ୍ୟାନ୍‌

ମୁମ୍ବାଇ, ୧ା୨: ହଲିଉଡ ଷ୍ଟାର ଗାଲ ଗାଡୋଟ୍‌ଙ୍କ ଅଭିନୀତ‘ ଓଣ୍ଡର ଓମ୍ୟାନ ୧୯୮୪’ ଚଳଚ୍ଚିତ୍ର ରେକର୍ଡ କରିଛି। ‘ଓଣ୍ଡର ଓମ୍ୟାନ’ର ଏହି ସିକ୍ୱେଲ ପ୍ରିମିୟର ଏଚ୍‌ବିଓ ମାକ୍ସରେ ଡିସେମ୍ବର ୨୫ରେ ରିଲିଜ ହୋଇଥିବାବେଳେ ସର୍ବାଧିକ ସମୟ ଦେଖାଯାଇଥିବା ଚଳଚ୍ଚିତ୍ର ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନ ସୃଷ୍ଟି କରିଛି। ୨.୨୫ ବିଲିୟନ ମିନିଟ୍‌ ପର୍ଯ୍ୟନ୍ତ ଲୋକେ ଦେଖିଥିବାରୁ ଓଣ୍ଡର ଓମ୍ୟାନ ଫିଲ୍ମ ଏଭଳି ବିରଳ ରେକର୍ଡ ସ୍ଥାପନ କରିଛି। ଏଥିପାଇଁ ବେଶ୍‌ ଖୁସି ଅଛନ୍ତି ଗାଡୋଟ୍‌। ଏ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ଖୁସି ବ୍ୟକ୍ତି କରିଛନ୍ତି। କେବଳ ଓଣ୍ଡର ଓମ୍ୟାନ ୧୯୮୪ ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖାଯାଇଥିବାବେଳେ ଏଚ୍‌ବିଓ ମାକ୍ସର ସବସ୍କ୍ରିପଶନ ୨ ଗୁଣା ବଢ଼ିଛି। ରିପୋର୍ଟ ଅନୁଯାୟୀ ଡିସି ମୁଭିଜର ଏହି ଚଳଚ୍ଚିତ୍ର ୧୫୧ ମିନିଟ୍‌ର।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କୁ ନେଇ ଖୁସି ଥିବା କହିଲେ ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଯୋଡିକୁ ବେଶ୍‌ ପସନ୍ଦ କରନ୍ତି ଦର୍ଶକ। ନିକଟରେ ଉଭୟଙ୍କ ପ୍ରେମ କାହାଣୀଠାରୁ ଆରମ୍ଭ...

ମହିଳା ଦିବସରେ ପୁଅର ପ୍ରଥମ ଝଲକ ଦେଖାଇଲେ କରୀନା କପୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଗତ ଫେବୃଆରୀ ୨୧ରେ ଦ୍ୱିତୀୟ ଥର ପାଇଁ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ...

ରିଲିଜ ହେଲା ‘ପୋନ୍ନିୟନ ସେଲଭମ ୨‘ର ଧମାକାଦାର ଟ୍ରେଲର

ମୁମ୍ବାଇ; ଗତ ବର୍ଷ ରିଲିଜ ହୋଇଥିବା ସାଉଥ ସିନେମାର ସୁପରହିଟ ଫିଲ୍ମ ‘ପୋନ୍ନିୟନ ସେଲଭମ-୧’ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲା । ଏହାପରେ ଏବେ ମେକର୍ସ...

ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ଜାରି

ମୁମ୍ବାଇ: ଫିଲ୍ମ ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ବୁଧବାର ଜାରି କରାଯାଇଛି। ଏହି ଫିଲ୍ମରେ ଅନନ୍ତ ମହାଦେବନ ଓ ଲକ୍ଷ୍ମୀ ଆର ଆୟାରଙ୍କ ସହ ‘ହମ...

‘ମନ୍ନତ’ ଭିତର ଫଟୋ ଶେୟାର କଲେ ଗୌରୀ

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖ ଖାନ୍‌ଙ୍କ ସ୍ତ୍ରୀ ଗୌରୀ ଖାନ୍‌ ହୁଏତ ଫିଲ୍ମ ନ କରିଥାଇ ପାରନ୍ତି କିନ୍ତୁ ସେ ବଲିଉଡ୍‌ର ଜଣେ ଜଣାଶୁଣା ଇଣ୍ଟରିୟର ଡିଜାଇନର।...

ମିସ୍‌ ଗ୍ଲୋରି ଅଫ୍‌ ୟୁନିଭର୍ସ: ଭାରତର ପ୍ରତିନିଧିତ୍ୱ କରିବେ ମଞ୍ଜୁ ଥାପ୍ପା

ନୂଆଦିଲ୍ଲୀ,୬।୧: ମିସ୍‌ ଗ୍ଲୋରି ଅଫ୍‌ ୟୁନିଭର୍ସ-୨୦୨୦ ଫେବୃୟାରୀ ୫ରେ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗୀତାରେ ଗ୍ଲୋରି ଅଫ୍‌ ନର୍ଥ-ଇଷ୍ଟ ମଞ୍ଜୁ ଥାପ୍ପା ଭାରତ ପକ୍ଷରୁ...

ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହିସବୁ ଅଭିନେତ୍ରୀ: ପଛରେ ଥିଲା ଏମିତି କାରଣ

ଆଜିକାଲି ନୂଆ ପିଢିର ଅଭିନେତ୍ରୀମାନେ ଅକ୍ଷୟ କୁମାରଙ୍କ ସହ ଏକ ଫିଲ୍ମ କରିବାକୁ ସ୍ବପ୍ନ ଦେଖୁଛନ୍ତି। କାରଣ ଅକ୍ଷୟ କୁମାରଙ୍କ ଉପସ୍ଥିତି ଫିଲ୍ମ ସଫଳ ହେବାର...

ଆର୍ୟନଙ୍କ ସହ ମାତ୍ର ଦୁଇ ମିନିଟ୍‌ କଥା ହେଲେ ପିତା ଶାହାରୁଖ, କାନ୍ଦି ପକାଇଲେ ପୁଅ

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ରେଭ୍‌ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ରବିବାର ବଲିଉଡ୍‌ କିଙ୍ଗ୍‌ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ...

Advertisement
Archives

Model This Week