Posted inଫୁରସତ

ପ୍ରତାରଣା କରିଥିବା ସ୍ତ୍ରୀଙ୍କୁ କ୍ଷମା ଦେଲେ ସ୍ବାମୀ, ମାତ୍ର ରଖିଲେ ଅଜବ ସର୍ତ୍ତ

ଜଣେ ମହିଳା ରିଲେସନଶିପ୍‌ ପୋର୍ଟାଲରେ ନିଜର ବୈବାହିକ ଜୀବନ ବିଷୟରେ ଏକ ଅଜବ କଥା ପ୍ରକାଶ କରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ। ମହିଳା ଜଣକ ନିଜେ ଏ ବିଷୟରେ କହିଛନ୍ତି। ସେ ଦୁଇଟି ସନ୍ତାନର ଜନନୀ ହୋଇଥିବା ବେଳେ ତାଙ୍କ ସ୍ବାମୀ ତାଙ୍କୁ ତୃତୀୟ ସନ୍ତାନ ପାଇଁ ବାଧ୍ୟ କରୁଛନ୍ତି। ମାତ୍ର ସେ ଏକଥା ଚାହାନ୍ତି ନାହିଁ।

ସ୍ବାମୀ କ’ଣ ପାଇଁ ତୃତୀୟ ସନ୍ତାନ ଚାହୁଁଛନ୍ତି ପଚାରିବାରୁ ମହିଳା କହିଛନ୍ତି, ସେ ଏକ ବଡ଼ ଭୁଲ କରିଥିଲେ। ଦୁଇବର୍ଷ ପୂର୍ବେ ଅଫିସର ଜଣେ ସହକର୍ମୀଙ୍କ ସହିତ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଫଳରେ ସ୍ବାମୀଙ୍କ ସହ ତାଙ୍କର ସମ୍ପର୍କ ଭଲ ରହିଲା ନାହିଁ। ମୋତେ ଲାଗିଲା ମୋ ସ୍ବାମୀଙ୍କ ଅପେକ୍ଷା ପ୍ରେମିକ ମୋତେ ବହୁତ ଭଲ ପାଉଛନ୍ତି। ତାଙ୍କ ସହିତ ଏକ ନୂଆ ଜୀବନ ଆରମ୍ଭ କରିବାର ସ୍ବପ୍ନ ଦେଖିଲି। ମାତ୍ର ଯେତେବେଳେ ଜାଣିଲି ସେହି ପ୍ରେମିକ ଜଣକ ଅନ୍ୟ ଜଣେ ମହିଳାଙ୍କ ପାଇଁ ମୋତେ ଧୋକା ଦେଲେ। ସେଥିରେ ମୁଁ ନିରାଶ ହୋଇଥିଲି। ନିଜ ଉପରୁ ମୋର ଭରସା ତୁଟି ଯାଇଥିଲା।


ସେ ଆହୁରି ଲେଖିଛନ୍ତି, ମୋ’ ଜୀବନକୁ ମୁଁ ନିଜେ ନଷ୍ଟ କରିଛି। ଆଉ ଏହି କଥା ମୋ’ ସ୍ବାମୀ ଜାଣିପାରିଲେ। ଯଦିଓ ମୋ ସ୍ବାମୀ ମୋତେ କ୍ଷମା କରିଦେଇଛନ୍ତି କିନ୍ତୁ ସେ ତୃତୀୟ ସନ୍ତାନ ଚାହୁଁଛନ୍ତି। ସ୍ବାମୀଙ୍କ ମତରେ ମୁଁ ତୃତୀୟ ସନ୍ତାନର ମା ହେଲେ ତାଙ୍କୁ ଛାଡ଼ି ଆଉ ଯିବି ନାହିଁ। ତେଣୁ ସେ ଏପରି ସର୍ତ୍ତ ମୋ ସହ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?