Home

ଫଟୋ ଦେଖି ଚେହେରା ଚିହ୍ନନ୍ତି ଏହି ପୋଲିସ ଅଧିକାରୀ, ଏବେ ଯାଏ ଧରିଲେଣି ୨୦୦୦ରୁ ଊର୍ଦ୍ଧ୍ୱ ଅପରାଧୀ

ଇଂଲଣ୍ଡର ଜଣେ ପୋଲିସ ଅଧିକାରୀ ତାଙ୍କର ବିଶେଷ ପ୍ରତିଭା ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଚେହେରା ଚିହ୍ନିବାରେ ଏହି ଅଧିକାରୀ ଜଣଙ୍କ ପାଖରେ ବିଶେଷ ଦକ୍ଷତା ରହିଛି। ପୋଲିସ କମ୍ୟୁନିଟି ସପୋର୍ଟ ଅଫିସର୍‌ ଆଣ୍ଡି ପୋପ୍‌ଙ୍କର ଏପରି ଅଦ୍ଭୁତ ସାମର୍ଥ୍ୟ ରହିଛି।…

ନାବାଳିକା ଶାଳୀଙ୍କୁ ଦୁଇ ବରଙ୍କୁ ବିକି ଦେଲେ ଭିଣୋଇ

ଭୋପାଳ,୨୯ା୧୨: ଜଣେ ଭିଣୋଇ ତାଙ୍କ ନାବାଳିକା ଶାଳୀଙ୍କୁ ବିବାହ ନାଁରେ ଦୁଇ ଦୁଇଟି ବରଙ୍କୁ ବିକ୍ରି କରିଦେବା ମହଙ୍ଗା ପଡ଼ିଛି। ଏହି ଘଟଣା ଜଣାପଡିବା ପରେ ନାବାଳିକାଙ୍କ ଭଉଣୀ, ଭିଣୋଇ ଏବଂ ଦୁଇ ବରଙ୍କୁ ପୋଲିସ ଗିରଫ କରିଛି। ଏପରି ଅଜବ…

ଓଡ଼ିଶା ଆସିଲା କରୋନା ଟିକାର ସରଞ୍ଜାମ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): କରୋନାର ନୂଆ ଷ୍ଟ୍ରେନକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ସିରିଞ୍ଜ ସହ କୋଭିଡ-୧୯ ଟିକାର ସରଞ୍ଜାମ ଓଡ଼ିଶାରେ ଆସି ପହଞ୍ଚିଛି। ଏ ସମ୍ପର୍କରେ ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ…

ବେଲି ଡ୍ୟାନ୍ସ କରି ଚର୍ଚ୍ଚାରେ ଏହି ଯୁବକ, ନେଇନାହାନ୍ତି କୌଣସି ତାଲିମ

ଆପଣ ନିଶ୍ଚିତ ଭାବରେ ପ୍ରସିଦ୍ଧ ଗାୟକ ଏବଂ ବେଲି ଡ୍ୟାନ୍ସର ଶାକିରାଙ୍କ ନୃତ୍ୟ ଦେଖିଥିବେ। କିନ୍ତୁ ପ୍ରତିଭା ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ବିକଶିତ ହୋଇପାରେ ଏ କଥାକୁ ଅସ୍ବୀକାର କରିପାରିବେ ନାହିଁ। ବିହାରର କାଟିହାରରେ ଏପରି ଅନନ୍ୟ ଉଦାହରଣ ଦେଖିବାକୁ…

ମହିଳା କମିଶନରେ ହାଜର ହେଲେ ଅନୁଭବ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ପାରିବାରିକ ବିବାଦକୁ ନେଇ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଙ୍ଗଳବାର ହାଜର ହୋଇଛନ୍ତି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଉଭୟଙ୍କୁ ସାମ୍ନାସାମ୍ନି ବସାଇ ଆଲୋଚନା କରିଛନ୍ତି ମହିଳା କମିଶନ। ବର୍ଷା…

ଚକୋଲେଟ୍‌ ଡବାରେ ଏମିତି ଉପାୟରେ ସୁନା ନେଉଥିଲେ ମହିଳା, ଆଉ ତା’ ପରେ…

ମୁମ୍ବାଇ,୨୯ା୧୨: ସୁନାଚୋରି ଅଭିଯୋଗରେ ମୁମ୍ବାଇ ଏୟାରପୋର୍ଟ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଏହି ମହିଳା ଚୋରି କରିବାର ଉପାୟ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହିଳା ଜଣକ ଚକୋଲେଟ୍‌ର କାର୍ବନ ପେପର ରାପର ପରି ସୁନା ଚୋରି କରୁଥିଲେ। କଷ୍ଟମ…

ମୁମ୍ବାଇରେ ରହିବା ପାଇଁ ହେଲେ ଗଣପତି ଜୀଙ୍କ ଅନୁମତି ଆବଶ୍ୟକ: କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସିଦ୍ଧିବିନାୟକ ମନ୍ଦିର ଦର୍ଶନ ପାଇଁ ଯାଇଛନ୍ତି। ମରାଠୀ ଲୁକ୍‌ରେ ସେ ଗଣପତିଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। କଙ୍ଗନାଙ୍କ ମରାଠୀ ଲୁକ୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଡାସୁରକ୍ଷା ଭିତରେ ମଙ୍ଗଳବାର ସକାଳ ୧୦ରେ…

ଭାଜପାକୁ କଡା ଚ୍ୟାଲେଞ୍ଜ୍‌ ଦେଲେ ଦିଦି: ଦମ୍‌ ଅଛି ତ ୩୦ ଆସନ ଜିତି ଦେଖାଅ

କୋଲକତା,୨୯।୧୨: ପୁଣି ଭାଜପା ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବୀରଭୂମରେ ମଙ୍ଗଳବାର ପଦଯାତ୍ରା ବାହାର କରି ଏକ ରାଲିରେ ସମ୍ବୋଧିତ କରିଥିଲେ। ମମତା ଏଠାରେ ଭାଜପାକୁ କଡା ଚ୍ୟାଲେଞ୍ଜ କରି କହିଥିଲେ ଯେ, ଭାଜପା ପ୍ରଥମେ ପଶ୍ଚିମବଙ୍ଗରେ ୩୦ଟି…

ପୁତ୍ର ସନ୍ତାନ ଜନ୍ମ ଦେଲେ ୧୨ ବର୍ଷୀୟା ବାଳିକା

ଯୋଧପୁର,୨୯।୧୨: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୧୧ ବର୍ଷ ୭ ମାସର ବାଳିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ହସ୍ପିଟାଲରେ ପ୍ରସବ ପରେ ବାଳିକାଙ୍କ ପରିବାର ଘଟଣାର ସତ୍ୟାସତ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି। ରିପୋର୍ଟ ମୁତାବକ…

ରାହାନେଙ୍କୁ ଭାଇ ଡାକିଲେ ଏହି ଅଷ୍ଟ୍ରେଲୀୟ ଉପସ୍ଥାପିକା

ମେଲବୋର୍ନ,୨୯।୧୨: ଆଡିଲେଡ ଟେଷ୍ଟରେ ପରାଜୟ ପରେ ମେଲବୋନର୍ର୍ ଟେଷ୍ଟରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଯେପରି ପ୍ରତିଶୋଧ ନେଲା ତାହା କେହି ସ୍ବପ୍ନରେ ଭାବି ନଥିବେ। ଆଡିଲେଡରେ ମାତ୍ର ୩୬ ରନ ପାଇଁ ଆଉଟ ହୋଇଥିବା ଟିମ ଇଣ୍ଡିଆ ମେଲବୋନର୍ର୍ରେ ଅଷ୍ଟ୍ରେଲିଆକୁ…

ଭୁବନେଶ୍ୱରରେ ୩ ବ୍ରିଟେନ ଫେରନ୍ତା କରୋନା ପଜିଟିଭ

ଭୁବନେଶ୍ୱର, ୨୯।୧୨(ବ୍ୟୁରୋ): ଭୁବନେଶ୍ୱରରେ ପହଞ୍ଚିଥିବା ୩ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ କି ନାହିଁ ଜାଣିବା ପାଇଁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି। ମଙ୍ଗଳବାର ଆୟୋଜିତ ପ୍ରେସମିଟ୍‌ରେ…

ପ୍ରବଳ ଥଣ୍ଡାରେ ଜମାଟ ବାନ୍ଧିଲା ଅଣ୍ଡା-ନୁଡୁଲ୍ସ୍‌ : ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୋଭୋସିବିରସ୍କି,୨୯।୧୨: ପ୍ରବଳ ଥଣ୍ଡାରେ ଅଣ୍ଡା ଏବଂ ନୁଡୁଲ୍ସ୍‌ କିଭଳି ତଳେ ନ ପଡ଼ି ଜମାଟ ବାନ୍ଧି ଯାଇଛି, ତାହାର ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ସାଇବେରିଆର ନୋଭୋସିବିରସ୍କିରେ ଉଠାଯାଇଥିବା କୁହାଯାଉଛି। ସୋମବାର ଏଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri