Home

ଜଗା ଦର୍ଶନ ପାଇଁ ପୁଣି ଅପେକ୍ଷା

ପୁରୀ ଅଫିସ, ୧୮ା୧୧: କେବେ ଖୋଲିବ ଶ୍ରୀମନ୍ଦିର ଦ୍ୱାର ଏବଂ ସେମାନେ ପୁଣି ମହାପ୍ରଭୁଙ୍କ ଆଖି ସହ ଆଖି ମିଳାଇବେ, ଏମିତି ନାନା ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି କୋଟି କୋଟି ଜଗନ୍ନାଥପ୍ରେମୀ। ଭକ୍ତ-ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି କରୋନା ମହାମାରୀ।…

୪୬୪.୭୨ କୋଟିର ୪ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି ସରକାର। ରାଜ୍ୟରେ ମେଟାଲ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଆଦି ୪ଟି ଶିଳ୍ପ କ୍ଷେତ୍ରରେ ୪୬୪.୭୨ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିରେ ୮୭୩ ଜଣଙ୍କ ପାଇଁ ନିଯୁକ୍ତି…

ଶ୍ରୀମନ୍ଦିରର ଭୁଲ୍‌ ଫଟୋ ଲଗାଇ ଅପପ୍ରଚାର

ପୁରୀ ଅଫିସ,୧୮ା୧୧: ଶ୍ରୀମନ୍ଦିରର ଭୁଲ୍‌ ଫଟୋ ବ୍ୟବହାର ଯୋଗୁ ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଙ୍ଗ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଓ ୨ ଓ୍ବେବ୍‌ ନ୍ୟୁଜ୍‌ ସଂସ୍ଥା ବିବାଦରେ ପଡ଼ିଛନ୍ତିି। ସେମାନଙ୍କ ଦ୍ୱାରା ଅନ୍ୟ ମନ୍ଦିରକୁ ଶ୍ରୀମନ୍ଦିର ପରିଚୟ ଦିଆଯିବାକୁ ବିରୋଧ କରି…

ପୁରସ୍କାର ପରେ ପରିଷ୍କାର ନାହିଁ

ଅନୁଗୋଳ ଅଫିସ,୧୮ା୧୧ – ସ୍ବଚ୍ଛ ପରିବେଶ ସହ ଅନ୍ୟ ଉନ୍ନତିକର କାର୍ଯ୍ୟ ପାଇଁ ଗତବର୍ଷ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଥିଲା କାୟାକଳ୍ପ ପୁରସ୍କାର। ମୋଟ୍‌ ୯୩ ନମ୍ବର ରଖି ରାଜ୍ୟର ଅନ୍ୟ ଜିଲାକୁ ଅନୁଗୋଳ ପଛରେ ପକାଇ ଦେଇଥିଲା। ହେଲେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୧୫ କରୋନା ଆକ୍ରାନ୍ତ: ମୋଟ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ଟପିଲା

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ଆଉ ୧୩୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୦୦୪୭୪କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦିଆଯାଇଛି। ଟୁଇଟ୍‌ ଦେଖି…

ପାଖରେ ଟଙ୍କା ରହୁନାହିଁ? ଜାଣନ୍ତୁ ଧନର ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ନେଇ କ’ଣ କୁହନ୍ତି ଚାଣକ୍ୟ

ଜଣେ ଶ୍ରେଷ୍ଠ ବିଦ୍ୱାନ ହେବା ସହ ଦକ୍ଷ ଅର୍ଥନୀତିଜ୍ଞ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ଜଣେ ବ୍ୟକ୍ତି ଜୀବନରେ ଅର୍ଥର ମହତ୍ୱକୁ ସେ ବୁଝିଥିଲେ। ସେ କୁହନ୍ତି, ଧନର ଦେବୀ ଲକ୍ଷ୍ମୀ। ସେ ସ୍ବଭାବରେ ଚଞ୍ଚଳ। ଏଣୁ ଧନର ସଞ୍ଚୟ କରାଯିବା ଉଚିତ।…

ଆଇଫୋନ୍‌ କିଣିବା ପାଇଁ ସତକୁ ସତ ନିଜ କିଡନୀ ବିକିଥିଲେ ଚାଇନାର ଏହି ବ୍ୟକ୍ତି; ଏବେ ଜୀବନମରଣ ସହ କରୁଛନ୍ତି ସଂଘର୍ଷ

ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଆପଲ୍‌ କମ୍ପାନୀ ନୂଆ ଆଇଫୋନ୍‌ ସିରିଜର ଘୋଷଣା କରିଥିଲା। ଏହା ପରେ ସୋସିଆଲ ମିଡିଆରେ ଆଇଫୋନ୍‌ ସହ ଜଡ଼ିତ କିଛି ମେମେ ଭାଇରାଲ ହୋଇଥିଲା। ଏବେ ଆଇଫୋନ୍‌ କିଣିବା ପାଇଁ ଲୋକଙ୍କୁ ନିଜର କିଡନୀ…

ରାଜଧାନୀରୁ ୪୮ ନୂଆ ପଜିଟିଭ୍‌ ଚିହ୍ନଟ: ଲକ୍ଷ୍ମୀସାଗର-ଚନ୍ଦ୍ରଶେଖରପୁର ଅଞ୍ଚଳରୁ ସର୍ବାଧିକ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରୁ କରୋନା ସଂକ୍ରମଣ କମୁଥିବା ଦେଖାଯାଉଛି। ଏହି କ୍ରମରେ ମଙ୍ଗଳବାର ସହରରେ ୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀର ମୋଟ ସଂକ୍ରମିତ ସଂଖ୍ୟା ୩୦,୨୨୭କୁ ବୃଦ୍ଧି ପାଇଛି। ସେଥିରୁ ୨୯୩୫୮ଜଣ ସୁସ୍ଥ…

ଦ୍ୱିପ୍ରହରରେ ଶୋଇଥିଲେ ବୋଲି ଗାଙ୍ଗୁଲିଙ୍କୁ ଏଭଳି ଦଣ୍ଡ ଦେଇଥିଲେ ସଚିନ; ଜାଣିଲେ ହେବେ..

ନୂଆଦିଲ୍ଲୀ,୧୭।୧୧: ବିଗତ ଦିନରେ ଭାରତୀୟ କ୍ରିକେଟ ଟିମ୍‌ର ଦୁଇ ପ୍ରମୁଖ ଖେଳାଳି ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲୀଙ୍କ ଯୋଡ଼ି ବେଶ୍‌ ଲୋକପ୍ରିୟ ଥିଲା। ଦୀର୍ଘଦିନ ଧରି ଉଭୟ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଥିଲେ। ବିରେନ୍ଦ୍ର ସେହଓ୍ବାଗ୍‌ ଆସିବା ପୂର୍ବରୁ ସେମାନେ…

ଏକଦା ସଚିନ ତେନ୍ଦୁଲକରଙ୍କ ଉପରେ ରାଗି ଯାଇଥିଲେ ବାଲ୍‌ ଠାକରେ, କହିଥିଲେ ଏଭଳି..

ନୂଆଦିଲ୍ଲୀ,୧୭।୧୧: ଶିବସେନାର ସଂସ୍ଥାପକ ବାଲ୍‌ ଠାକରେଙ୍କ ଆଜି ଶ୍ରାଦ୍ଧବାର୍ଷିକୀ। ପୁଣେରେ ଜନ୍ମିତ ଠାକରେ ଏକଦା ‘ମହାରାଷ୍ଟ୍ରର ବାଘ’ ନାମରେ ସେ ଚର୍ଚ୍ଚିତ ଥିଲେ। କାରଣ ସ୍ବଭାବରେ ସେ ରାଗି ଥିଲେ। ଏକଦା ସେ ସଚିନ ତେନ୍ଦୁଲକରଙ୍କୁ କଟାକ୍ଷ କରିଥିଲେ। ସେତେବେଳେ ମହାରାଷ୍ଟ୍ରରେ…

ଖୁବ୍‌ଶୀଘ୍ର ଭାରତ ପାଇଁ ଖେଳିବେ ଏହି ଯୁବ ଖେଳାଳି: ଅଗରକର

ନୂଆଦିଲ୍ଲୀ,୧୭।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସିଜନ୍‌ରେ ଟାଇଟଲ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଚଳିତ ବର୍ଷ ଆଇପିଏଲ୍‌ରେ ଅନେକ ଯୁବ ଖେଳାଳି ନିଜର ପ୍ରତିଭା ଦେଖାଇଥିଲେ। ଦେବଦତ୍ତ ପାଟିଲ, ଇଶାନ କିଶନ, ରାହୁଲ ତେବତିୟା, ଶୁଭମନ ଗିଲ ଆଦି ଖେଳାଳି…

ଏକଦା ଦୁହେଁ ଦୁହିଁଙ୍କ ଥିଲେ ଜୀବନ, ଏବେ ମାମୁଁ ଗୋବିନ୍ଦା-କୃଷ୍ଣାଙ୍କ ସମ୍ପର୍କରେ ଫାଟ; କାରଣ ଜାଣିଲେ..

ବମ୍ବେ: ଟେଲିପରଦାର ଲୋକପ୍ରିୟ କମେଡି ଶୋ’ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ରେ ନଜର ଆସିଥାନ୍ତି କୃଷ୍ଣା ଅଭିଷେକ। ସପନା ଭୂମିକାରେ କୃଷ୍ଣାଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥାଏ। ହେଲେ ରବିବାର ପ୍ରସାରିତ ହୋଇଥିବା ଏପିସୋଡ୍‌ରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri