ରାଜ୍ୟରେ କମିବ ମଦ ଦର: ସ୍ପେଶାଲ କୋଭିଡ୍ ଫି’ ୫୦ରୁ ୧୫%କୁ ହ୍ରାସ
ଭୁବନେଶ୍ୱର,୯ା୭(ବ୍ୟୁରୋ)-ରାଜ୍ୟରେ ମଦ ଦର କମିବ। ରାଜ୍ୟ ସରକାର ସ୍ପେଶାଲ କୋଭିଡ୍ ଫି’ ୫୦ ପ୍ରତିଶତରୁ ୧୫ ପ୍ରତିଶତକୁ ଖସାଇ ଦେଇଛନ୍ତି। ବିଭିନ୍ନ ବ୍ରାଣ୍ଡ୍ର(ଏଫ୍ଏମ୍ଏଫ୍ଏଲ୍, ଆଇଏମ୍ଏଫ୍ଏଲ୍, ବିୟର, ଓ୍ବାଇନ, ଆର୍ଟିଡି) ମଦ ଉପରେ ରାଜ୍ୟ ସରକାର ସର୍ବାଧିକ ଖୁଚୁରା ଦର(ଏମ୍ଆର୍ପି) ୧୫ ପ୍ରତିଶତ…
ରାଜ୍ୟରେ ଦିନକରେ ଆରୋଗ୍ୟ ଲାଭକଲେ ରେକର୍ଡ ସଂଖ୍ୟକ: ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର, ୯।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୧୦୦ ଜଣ ରହିଛନ୍ତି। ସେହିପରି ଗଜପତି ୬୭, କଟକ ୪୨, ଯାଜପୁର ୩୨, ଦେବଗଡ଼ ୧୯, କୋରାପୁଟ ୧୮, ଖୋର୍ଦ୍ଧା…
ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଫୋନ, ମେସେଜ ମାମଲା: ବନ୍ଧା ହେଲେ ଆୟୁଷ ନିର୍ଦ୍ଦେଶକ
ଭୁବନେଶ୍ୱର,୯।୭(ବ୍ୟୁରୋ)-ମହିଳା କର୍ମଚାରୀଙ୍କୁ ବାରମ୍ବାର ଅଶ୍ଳୀଳ ଭିଡ଼ିଓ ଓ ମେସେଜ ପଠାଇବା ସହ ଚାକିରି ନେଇଯିବାକୁ ଧମକ ଦେବା ଜଣେ ଓଏଏସ୍ ଅଫିସରଙ୍କୁ ମହଙ୍ଗା ପଡିଛି। ମହିଳା ଥାନା ପୋଲିସ ଗୁରୁବାର ତାଙ୍କୁ ଗିରଫ କରିଛି। ସେ ହେଲେ ଆୟୂଷ ନିର୍ଦ୍ଦେଶକ ବିଭୂପ୍ରସାଦ…
କଟକରେ ବଢ଼ୁଛି କରୋନା କାୟା: ଚିହ୍ନଟ ହେଲେ ନୂଆ ୧୧ ଆକ୍ରାନ୍ତ
କଟକ ଅଫିସ,୯।୭: କଟକ ସହରରେ ଶୁକ୍ରବାର ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଇନ୍ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍ କେସ୍, ୪ ହୋମ୍ କ୍ୱାରାଣ୍ଟାଇନ୍, ୩ ଲୋକାଲ୍ କେସ୍ ରହିଛି। ଫଳରେ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୩ରେ…
୧୮ ପଡ଼ୋଶୀଙ୍କ ସହିତ ରହିଛି ଚାଇନାର ସୀମା ବିବାଦ
ବେଜିଂ, ୯।୭: ଚାଇନାର ସୀମା ବିବାଦ କେବଳ ଭାରତ ସହିତ ନୁହେଁ। ଡ୍ରାଗନ୍ ସହିତ ୧୮ଟି ପଡ଼ୋଶୀ ଦେଶର ଏଭଳି ସ୍ଥଳ ଏବଂ ସାମୁଦ୍ରିକ ସୀମା ବିବାଦ ଜାରି ରହିଛି। ଚାଇନା ପଡ଼ୋଶୀଙ୍କ ଅଞ୍ଚଳ ନିଜ ଦଖଲକୁ ନେବା ଲାଗି ଷଡ଼ଯନ୍ତ୍ର…
ଥମୁନି ସଂକ୍ରମଣ: ପୁଣି ଭୁବନେଶ୍ୱରରେ ଚିହ୍ନଟ ହେଲେ ୩୨ ଆକ୍ରାନ୍ତ; ଅଛି ୧୮ ଲୋକାଲ କେସ୍
ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ୩୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪ କ୍ୱାରାଣ୍ଟାଇନ୍ ମାମଲା ରହିଥିବା ବେଳେ ୧୮ ଲୋକାଲ କେସ୍ ରହିଛି। ସେହିଭଳି ୭ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଅପରାହ୍ନରେ ବିଏମ୍ସି ପକ୍ଷରୁ ଟୁଇଟ୍ କରି…
କାଲିଠୁ ଭୁବନେଶ୍ୱର ଏମ୍ସ୍ ଓପିଡି ବନ୍ଦ
ଭୁବନେଶ୍ୱର,୯।୭(ବ୍ୟୁରୋ): ଶୁକ୍ରବାରଠାରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ ରହିବ ବୋଲି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି। କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁ ଓପିଡ଼ି ବନ୍ଦ ରହିବ। କିଛି କର୍ମଚାରୀ କରୋନା ପଜିଟିଭ୍ ଆସିଥିବାରୁ ଅଭାବ ଦେଖାଦେଇଛି। ଆଉ କିଛି…
୪୪ ଏମ୍ପି, ୧୪୩ ବିଧାୟକଙ୍କ ନାମରେ ଆପରାଧୀକ ମାମଲା
ଲକ୍ଷ୍ନୌ, ୯।୭: ଦେଶରେ ଆପରାଧୀକ ମାମଲାରେ ଶୀର୍ଷରେ ଉତ୍ତରପ୍ରଦେଶ ରହିଛି। ରାଜ୍ୟର ମୋଟ ୪୦୩ ବିଧାୟକଙ୍କ ମଧ୍ୟରୁ ୧୪୩ଜଣଙ୍କ ନାମରେ ଏକାଧିକ ଆପରାଧୀକ ମାମଲା ରହିଛି। ସେହିପରି ୮୦ ଏମ୍ପିଙ୍କ ମଧ୍ୟରୁ ୪୪ ଜଣଙ୍କ ନାମରେ ବିଭିନ୍ନ ମାମଲା ରହିଛି। ମୁଖ୍ୟମନ୍ତ୍ରୀ…
CORONAVIRUS UPDATE: ରାଜ୍ୟରେ ୧୧ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୯।୮(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ଭୟଙ୍କର ହେବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ପୁଣି ୫୭୭ ପୁଣି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାରକୁ ଟପିଛି। ନୂଆ ଚିହ୍ନଟ ହୋଇଥିବା…
ଭୁବନେଶ୍ୱର ଜମି ଉପରେ ନଜର ରଖିବ ‘ବ୍ଲୁଇସ୍’
ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜଧାନୀରେ ଥିବା ବହୁମୂଲ୍ୟ ସରକାରୀ ଜମିକୁ ଜଗିବ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍ ଇଣ୍ଟେଲିଜେନ୍ସ ସିଷ୍ଟମ(ବ୍ଲୁଇସ୍)। ଏହା ଏକ ଓ୍ବେବ୍ ଓ ମୋବାଇଲ ଆପ୍ ଆଧାରିତ ବ୍ୟବସ୍ଥା। ଉଚ୍ଚ ଶକ୍ତିସମ୍ପନ୍ନ ଉପଗ୍ରହ ଚିତ୍ର ମାଧ୍ୟମରେ ଭୁବନେଶ୍ୱର ଅଞ୍ଚଳର ସମସ୍ତ ସରକାରୀ ଜମିକୁ…
ଅକ୍ଟୋବର ୨ରୁ ସବୁ ସରକାରୀ ସେବା ଅନ୍ଲାଇନ
ଭୁବନେଶ୍ୱର,୮ା୭(ବ୍ୟୁରୋ)- ରାଜଧାନୀରେ ଥିବା ବହୁମୂଲ୍ୟ ସରକାରୀ ଜମିକୁ ଜଗିବ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍ ଇଣ୍ଟେଲିଜେନ୍ସ ସିଷ୍ଟମ(ବ୍ଲୁଇସ) । ଏହା ଏକ ଓ୍ବେବ୍ ଓ ମୋବାଇଲ ଆପ ଆଧାରିତ ବ୍ୟବସ୍ଥା। ଉଚ୍ଚ ଶକ୍ତିସମ୍ପନ୍ନ ଉପଗ୍ରହ ଚିତ୍ର ମାଧ୍ୟମରେ ଭୁବନେଶ୍ୱର ଅଞ୍ଚଳରେ ଥିବା ସମସ୍ତ…
୧୫ ନେତାଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ
ଭୁବନେଶ୍ୱର,୮ା୭(ବ୍ୟୁରୋ)-ବିଜୁ ଜନତା ଦଳର ସାଂଗଠନିକ ସ୍ତରରେ ପୁଣି ଏକ ଅଦଳ ବଦଳ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହିତ ବିଭିନ୍ନ ଦାୟିତ୍ୱ ବଣ୍ଟନ…

