୮ ଲକ୍ଷ ଟପିଲା ସଂକ୍ରମଣ
ନୂଆଦିଲ୍ଲୀ,୧୧ା୭: ଭାରତରେ କରୋନା ସଂକ୍ରମଣ ଶୁକ୍ରବାର ୮ ଲକ୍ଷ ଟପିଥିବାବେଳେ ମୃତ୍ୟୁସଂଖ୍ୟା ୨୧,୭୨୪ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୫୦୬ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୪୭୫ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୧,୨୮୬…
କୁଚିଣ୍ଡା ବିଇଓଙ୍କୁ ବାଟରୁ ଉଠାଇ ନେଲା ଭିଜିଲାନ୍ସ
ସମ୍ବଲପୁର/କୁଚିଣ୍ଡା, ୧୦।୭ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ) ପ୍ରଫୁଲ୍ଲ କୁମାର ନାୟକଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ହେଲେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ…
ରାଜ୍ୟରେ ରେକର୍ଡ: ଆଜି ସର୍ବାଧିକ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୧୦।୭(ବ୍ୟୁରୋ)-ରାଜ୍ୟରେ ରେକର୍ଡ। ଶୁକ୍ରବାର ସର୍ବାଧିକ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୧୮୫ ଜଣ ଥିବାବେଳେ ରାୟଗଡାରୁ ୮୫, ବଲାଙ୍ଗୀରରୁ ୪୫, କଟକରୁ ୩୨, ମାଲକାନଗିରିରୁ ୩୦, ବରଗଡରୁ ୨୪, ସୁନ୍ଦରଗଡ଼ରୁ ୨୪,…
୪୮ ଘଣ୍ଟା ପାଇଁ ବନ୍ଦ ରହିବ ପୋଲିସ ସେବା ଭବନ
ଭୁବନେଶ୍ୱର,୧୦।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ପୋଲିସ ସେବା ଭବନ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏ ନେଇ କମିଶନରେଟ ପୋଲିସ…
ରାଜଧାନୀରେ ପୁଣି ୪୫ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୦।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ଶୁକ୍ରବାର ପୁଣି ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫ ଜଣ ଚିହ୍ନଟ ହୋଇଥିବାବେଳେ ୧୦ଟି…
ବିଧାନସଭା ଶଟ୍ଡାଉନ୍
ଭୁବନେଶ୍ୱର,୧୦।୭(ବ୍ୟୁରୋ): ଦିନକ ପାଇଁ ବିଧାନସଭାକୁ ଶୁକ୍ରବାର ଶଟ୍ଡାଉନ୍ ଘୋଷଣା କରାଯାଇଛି। ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଏ ନେଇ ସମସ୍ତ ବୈଠକଗୁଡ଼ିକୁ ବାତିଲ କରାଯାଇଛି। ନୀଳଗିରି ବିଧାୟକ ପଜିଟିଭ୍ ପରେ ବୈଠକରେ…
ଆଉ ୪ ମୁଣ୍ଡ ନେଲା କରୋନା: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି
ଭୁବନେଶ୍ୱର, ୧୦।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ୭୫୫ ଚିହ୍ନଟ ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗଞ୍ଜାମ ଜିଲାର। ଫଳରେ ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି…
CORONAVIRUS UPDATE: ଆଜି ରେକର୍ଡ ସଂଖ୍ୟକ ୭୫୫ କରୋନା ପଜିଟିଭ୍ ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ରେ ପହଞ୍ଚିଲା
ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ରେକର୍ଡ ସଂଖ୍ୟକ ୭୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ରେ ପହଞ୍ଚତ୍ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନାରୁ…
ମାଓବାଦୀ ଅପରେଶନ: ୫ ଜିଲାକୁ ମିଳିବନି ଅନୁଦାନ
କଟକ ଅଫିସ,୧୦ା୭: ରାଜ୍ୟର ୫ଟି ଜିଲାରେ ମାଓବାଦୀ ଦମନ ପାଇଁ ଆଉ ସ୍ବତନ୍ତ୍ର ସରକାରୀ ଅନୁଦାନ ମିଳିବ ନାହିଁ। ଶୁକ୍ରବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଏ ନେଇ ସୂଚନା ଦେଇଛନ୍ତି। ଟୁଇଟ୍ରେ ପ୍ରକାଶ କରିଛନ୍ତି, ଯେ, ବାମପନ୍ଥୀ ଉଗ୍ରବାଦ (LWE)…
ମୋଷ୍ଟଓ୍ବାଣ୍ଟେଡ୍ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଏନ୍କାଉଣ୍ଟରରେ ନିହତ!
ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହେବାର ଗୋଟିଏ ଦିନ ପରେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଉତ୍ତର ପ୍ରଦେଶ ପୋଲିସ ମଧ୍ୟପ୍ରଦେଶର ଉଜ୍ଜୈନରୁ ବିକାଶକୁ ନେଇ କାନପୁର ଅଭିମୁଖେ ଯାଉଥିବାବେଳେ ଖସି ପଳାଇବାକୁ ଉଦ୍ୟମ କରିଥିଲେ…
ଭାରତରେ ସୁଧୁରୁଛି ଆର୍ଥତ୍କ ସ୍ଥିତି
ଲଣ୍ଡନ, ୧୦ା୭(ପି.ଟି.):କୋଭିଡ୍-୧୯ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିରୁ ମୁକିଳିବା ପାଇଁ ବିଭିନ୍ନ ଦେଶ ଉଦ୍ୟମ ଚଳାଇଥିବାବେଳେ ଭାରତରେ ସ୍ଥିତି ସୁଧୁରୁଥିବାର ସକାରାତ୍ମକ ଚିତ୍ର ଦେଖିବାକୁ ମିଳିଛି। ବିଶ୍ୱ ଅର୍ଥନୀତିକୁ ସୁଧାରିବାରେ ଭାରତ ପ୍ରମୁଖ ଭୂମିକା…
କାଲି ପ୍ରକାଶ ପାଇବ ଆଇସିଏସ୍ଇ ଦଶମ, ଆଇଏସ୍ସି ଦ୍ୱାଦଶ ରେଜଲ୍ଟ
ଭୁବନେଶ୍ୱର, ୯।୭(ବ୍ୟୁରୋ): ଆସନ୍ତା ଶୁକ୍ରବାର ଆଇସିଏସ୍ଇ ଦଶମ, ଆଇଏସ୍ସି ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବ। ଅପରାହ୍ନ ୩ଟାରେ ରେଜଲ୍ଟ ବାହାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆଇସିଏସ୍ଇ ଏବଂ ଆଇଏସ୍ସି ଓ୍ବେବ୍ସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ। ମୋବାଇଲରେ ଏସ୍ଏମ୍ଏସ୍ ମାଧ୍ୟମରେ…

