Home Middle

ଅନଲାଇନ୍‌ କ୍ଲାସର ବାସ୍ତବଚିତ୍ର: ପାହାଡ ଉପରେ ଚାଲିଛି ଛାତ୍ରୀଛାତ୍ରଙ୍କ ପାଠପଢା

ହରଭଙ୍ଗା, ୧୬ା୯( ଡି.ଏନ.ଏ.)-ମହାମାରୀ କରୋନା କଟକଣା ପାଇଁ ସ୍କୁଲ କଲେଜ ବନ୍ଦ ରହିଛି। ସରକାର ଅନ୍‌ଲାଇନ୍‌ କ୍ଲାସ ଜରିଆରେ ପିଲାଙ୍କୁ ଶିକ୍ଷାଦାନ କରାଉଛନ୍ତି। ହେଲେ ଅନ୍‌ ଲାଇନ୍‌ କ୍ଲାସ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟ ପୂରଣ କରିପାରୁ ନ ଥିବା ଅଭିଯୋଗ ହୋଉଛି। ଏହାର…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୧୨୧ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୬।୯(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୪୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୫୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୪୪୦, ପୁରୀରୁ ୨୭୫, ଯାଜପୁରରୁ ୨୭୨, ନୂଆପଡ଼ାରୁ ୨୬୮, ଅନୁଗୋଳରୁ ୧୮୭, ବରଗଡ଼ରୁ ୧୮୧, ଢେଙ୍କାନାଳରୁ ୧୫୦,…

ଭାରତୀୟ ଔଷଧ କମ୍ପାନୀକୁ ୧୦ କୋଟି କରୋନା ଟିକା ଯୋଗାଇବ ରୁଷିଆ

ମସ୍କୋ,୧୬।୯-କରୋନା ମୁକାବିଲା ପାଇଁ ରୁଷିଆ ଭାରତକୁ ୧୦ କୋଟି ସ୍ପୁଟନିକ-ଭି ଟିକା ଯୋଗାଇ ଦେବ। ଏହି ଟିକା ଭାରତର ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀ ଲାବୋରେଟୋରିକୁ ମିଳିବ। ଏ ନେଇ ରୁଷିଆର ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ସହ ଭାରତର ଚୁକ୍ତି…

ଭୁବନେଶ୍ୱରରୁ ଆଜି ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୬।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୭୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୮୬ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

୩୦ ସେପ୍ଟେମ୍ବରରେ ବାବରୀ ମସଜିଦ୍‌ ଭଙ୍ଗା ରାୟ: ଆଡ଼ଓ୍ବାଣୀ-ଯୋଶୀଙ୍କୁ ଉପସ୍ଥିତ ରହିବାକୁ ନୋଟିସ୍‌

ନୂଆଦିଲ୍ଲୀ, ୧୬।୯: ବାବରୀ ମସଜିଦ୍‌ ଭଙ୍ଗା ମାମଲାର ରାୟ ସେପ୍ଟେମ୍ବର ୩୦ରେ ଆସିବ। ଏନେଇ ଲକ୍ଷ୍ନୌସ୍ଥିତ ସ୍ପେଶାଲ ସିବିଆଇ କୋର୍ଟ ପକ୍ଷରୁ ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ବିନୟ କଟିଆର, ମହନ୍ତ ନୃତ୍ୟ ଗୋପାଳ ଦାସ, ସାଧ୍ୱୀ…

୬ ମାସ ମଧ୍ୟରେ ଏଲ୍‌ଏସିରେ ହୋଇନି ଅନୁପ୍ରବେଶ: ଏଲ୍‌ଓସିରେ ୪୭ ଥର ଅନୁପ୍ରବେଶ ଉଦ୍ୟମ ପଣ୍ଡ

ନୂଆଦିଲ୍ଲୀ, ୧୬।୯: ଗତ ୬ ମାସ ମଧ୍ୟରେ ଏଲ୍‌ଏସି କୌଣସି ଅନୁପ୍ରବେଶ ଘଟଣା ଘଟିନାହିଁ। ଏସମ୍ପର୍କରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାରରେ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସଭାରେ ଏଭଳି ସୂଚନା ଦେଇଛନ୍ତି। ଭାରତ ଚାଇନା ସୀମାରେ ଉତ୍ତେଜନା ଲାଗି…

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌, ବିଭିନ୍ନ ବନ୍ୟାଞ୍ଚଳ କରିବେ ପରିଦର୍ଶନ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଟିମ୍‌ ବୁଧବାର ଭୁବନେଶ୍ୱରେ ପହଞ୍ଚିଛନ୍ତି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଏଲ୍‌ଡବ୍ଲ୍ୟୁଇ)ର ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଏହି କେନ୍ଦ୍ରୀୟ ଟିମ ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।…

ଏଲ୍‌ଏସିରେ ୧୧ ଦିନରେ ୪ ଥର ଗୁଳି ବିନିମୟ

ନୂଆଦିଲ୍ଲୀ, ୧୬।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଗତ ୧୧ ଦିନ ମଧ୍ୟରେ ଏଲ୍‌ଏସିରେ ୪ ଥର ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ୨୯ରେ ପୋଙ୍ଗଙ୍ଗ୍‌ର ଦକ୍ଷିଣ ଅଞ୍ଚଳର ଚୁଶୁଲରେ ଚାଇନା ସୈନ୍ୟ ସୀମାର ଉଲ୍ଲଂଘନ କରିଥିଲେ।…

CORONAVIRUS UPDATE, ଆଜି ରାଜ୍ୟରେ ପୁଣି ୪୨୭୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୬।୯(ବ୍ୟୁରୋ): ରାଜ୍ୟରେ ପୁଣି ୪୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୭୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୭୯୨ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ…

ସଂସଦରୁ ରାଜରାସ୍ତା: ୩ ଅଧ୍ୟାଦେଶ ବିରୋଧରେ ଅନ୍ନଦାତାଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୬।୯: ସଂସଦରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଅନ୍ନଦାତାମାନେ ପ୍ରଦର୍ଶନ ଜାରି ରଖିଛନ୍ତି। ୩ ଅଧ୍ୟାଦେଶକୁ ବିରୋଧ କରି ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ଆଦି ୪ ରାଜ୍ୟର ଚାଷୀମାନେ ପ୍ରଦର୍ଶନ କରୁଛନ୍ତି। ଭାରତୀୟ କିଷାନ ୟୁନିୟନ(ଭିକେୟୁ) ପକ୍ଷରୁ…

କରୋନା: ଓଡ଼ିଶାରେ ମୃତ୍ୟୁ ହାର ଜାତୀୟଠୁ କମ୍‌

ଭୁବନେଶ୍ୱର, ୧୬।୯ (ବ୍ୟୁରୋ) :ରାଜ୍ୟରେ କରୋନାସ୍ଥିତି ଅଣାୟତ୍ତ ସ୍ଥିତିରେ ରହିଛି। ସଂକ୍ରମଣ ସହ ମୃତ୍ୟୁ ମଧ୍ୟ ବଢ଼ୁଛି। ଶେଷ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୩,୬୪୫ଜଣ ସଂକ୍ରମିତ ହୋଇଥିବାବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁ…

ଚମ୍ବଲ ନଦୀରେ ଓଲଟିଲା ଡଙ୍ଗା: ଚାହୁଁ ଚାହୁଁ ବୁଡ଼ିଗଲେ ଯାତ୍ରୀ

ଜୟପୁର, ୧୬।୯: ରାଜସ୍ଥାନରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ବୁନ୍ଦି ଅଞ୍ଚଳର ଚନ୍ଦା ଖୁର୍ଦଠାରେ ଥିବା ଚମ୍ବଲ ନଦୀରେ ଏକ ଡଙ୍ଗାରେ ଯାତ୍ରୀମାନେ ଏକୂଳରୁ ସେ କୂଳକୁ ଯାଉଥିବା ସମୟରେ ଅଧାବାଟରେ ଏହା ଓଲଟି ପଡ଼ିଥିଲା। ଲଗାତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?