Home Middle

ପୁରୁଷ ହକି ଦଳର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ, କହିଲେ ଖେଳାଳିଙ୍କ ପ୍ରଦର୍ଶନ ନେଇ ଗର୍ବିତ…

ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଦଳ ଫାଇନାଲରୁ ବାହାର ହେବା ସହିତ ଗୋଲ୍ଡ ଏବଂ ସିଲିଭର୍‌ ପଦକ ଆଶା ଧୁଳିସାତ୍‌ ହୋଇଛି। ହକିରେ ଟିମ ଇଣ୍ଡିଆର ପରାଜୟ ପରେ କୋଟି କୋଟି…

ଦୈନିକ ସଂକ୍ରମଣ ୪୦ ହଜାରରୁ କମ୍‌, ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୬ ଦିନ ଧରି ଦୈନିକ ସଂକ୍ରମଣ ୪୦ରୁ ଅଧିକ ରହିବା ପରେ ଏହା ପୁଣି…

ପୁରୁଷ ହକିରେ ଭାରତର ବ୍ରୋଞ୍ଜ ପଦକ ଆଶା…

ଟୋକିଓ/ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଭାରତର ଗୋଲ୍ଡ ଏବଂ ସିଲିଭର୍‌ ପଦକ ଆଶା ଧୁଳିସାତ୍‌ ହୋଇଛି। ତେବେ ବ୍ରୋଞ୍ଜ ପଦକ ଆଶା ରହିଛି। ଏହି ମ୍ୟାଚରେ ଭାରତ ଦୁଇଟି ଗୋଲ ସ୍କୋର…

ଏୟାରପୋର୍ଟ ତଳେ ଅତ୍ୟାଧୁନିକ ନିର୍ମାଣ

ନୂଆଦିଲ୍ଳୀ, ୩ା୮: ଜିନଜିଆଙ୍ଗ ପ୍ରାନ୍ତ ନିକଟ ତାଶକୁରଗାନ୍‌ଠାରେ ଚାଇନା ନିର୍ମାଣ କରୁଥିବା ବିମାନବନ୍ଦରକୁ ମଧ୍ୟ ଏସିଆରେ ଆଧିପତ୍ୟ ବିସ୍ତାର ଲକ୍ଷ୍ୟରେ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯୋଜନା କରିଛି। ନିର୍ମାଣାଧୀନ ଏହି ବିମାନବନ୍ଦର ତଳେ ଚାଇନା ସୁରକ୍ଷିତ ଅତ୍ୟାଧୁନିକ ଅଣ୍ଡରଗ୍ରାଉଣ୍ଡ ବ୍ୟବସ୍ଥା…

୩ ଦିନରେ ଶେଷ ହେବ ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର,୨।୮(ବ୍ୟୁରୋ): ଅଗଷ୍ଟ ୧୧ରୁ ଆରମ୍ଭ ହେବ ଅଫ୍‌ଲାଇନ ମାଟ୍ରିକ ପରୀକ୍ଷା ଖାତା ଦେଖା । ଆଉ ୩ ଦିନ ମଧ୍ୟରେ ଶେଷ ହେବ ଏହି କାର୍ଯ୍ୟ। ୭ ଜିଲାର ୯ଟି କେନ୍ଦ୍ରରେ ପ୍ରାୟ ୧୫ ଶହ ପରୀକ୍ଷାର୍ଥୀଙ୍କ ଖାତା ଦେଖାହେବ ବୋଲି…

ବଳାତ୍କାରୀଙ୍କୁ ବିବାହ ପାଇଁ ପୀଡ଼ିତାଙ୍କ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୨।୮: ବଳାତ୍କାର କରିଥିବା ପୂର୍ବ ପାଦ୍ରୀଙ୍କୁ ବିବାହ ପାଇଁ ପୀଡ଼ିତାଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ହୋଇଥିବା ଏକ ଆବେଦନ ଖାରଜ ହୋଇଯାଇଛି। କେରଳର କୋଟିୟୁରରେ ବାସ କରୁଥିବା ପୀଡିତା ତାଙ୍କୁ ବଳାତ୍କାର କରିଥିବା ପୂର୍ବତନ ପାଦ୍ରୀଙ୍କୁ ବିବାହ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଥିଲେ।…

ଖୋଲିବ ମା’ ବିରଜାଙ୍କ ମନ୍ଦିର

ଯାଜପୁର ଅଫିସ,୨ା୮: ପ୍ରାୟ ୩ ମାସର ବ୍ୟବଧାନ ପରେ ଯାଜପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ମଙ୍ଗଳବାରଠାରୁ ଖୋଲିବ। ଏନେଇ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। ଜିଲାପାଳ କହିଛନ୍ତି,‘କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ଭକ୍ତମାନେ ମନ୍ଦିର…

ଜମି ପାଇଁ ଅଟକି ରହିଛି ୧୭ ଜବାହର ନବୋଦୟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ…

ନୂଆଦିଲ୍ଲୀ, ୨।୮: ଆବଶ୍ୟକ ଜମି ନ ମିଳିବାରୁ ୧୭ ଜବାହର ନବୋଦୟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଲୋକ ସଭାରେ ସୋମବାର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକ ସଭାରେ ରତନ ସିଂ ମାଗନ ସିଂ ରାଠୋରଙ୍କର ଏକ…

ବିଚାରପତିଙ୍କୁ ହତ୍ୟା ମାମଲାରେ ୫୩ ହୋଟେଲରେ ଚଢ଼ାଉ, ୧୭ ଗିରଫ…

ରାଞ୍ଚି,୨।୮: ଝାଡ଼ଖଣ୍ଡର ଧାନବାଦରେ ଅଟୋ ଧକ୍କା କରି ଅତିରିକ୍ତ ଜିଲା ବିଚାରପତି ଉତ୍ତମ ଆନନ୍ଦଙ୍କ ହତ୍ୟା ଘଟଣାରେ ଏସ୍‌ଆଇଟି ଟିମ୍‌ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଇତିମଧ୍ୟରେ ୫୩ ହୋଟେଲରେ ଚଢ଼ାଉ କରାଯିବା ସହିତ ୧୭ ଜଣଙ୍କୁ ଗିରଫ କରାଯାଇଛି। ଏସ୍‌ଆଇଟି…

ମଶା ନେଇଛି ୫୪ ମୁଣ୍ଡ

ଅନୁଗୋଳ ଅଫିସ, ୨ା୮: ମଶାଜନିତ ରୋଗରେ ଯାଉଛି ମଣିଷ ଜୀବନ। କେତେବେଳେ ମଶା ମ୍ୟାଲେରିଆର ବାହାକ ସାଜୁଛି ତ କେବେ ଡେଙ୍ଗୁ ରୋଗରେ ଆକ୍ରାନ୍ତ କରୁଛି। ଗତ ୧୦ ବର୍ଷ ମଧ୍ୟରେ ଅନୁଗୋଳ ଜିଲାରେ ଏହି ଦୁଇ ରୋଗରେ ମୋଟ୍‌ ୫୪…

କେନ୍ଦ୍ର ଟାର୍ଗେଟରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ, ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ,୨।୮: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ବିରୋଧି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ…

ପାକିସ୍ତାନରେ ମାସୁଦ୍‌ ଆଝାର, ୨ଟି ଲୁଚିବାସ୍ଥଳର ପର୍ଦ୍ଦାଫାଶ୍‌…

ଇସଲାମାବାଦ୍‌,୨।୮: ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଜହର ପାକିସ୍ତାନରେ ସୁରକ୍ଷିତ ଭାବେ ଲୁଚି ବସିଛନ୍ତି। ତାଙ୍କର ୨ଟି ଲୁଚିବାସ୍ଥଳର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ତାଙ୍କ ଲୁଚିବାସ୍ଥଳରେ ପାକିସ୍ତାନୀ ସୈନ୍ୟଙ୍କ କଡ଼ା ପହରା ରହିଛି। ପାକିସ୍ତାନର ପୋଶ କ୍ଷେତ୍ରର ବାହାୱାଲପୁର ସହରରେ ଥିବା ହାଇକୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?