ଏସବୁ ଜିଲାରେ ବସ୍ ଚଳାଚଳକୁ ଅନୁମତି
ଭୁବନେଶ୍ୱର,୩୦ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଟିକେ ହ୍ରାସ ପାଉଥିବାରୁ ଅନଲକ୍ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ଆପଣାଇଥିଲେ। ରାଜ୍ୟର ସମସ୍ତ ଜିଲାକୁ ୨ ଭାଗରେ ବିଭକ୍ତ କରାଯାଇଥିଲା। ପୂର୍ବପରି ଏଥର ମଧ୍ୟ ସମସ୍ତ ଜିଲାକୁ କାଟାଗୋରୀ‘ଏ’ ଓ କାଟାଗୋରୀ ‘ବି’ରେ…
ଜୁଲାଇ ୧୬ ପର୍ଯ୍ୟନ୍ତ ଆଂଶିକ ଲକ୍ଡାଉନ୍, ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ବନ୍ଦ
ଭୁବନେଶ୍ୱର,୩୦ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଟିକେ ହ୍ରାସ ପାଉଥିବାରୁ ଅନଲକ୍ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ଆପଣାଇଥିଲେ। ରାଜ୍ୟର ସମସ୍ତ ଜିଲାକୁ ୨ ଭାଗରେ ବିଭକ୍ତ କରାଯାଇଥିଲା। ପୂର୍ବପରି ଚଳିତଥର ମଧ୍ୟ ସମସ୍ତ ଜିଲାକୁ କାଟାଗୋରୀ‘ଏ’ ଓ କାଟାଗୋରୀ ‘ବି’ରେ…
ପୁରୁଷଙ୍କ ତୁଳନାରେ କମ୍ ମହିଳା ନେଉଛନ୍ତି ଟିକା
ନୂଆଦିଲ୍ଲୀ,୩୦।୬: ଭାରତରେ କରୋନା ବିରୋଧ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଭାବେ ଥିବା ଟିକାକରଣ ଅଭିଯାନ ଜାନୁଆରୀ ୧୬ରୁ ଆରମ୍ଭ ହୋଇଛି। କିନ୍ତୁ ଜୁନ ୨୧ରୁ ଏହି ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଜୁନ ୧୨ରୁ ଜୁନ ୨୯ମଧ୍ୟରେ କାନାଡାର ମୋଟ ଜନସଂଖ୍ୟା ଅପେକ୍ଷା…
ଜଳନ୍ତା ଗ୍ରହପିଣ୍ଡ ପୃଥିବୀ ମୁହାଁ, ଜୁଲାଇ ୧ରେ କରିବ ଅତିକ୍ରମ…
ଓ୍ବାଶିଂଟନ୍,୩୦।୬: ବିରାଟ ଜଳନ୍ତା ଗ୍ରହପିଣ୍ଡ ପୃଥିବୀମୁହାଁ ହୋଇଛି। ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଏହା ମାଡ଼ି ଆସୁଛି। ଜୁଲାଇ ୧ରେ ଏହା ପୃଥିବୀର କକ୍ଷ ପଥର ନିକଟରେ ଅତିକ୍ରମ କରିବ ବୋଲି ନାସାର ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହାକୁ ୨୦୨୧…
୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ…
ନୂଆଦିଲ୍ଲୀ,୩୦।୬: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ କରିବାକୁୂ ଘୋଷଣା କରିଛନ୍ତି। ପୂର୍ବରୁ ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ଉଡ଼ାଣକୁ ବନ୍ଦ କରାଯିବା ଲାଗି…
ତାଲିବାନ୍କୁ ଆମେରିକାର ନାଲି ଆଖି, ହିଂସା ବନ୍ଦ ନ କଲେ ଆକାଶରୁ ହେବ ବୋମା ମାଡ଼…
କାବୁଲ୍,୩୦।୬: ଆଫଗାନିସ୍ତାନରେ ମୁତୟନ ଥିବା ଆମେରିକାର ଶୀର୍ଷ କମାଣ୍ଡର ଅଷ୍ଟିନ୍ ସ୍କଟ୍ ମିଲର ତାଲିବାନ୍ ଆତଙ୍କବାଦୀ ସଂଗଠନକୁ ନାଲି ଆଖି ଦେଖାଇଛନ୍ତି। ଦେଶରେ ହିଂସା ବନ୍ଦ ନ କଲେ ଆକାଶରୁ ହେବ ବୋମା ମାଡ଼ କରାଯିବ ବୋଲି ଧମକ ଦିଆଯାଇଛି। ବିଭିନ୍ନ…
ଖୁସି ଖବର, ଡେଲ୍ଟା-ଆଲ୍ଫା ଭାରିଆଣ୍ଟ୍ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି କୋଭାକ୍ସିନ୍…
ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍ ଡେଲ୍ଟା( ବି-୧-୬୧୭) ଏବଂ ଆଲ୍ଫା( ବି-୧-୧-୭)…
କେତେ ଟଙ୍କା କ୍ଷତି ପୂରଣ ଦିଆଯିବ ନିଶ୍ଚିତ କରନ୍ତୁ ସରକାର, ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ..
ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଅନୁକମ୍ପାମୂଳକ ଆର୍ଥିକ ସହାୟତା କେତେ ଟଙ୍କା ଦିଆଯିବ…
ପୁଣି ଏୟାରଫୋର୍ସ ଷ୍ଟେଶନ ନିକଟରେ ୨ ଡ୍ରୋନ୍…
ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀରର କାଲୁଚକ ଏବଂ କୁଞ୍ଜଓ୍ବାନି ଅଞ୍ଚଳରେ ଏୟାରଫୋର୍ସ ଷ୍ଟେଶନର ୧୦ କିିଲୋମିଟର ପରିଧି ମଧ୍ୟରେ ବୁଧବାର ଭୋର୍ ସମୟରେ ପୁଣି ୨ଟି ଡ୍ରୋନ୍ ଉଡ଼ିବୁଲୁଥିବାର ଦେଖିବାକୁ ମିଳିଛି। କାଲୁଚକଠାରେ ଭୋର୍ ୪ଟା ୪୦ରେ ପ୍ରଥମ ଡ୍ରୋନ୍ ଦେଖାଯାଇଥିଲା। ସେହିପରି କୁଞ୍ଜଓ୍ବାନି…
‘ଓକେ ଗୁଗଲ’ କଥା ଶୁଣୁଛନ୍ତି କମ୍ପାନୀ କର୍ମଚାରୀ…
ନୂଆଦିଲ୍ଲୀ,୩୦।୬: ତଥ୍ୟ ଗୋପନୀୟତା ଏବଂ ସୁରକ୍ଷା ବୈଠକରେ ଗୁଗଲ ପକ୍ଷରୁ ଏକ ବଡ଼ ସୂଚନା ପ୍ରଦାନ କରାଯାଇଛି। ଓକେ ଗୁଗଲ କହି ପଚରା ଯାଉଥିବା ପ୍ରଶ୍ନର ରେକର୍ଡିଂକୁ କମ୍ପାନୀର କର୍ମଚାରୀ ଶୁଣି ପାରିବେ ବୋଲି ଗୁଗଲ କହିଛି। ଗୁଗଲ ଆସିଷ୍ଟାଣ୍ଟ୍କୁ ପଚରା…
ଦୈନିକ ମୃତ୍ୟୁ ସଂଖ୍ୟା କମିଲା, ପୁଣି ବଢ଼ିଲେ ନୂଆ ଆକ୍ରାନ୍ତ …
ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୯ ଶହରୁ କମ୍ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ି ୪୫ ହଜାର ୯୫୧ ରେ…
ଟୁଇଟରକୁ ପ୍ରଶ୍ନ: କାହିଁକି ବନ୍ଦ କରିଥିଲ କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ,୨୯।୬: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ବିରୋଧୀ ଏମ୍ପି ଶଶି ଥରୁରଙ୍କ ଆକାଉଣ୍ଟକୁ କାହିଁକି ଲକ୍ କରାଯାଇଥିଲା? ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟୁଇଟରକୁ ଉପରୋକ୍ତ ପ୍ରଶ୍ନ କରିଛି କଂଗ୍ରେସ ନେତା ଥରୁରଙ୍କ ନେତୃତ୍ୱାଧୀନ ସୂଚନା ଓ…

