Home Middle

‘ପିଲାଙ୍କ ସ୍ବପ୍ନ ସାକାର ହେଲେ ନବୀନ ଓଡ଼ିଶାର ଲକ୍ଷ୍ୟ ପୂରଣ ସମ୍ଭବ’

ଭୁବନେଶ୍ୱର,୨୨।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ରାଜ୍ୟ ସରକାରଙ୍କ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ ସ୍କୁଲର ରୂପାନ୍ତରଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଛି। ସେଥିମଧ୍ୟରୁ ୧୦ ସ୍କୁଲକୁ ଶନିବାର ମୁଖ୍ୟମନ୍ତ୍ରୀ ଲୋକାର୍ପଣ…

ତାଲିବାନ୍‌ କବଳରୁ ୧୫୦ ଭାରତୀୟ ମୁକ୍ତ

କାବୁଲ/ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୮: ଆମେ କାହାକୁ କିଛି କରିବୁ ନାହିଁ। କେହି ଆତଙ୍କିତ ହେବା ଦରକାର ନାହିଁ ବୋଲି ଡିଣ୍ଡିମ ପିଟୁଥିବା ତାଲିବାନ୍‌ର ବର୍ବର ଚେହେରା ଶନିବାର ଆଫଗାନିସ୍ତାନ ରାଜଧାନୀ କାବୁଲରେ ଦେଖିବାକୁ ମିଳିଛି। ଆଫଗାନିସ୍ତାନରେ ବସବାସ କରୁଥିବା ହିନ୍ଦୁ ଓ ଶିଖ୍‌ ସମୁଦାୟର…

ଆଫଗାନ୍‌ ଝିଅଙ୍କ ଚିଠି ଶେୟାର କଲେ

ଲସ୍‌ ଏଞ୍ଜେଲସ୍‌,୨୨।୮: ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଯୋଗଦେଇଛନ୍ତି। ନିଜର ପ୍ରଥମ ପୋଷ୍ଟରେ ସେ କହିଛନ୍ତି, ମୌଳିକ ମାନବାଧିକାର ପାଇଁ ଲଢ଼େଇ କରୁଥିବା ଲୋକଙ୍କ ସ୍ବର ଉଠାଇବା ଲାଗି ଏହାକୁ ସେ ବ୍ୟବହାର କରିବେ, ଯାହାଙ୍କ…

ତାଲିବାନ୍‌ ପାଇଁ ଆର୍ଥିକ ଚ୍ୟାଲେଞ୍ଜ

କାବୁଲ,୨୨।୮: ତାଲିବାନ୍‌ର କାବୁଲ ଦଖଲ ପରେ ପ୍ରଥମ ଥର ପାଇଁ ରାଜଧାନୀରେ ପାଦ ଥାପିଛନ୍ତି ଆତଙ୍କବାଦୀ ସଙ୍ଗଠନର ସହପ୍ରତିଷ୍ଠାତା ତଥା ଉପନେତା ମୁଲ୍ଲା ଅବ୍‌ଦୁଲ ଗନି ବରାଦର। ଦୀର୍ଘ ୨୦ ବର୍ଷ ଧରି ନିର୍ବାସନରେ ଥିବା ବରାଦର ଗତ ବୁଧବାର କାତାରରୁ…

କାବୁଲ ଉପରେ ବିଶ୍ୱ ନଜର

କାବୁଲ/ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୮: ତାଲିବାନ୍‌ର କାବୁଲ ଦଖଲ ପରେ ସବୁଠି ଆତଙ୍କର ମାହୋଲ। ହମିଦ କାରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ତୁହାକୁ ତୁହା ଗୁଳି ଫୁଟୁଛି। ବିଦେଶୀଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଦେଶକୁ ପଠାଇବା ଲାଗି ଭିତରେ ଆମେରିକୀୟ ସୈନ୍ୟଙ୍କ ଉପସ୍ଥିତି କେତେକାଂଶରେ ଆଶ୍ୱସ୍ତ କରୁଥିବାବେଳେ…

ମା’ ବୁଝୁନି ମମତା

ଅନୁଗୋଳ ଅଫିସ,୨୨ା୮: ମାତୃତ୍ୱର ଅର୍ଥ ବୁଝେ ମା’। ସେଥିପାଇଁ ସେ ସ୍ନେହମୟୀ। ମମତାମୟୀ। ପିଲାଟିଏ ତା’ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ। ସରଗର ସଜଫୁଟା ପାରିଜାତ। ହେଲେ ଅନେକ ପାରିଜାତ ଏବେ ମଧ୍ୟ ହେଉଛନ୍ତି ପରିତ୍ୟକ୍ତ। କେତେବେଳେ କେଉଁ ବୁଦା ମୂଳରେ ତ…

ପରପାରିରେ କଲ୍ୟାଣ ସିଂ

ନୂଆଦିଲ୍ଲୀ, ୨୧।୮: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା କଲ୍ୟାଣ ସିଂଙ୍କର ଶନିବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ମାସେରୁ ଊର୍ଦ୍ଧ୍ୱ ସମୟ ଅସୁସ୍ଥ ଥାଇ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍‌…

ହଟିଲା ତାଲିବାନର ଅଫିସିଆଲ ଓ୍ବେବ୍‌ସାଇଟ୍‌

ନୂଆଦିଲ୍ଲୀ,୨୧ା୮: ଆଫଗାନିସ୍ତାନରେ ତାଲିବାନ କ୍ଷମତା ହାସଲ କରିବା ପରେ ତା’ର ଅଫିସିଆଲ ଓ୍ବେବ୍‌ସାଇଟ୍‌ ଶୁକ୍ରବାର ବିଳମ୍ବିତ ରାତିରେ ଇଣ୍ଟରନେଟ୍‌ରୁ କେଉଁଆଡ଼େ ଗାଏବ ହୋଇଯାଇଛି। ଏହା କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ…

ଗରିବଙ୍କୁ ଏମ୍ସରେ ମାଗଣା ଇକ୍‌ମୋ ଚିକିତ୍ସା

ଭୁବନେଶ୍ୱର,୨୧ା୮(ବ୍ୟୁରୋ): ଏଣିକି ଗରିବ ଲୋକଙ୍କୁ ଭୁବନେଶ୍ୱର ଏମ୍ସରେ ମାଗଣା ଇକ୍‌ମୋ ଚିକିତ୍ସା ଯୋଗାଇ ଦିଆଯିବ। ରାଶନକାର୍ଡ ଧାରୀ ଏବଂ ଗରିବ ଲୋକମାନଙ୍କୁ ମାଗଣାରେ ଏହି ଚିକିତ୍ସା ଯୋଗାଇ ଦିଆଯିବ। ଏନେଇ ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।…

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୧୧୬ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ଶନିବାର ରାଜ୍ୟରେ ୯୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୬ ଜଣ ୧୮ ବର୍ଷରୁ କମ ବର୍ଗର । ଆକ୍ରାନ୍ତଙ୍କ ମଧ୍ୟରୁ ୫୩୧ ଜଣ କ୍ୱାରାଣ୍ଟାଇନ୍‌ରୁ…

ମନ ଜିଣୁଛି ବିହନ ରାଖୀ

ପୁରୁଣା ଭୁବନେଶ୍ୱର,୨୧।୮(ଡି.ଏନ୍‌.ଏ.): ଆଉ ଦିନକ ପରେ ସ୍ନେହ ଓ ଶ୍ରଦ୍ଧାର ପର୍ବ ରକ୍ଷାବନ୍ଧନ। କରୋନା ସମୟରେ ଅନେକ ଲୋକ ଜୀବିକା ହରାଇଥିବା ବେଳେ ପୋଖରୀପୁଟ ଅଞ୍ଚଳର ପରିବେଶବିତ୍‌ ସୁଶାନ୍ତ ସାହୁ ରାଖୀ ପୂର୍ଣ୍ଣମୀ ପାଇଁ ସ୍ଥାନୀୟ ଅଞ୍ଚଳରୁ ଧଳାଧାନ, କଳାଧାନ, ନାଲିଧାନ,…

ବିରୋଧୀଙ୍କ ନେତୃତ୍ୱ ନେବାକୁ ଚାହୁଁନି କଂଗ୍ରେସ

ନୂଆଦିଲ୍ଲୀ,୨୦।୮ : ବିରୋଧୀଙ୍କ ନେତୃତ୍ୱ ନେବା ଉପରେ କଂଗ୍ରେସର ସାମର୍ଥ୍ୟକୁ ଏବେ ସନ୍ଦେହ କରାଯାଉଛି। ଏଣୁ କଂଗ୍ରେସ ବିରୋଧୀ ଦଳର ନେତୃତ୍ୱ ନେବାକୁ ଚାହୁଁ ନାହିଁ। ୧୯ଟି ବିରୋଧୀ ଦଳର ନେତାଙ୍କ ସହ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଏଭଳି କହିଛନ୍ତି କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?