Home Middle

ସମସ୍ୟା ବଢ଼ାଉଛି ମାଟି ସଡ଼କ

ଛେଣ୍ଡିପଦା,୨ା୯(ସ୍ବ.ପ୍ର.):  ଗାଁର ମୁଖ୍ୟ ସମସ୍ୟା ଗମନାଗମନରେ ଅସୁବିଧା। ବର୍ଷାଦିନେ ମାଟି ରାସ୍ତାରେ ଯାତାୟାତ ଗ୍ରାମବାସୀଙ୍କ ପକ୍ଷେ ଅତି କଷ୍ଟକର। ଏପରି କି ରୋଗୀଙ୍କୁ ଡାକ୍ତରଖାନା ଯାଏ ନେବାକୁ ଆମ୍ବୁଲାନ୍ସ ପଶିପାରୁନି ଗ୍ରାମରେ। ତେଣୁ ପକ୍କା ସଡ଼କଟିଏ ନିର୍ମାଣ ନିମନ୍ତେ ଗାଁଲୋକେ ଅନେକଥର ପ୍ରଶାସନର…

ଚାଷୀଙ୍କ ଦୁଃଖ କପାଳି

ବନ୍ତ,୨।୯(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ୩ ନଦୀ ସାଳନ୍ଦୀ, କପାଳି ଓ ସରୁସାଗର ପ୍ରବାହିତ। ସାଳନ୍ଦୀ ବ୍ୟତୀତ ସରୁସାଗର ଓ କପାଳିକୁ ସରକାରୀ ଖାତାରେ ଅଦ୍ୟାବଧି ନଦୀର ମାନ୍ୟତା ମିଳିନାହିଁ। ପ୍ରତ୍ୟେକ ବର୍ଷ ବର୍ଷାଋତୁରେ ଏହି ୨ ନଦୀର ବନ୍ୟାପାଣିରେ…

ଆରମ୍ଭରୁ ହଟ୍ଟଗୋଳ: ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁୁବନେଶ୍ୱର,୨ା୯(ବ୍ୟୁରୋ): ଷୋଡ଼ଶ ବିଧାନସଭାର ସପ୍ତମ(ମୌସୁମୀ) ଅଧିବେଶନ ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ବିଭିନ୍ନ ପ୍ଲା କାର୍ଡ ଧରି ଗୃହରେ ନାରାବାଜି କରିଥିଲେ। ଏପରିକି ବାଚସ୍ପତିି ସୂର୍ଯ୍ୟନାରାୟଣଙ୍କ…

କରୋନାରୁ ସୁସ୍ଥ ପରେ ବି ବିପଦ, ବିନା ଯନ୍ତ୍ରଣାରେ କିଡ୍‌ନୀ ହେଉଛି ଅକାମୀ …

ଓ୍ବାଶିଂଟନ,୨।୯: କରୋନା ଅକ୍ରାନ୍ତଙ୍କ ଉପରେ ବିପଦ ପରେ ବିପଦ ମାଡ଼ି ଆସୁଛି। ସୁସ୍ଥ ହେବା ପରେ ସେମାନଙ୍କଠାରେ କିଡ୍‌ନୀ ସମସ୍ୟା ଦେଖା ଦେଉଛି। ସେମାନଙ୍କ ଅଜାଣତରେ ବିନା ଯନ୍ତ୍ରଣାରେ କିଡ୍‌ନୀ ଅକାମୀ ହୋଇଯାଉଛି। ଏନେଇ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା…

ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ଉପର ମୁହାଁ…

ନୂଆଦିଲ୍ଲୀ,୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଯୋଗୁ ଦେଶରେ…

ପରଲୋକରେ ଚନ୍ଦନ ମିତ୍ର, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨।୯: ରାଜ୍ୟ ସଭାର ପୂର୍ବତନ ଏମ୍‌ପି ତଥା ଗଣମାଧ୍ୟମ ପ୍ରତିନିଧି ଚନ୍ଦନ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ପରଲୋକ ଘଟିଛି। ତାଙ୍କ ପୁଅ କୁଶନ ମିତ୍ର ଏ ବିଷୟରେ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୬୫ ବର୍ଷ…

ଆଫଗାନ୍‌ ବାୟୋମେଟ୍ରିକ୍‌ ବିପଜ୍ଜନକ

କାବୁଲ/ଓ୍ବାଶିଂଟନ,୨ା୯: ଆଫଗାନିସ୍ତାନ ଛାଡ଼ି ସ୍ବଦେଶ ଫେରିଯାଇଛନ୍ତି ଆମେରିକୀୟ ସୈନ୍ୟ। ୨୦ ବର୍ଷ ଭିତରେ ସେମାନେ ବ୍ୟବହାର କରିଥିବା ଅନେକ ଅତ୍ୟାଧୁନିକ ପ୍ରୋଗ୍ରାମ ବା ସଫ୍ଟଓ୍ବେର ଛାଡ଼ିଯାଇଛନ୍ତି। ଇତିମଧ୍ୟରେ ଆମେରିକାର ଏକ ବାୟୋମେଟ୍ରିକ୍‌ ଡିଭାଇସ୍‌ ତାଲିବାନ ହାତରେ ଲାଗିଛି। ଏହାକୁ ନେଇ ଅନେକେ…

୯ ବର୍ଷ ଆୟୁଷ କମାଇପାରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ, ୨।୯: ଭାରତ ବିଶ୍ୱର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ଦେଶରେ ପରିଣତ ହୋଇଛି। ୨୦୧୯ ସ୍ଥିତି ଭଳି ବାୟୁ ପ୍ରଦୂଷଣ ଲାଗି ରହିଲେ ଉତ୍ତର ଭାରତୀୟଙ୍କ ଆୟୁଷ ୯ ବର୍ଷ କମିଯାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଉତ୍ତର ଭାରତର ଗାଙ୍ଗେୟ…

ପଞ୍ଚାୟତ, ପୌର ନିର୍ବାଚନରେ ୫୦% ସ୍ଥାନ ସଂରକ୍ଷଣ ରହିବ

ଭୁବନେଶ୍ୱର, ୨।୯(ବ୍ୟୁରୋ): ସ୍ଥାନ ସଂରକ୍ଷଣକୁ ନେଇ ଗତ ୩ ବର୍ଷ ହେବ ପୌର ନିର୍ବାଚନ ହୋଇପାରୁନାହିଁ। ଏହା ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ହୋଇଥିବାରୁ ସରକାର ଅଡୁଆରେ ପଡ଼ିଥିଲେ। ଏଥିଯୋଗୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସତ୍ତ୍ୱେ ପୌର ନିର୍ବାଚନ ହୋଇପାରି ନ ଥିଲା। ସ୍ଥାନ…

ମରୁଡ଼ି ଘୋଷଣା ଦାବିରେ ବିରୋଧୀ ଅଟଳ

ଭୁବନେଶ୍ୱର,୨।୯(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ଦୁର୍ବଳ ଯୋଗୁ ରାଜ୍ୟରେ ଅନାବୃଷ୍ଟି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ରୁଆ ବେଉଷଣ ପାଇଁ ବିଲରେ ପାଣି ନାହିଁ। ଚାଷୀମାନେ ହା ହୁତାଶରେ ଦିନ କାଟୁଛନ୍ତି। ଏଭଳିସ୍ଥିତିରେ…

ଘନେଇଲା ବିପଦ, ସ୍କୁଲ ଖୋଲିବା ପରେ ୬ ରାଜ୍ୟରେ ବହୁ ପିଲା କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୧।୯: ପୁଣି ବିପଦ ଘନେଇବା ଆରମ୍ଭ କରିଛି। ସ୍କୁଲ ଖୋଲିବା ପରେ ବିହାର, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ ଏବଂ ଉତ୍ତରପ୍ରଦେଶ ସମେତ ୬ ରାଜ୍ୟରେ ବହୁ ପିଲା କରୋନା ପଜିଟିଭ୍‌ ହୋଇଛନ୍ତି। ଏନେଇ ସମ୍ପୃକ୍ତ ରାଜ୍ୟ ସରକାରଙ୍‌ ଚିନ୍ତା ବଢ଼ିବାରେ…

ଆରମ୍ଭ ହେଲା ବିଧାନସଭା; ମରୁଡ଼ି ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ

ଭୁବନେଶ୍ୱର,୧।୯(ବ୍ୟୁରୋ): ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବୁଧବାର ଏହାର ପ୍ରଥମ ଦିନରେ କଂଗ୍ରେସ ସଦସ୍ୟମାନେ ଆରମ୍ଭରୁ ଗୃହରେ ହୋ ହଲ୍ଲା ଦେଖିବାକୁ ମିଳିଛି। ମରୁଡ଼ି ପ୍ରସଙ୍ଗକୁ ନେଇ ସେମାନେ ନାରାବାଜି କରିବା ସହ ଗୃହରେ ରାଜ୍ୟର ମରୁଡି ସ୍ଥିତି ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri