ଜିଲା ଅଦାଲତରେ ବିସ୍ଫୋରଣ, ୨ ମୃତ, ୫ରୁ ଅଧିକ ଆହତ…
ଲୁଧିୟାନା, ୨୩।୧୨: ପଞ୍ଜାବର ଲୁଧିୟାନା ଜିଲା ଅଦାଲତରେ ଗୁରୁବାର ବିସ୍ଫୋରଣ ଘଟିଛି। ଅଦାଲତର ଦ୍ୱିତୀୟ ମହଲାରେ ବିସ୍ଫୋରଣ ଘଟିବାରୁ ଲୋକେ ଭୟରେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ଫଳରେ ଦଳାଚକଟା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୫ରୁ ଅଧିକ ଜଣ…
ଭର୍ଚୁଆଲ କୋର୍ଟ ମ୍ୟାରେଜ୍କୁ ହାଇକୋର୍ଟଙ୍କ ଅନୁମତି…
କୋଚି, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟର ଆତଙ୍କକୁ ଦୃଷ୍ଟିରେ ରଖି କେରଳ ହାଇକୋର୍ଟ ଏକ ଭର୍ଚୁଆଲ କୋର୍ଟ ମ୍ୟାରେଜ୍କୁ ଅନୁମତି ପ୍ରଦାନ କରିଛନ୍ତି। ବିଚାରପତି ଏନ୍. ନଗରେଶଙ୍କ ନେତୃତ୍ୱର ଗଠିତ ଖଣ୍ଡପୀଠ କୋର୍ଟ ମ୍ୟାରେଜ୍ ଲାଗି ଆବେଦନ କରିଥିବା…
ରାଜ୍ୟରେ ବଢିଲା ଓମିକ୍ରନ ସଂଖ୍ୟା, ଆଉ ୨ ଆକ୍ରାନ୍ତ ଚିହ୍ନଟ !
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟରେ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ଜଣାଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଓମିକ୍ରନଙ୍କ ସଂଖ୍ୟା ୪ କୁ…
ତାମିଲନାଡୁରେ ଆତଙ୍କ, ୩୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ତାମିଳନାଡୁରେ ୩୩ ଜଣ ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ସହିତ ଦେଶରେ ମୋଯ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୯ରେ ପହଞ୍ଚିଛି।…
୪ ରାଜ୍ୟର ବିଭିନ୍ନ ସ୍କୁଲରେ କରୋନା ବିସ୍ଫୋରଣ, ୮୧ ଆକ୍ରାନ୍ତ…
ନୂଆଦିଲ୍ଲୀ, ୨୩।୧୨: ଦେଶର ୧୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳ ୪ ରାଜ୍ୟର ବିଭିନ୍ନ ସ୍କୁଲରେ କରୋନା ବିସ୍ଫୋରଣ ଘଟିଛି। ଏସବୁ ସ୍କୁଲରେ ୮୧ ଜଣ ପିଲାଙ୍କ…
ସ୍ମୃତିରେ …୨୦୨୧
ପାଣି ପାଇଁ ଲଢ଼େଇ- ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ଅଗଷ୍ଟ ୧୨ରେ ଉଗ୍ରରୂପ ନେଇଥିଲା। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ନେତୃତ୍ୱରେ ସ୍ଥାନୀୟ ଲୋକମାନେ ୧୪୪ ଧାରା ସତ୍ତ୍ୱେ ବରୁଣାଡିହାରେ ନିର୍ମାଣାଧୀନ ପ୍ରକଳ୍ପର ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା…
ଲଗାତାର ୧୩ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…
ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଛି। ଲଗାତାର ୧୩ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୭ ହଜାର ୪୯୫…
ଦେଶରେ ୨୩୬ ଓମିକ୍ରନ୍ ଆକ୍ରାନ୍ତ, ୧୬ ରାଜ୍ୟରେ ଆତଙ୍କ…
ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୬ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ ଛୁଇଁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫…
ରାଜ୍ୟରେ ଚିହ୍ନଟ ହେଲେ ୧୫୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟରେ ସୋମବାର ୧୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୯୧ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୬୪ ଜଣ ଲୋକାଲ କେସ…
ଦିଲ୍ଲୀରେ ଖ୍ରୀଷ୍ଟମାସ, ନୂଆବର୍ଷ ସମାବେଶ ବନ୍ଦ
ନୂଆଦିଲ୍ଲୀ, ୨୩।୧୨ : ଓମିକ୍ରନ୍ ସହିତ ଦିଲ୍ଲୀରେ ଦୈନିକ କୋଭିଡ୍ ସଂକ୍ରମଣ ୧୨୫କୁ ବୃଦ୍ଧି ପାଇଛି, ଯାହାକି ଗତ ୬ ମାସ ମଧ୍ୟରେ ସର୍ବାଧିକ। ଫଳରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଓମିକ୍ରନ୍ ସଂକ୍ରମଣ ବଢ଼ିଚାଲିଥିବାରୁ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଳନ ଲାଗି…
ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ
ନୂଆଦିଲ୍ଲୀ,୨୨।୧୨: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ସଂସଦର ଶୀତ ଅଧିବେଶନ। ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାକୁ ସାଏନ୍ ଡାଏ ଘୋଷଣା କରାଯାଇଛି। ତେବେ…
ସାଧାରଣ ଭୋଟର ତାଲିକା ଦ୍ୱାରା ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଲକ୍ଷ୍ୟ…
ନୂଆଦିଲ୍ଲୀ, ୨୨।୧୨: ଦେଶରେ ସାଧାରଣ ଭୋଟର ତାଲିକା (କମନ୍ ଇଲୋକ୍ଟ୍ରାର ରୋଲ୍) ପ୍ରସ୍ତୁତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହା ପ୍ରଧାନମନ୍ତ୍ରୀଙ୍କର ଏକ ଡ୍ରିମ୍ ପ୍ରୋଜେକ୍ଟ ବୋଲି ଚର୍ଚ୍ଚା ହେଉଛି। ଏହି ତାଲିକା ପ୍ରସ୍ତୁତି…

