ନୁଡଲ୍ସ ଫ୍ୟାକ୍ଟ୍ରିରେ ଫାଟିଲା ବଏଲର, ୬ ମୃତ-୧୨ରୁ ଅଧିକ ଆହତ…
ମୁଜାଫରପୁର, ୨୬।୧୨: ବିହାରର ମୁଜାଫରପୁରଠାରେ ଥିବା ନୁଡଲ୍ସ୍ ଫ୍ୟାକ୍ଟ୍ରିରେ ଥିବା ବଏଲରରେ ଫାଟିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ବଏଲର ପ୍ରଚଣ୍ଡ ବିସ୍ଫୋରଣ କରି ଫାଟି ଯାଇଥିଲା। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିର୍ତ୍ତିିରେ…
ପ୍ରାପ୍ତ ବୟସ୍କା ମୁସଲମାନ୍ ଯୁବତୀ ନିଜ ପସନ୍ଦର ବିବାହ କରିପାରିବେ, ହାଇକୋର୍ଟଙ୍କ ରାୟ…
ଚଣ୍ଡିଗଡ଼, ୨୬।୧୨: ପ୍ରାପ୍ତ ବୟସ୍କା ମୁସଲମାନ୍ ଯୁବତୀ ନିଜ ପସନ୍ଦର ବିବାହ କରିପାରିବେ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଜଣେ ମୁସଲମାନ ଯୁବତୀଙ୍କର ସୁରକ୍ଷା ଆବେଦନକୁ ଗ୍ରହଣ କରି ଏଭଳି କହିଛନ୍ତି। ୧୭ ବର୍ଷ ବୟସ୍କା ଯୁବତୀ ଜଣକ ତାଙ୍କ ପରିବାର…
ମହାମାରୀ ବିରୋଧରେ ଭାରତବାସୀ ଏକଜୁଟ ହୋଇ ଲଢୁଛନ୍ତି…
ନୂଆଦିଲ୍ଲୀ, ୨୬।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଭାରତବାସୀ ଏକଜୁଟ ହୋଇ ଲଢ଼େଇ ଜାରି ରଖି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। କରୋନା ଲଢ଼େଇରେ ଦେଶର ମାନବ ଶକ୍ତି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।…
ଡେଲମିକ୍ରନ୍ ଆସୁଛି ମାଡ଼ି, ଓମିକ୍ରନଠାରୁ ଅଧିକ ବିପଜ୍ଜନକ…
ଓ୍ବାଶିଂଟନ, ୨୬।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଶେଷଜ୍ଞମାନେ କରୋନାର ଅନ୍ୟ ଏକ ନୂଆ ଭାରିଆଣ୍ଟ୍ ଡେଲମିକ୍ରନ୍ ମାଡ଼ି ଆସୁଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଓମିକ୍ରନଠାରୁ ଡେଲମିକ୍ରନ୍ ଅଧିକ…
ରାଜ୍ୟରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୪ ଚିହ୍ନଟ
ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିସାରିଲାଣି। ଏମାନଙ୍କ ମଧ୍ୟରୁ ଦୁଇ ଜଣ ନାଇଜେରିଆରୁ ଫେରିଥିବା ବେଳେ ଆଉ ଦୁଇଜଣ ୟୁଏଇରୁ…
ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୨୨..
ନୂଆଦିଲ୍ଲୀ, ୨୬।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୨୨ଛୁଇଁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ…
ଅନନ୍ତନାଗରେ ଆଇଏସ୍ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…
ଶ୍ରୀନଗର, ୨୬।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍ ଅଲ୍ଆଉଟ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ଇସଲାମିକ୍ ଷ୍ଟେଟ୍(ଆଇଏସ) ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସ୍ଥାନୀୟ ଶ୍ରୀଗୁଫଓ୍ବାଡ଼ାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ…
ବିଜ୍ଞାପନ ବିବାଦ, ଭାଜପା- ଏଏପି ମୁହାଁମୁହିଁ…
ନୂଆଦିଲ୍ଲୀ, ୨୬।୧୨: ବିଜ୍ଞାପନ ନେଇ ଭାଜପା ଏବଂ ଆମ୍ ଆଦ୍ମୀ(ଏଏପି) ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜ୍ଞାପନରେ ଅନାବଶ୍ୟକ ଖର୍ଚ୍ଚ କରୁଥିବା ମନ୍ତବ୍ୟ କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେବା ପରେ ଭାଜପା ଏବଂ ଏଏପି…
କବାଡ଼ିଖାନାରେ ପିଲାଙ୍କ ମାଗଣା ବହି
ଉମରକୋଟ,୨୬ା୧୨(ସ୍ବ.ପ୍ର.): ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏଥିପାଇଁ ପିଲାଙ୍କୁ ମାଗଣା ଶିକ୍ଷା ସହ ବହି, ପୋଷାକ, ମଧ୍ୟାହ୍ନଭୋଜନ ଆଦିର ବ୍ୟବସ୍ଥା କରିଛନ୍ତି। ତେବେ ଉପାନ୍ତ ନବରଙ୍ଗପୁର ଜିଲାର…
ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟାରେ ବ୍ରେକ୍…
ନୂଆଦିଲ୍ଲୀ, ୨୬।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଛି। ଲଗାତାର ୧୬ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ…
ପ୍ରତିରକ୍ଷାରେ ଆତ୍ମନିର୍ଭର ହେବ ଭାରତ
ନୂଆଦିଲ୍ଲୀ, ୨୬ା୧୨(ନ୍ୟୁ ଇଣ୍ଡିଆ ସମାଚାର): ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଦେଶକୁ ବିଶ୍ୱର ସର୍ବ ବୃହତ ସାମରିକ ଶକ୍ତି କରିବା ଲକ୍ଷ୍ୟରେ ମେକ୍ ଇନ୍ ଇଣ୍ଡିଆକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ୪୧ଟି ଗୋଳାବାରୁଦ କାରଖାନାର…
ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛତା: ୪୦ କୋଟି ଆୟ
ନୂଆଦିଲ୍ଲୀ, ୨୬ା୧୨: (ନ୍ୟୁ ଇଣ୍ଡିଆ ସମାଚାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସ୍ବଚ୍ଛ ଭାରତ ଅଭିଯାନ’ରେ ଦେଶ ଖୋଲା ଶୌଚରୁ ମୁକ୍ତହେବା ସହ ସହର ଓ ଗାଁ ଗୁଡ଼ିକରେ ସଫେଇ କାର୍ଯ୍ୟ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇପାରିଛି।…

