ଆତଙ୍କବାଦୀଙ୍କ ମାଟି ହୋଇପାରିବନି ଆଫଗାନ୍
ନୂଆଦିଲ୍ଲୀ, ୧୧।୧୧(ପି.ଟି.): ଆତଙ୍କବାଦୀ ସୃଷ୍ଟି ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରିବାକୁ ଦିଆଯିବ ନାହିଁ। ନୂଆଦିଲ୍ଲୀରେ ବୁଧବାର ଭାରତ ସମେତ ୮ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ)ଙ୍କ ବୈଠକ ପରେ ମିଳିତ ଘୋଷଣାନାମାରେ ଏହା କୁହାଯାଇଛି। ଆଲୋଚନାରେ ଭାରତର ଏନ୍ଏସ୍ଏ…
ପୁଣି ଆରମ୍ଭ ହେବ ଏମ୍ପିଲାଡ୍
ନୂଆଦିଲ୍ଲୀ, ୧୧।୧୧(ପି.ଟି.): କୋଭିଡ୍-୧୯ ମହାମାରୀ ଯୋଗୁ ବନ୍ଦ କରିଦିଆଯାଇଥିବା ଏମ୍ପିମାନଙ୍କ ଆଞ୍ଚଳିକ ବିକାଶ ଯୋଜନା (ଏମ୍ପିଲାଡ୍)କୁ ପୁନର୍ବାର କାଏମ ଓ ଜାରି ରଖିବା ଲାଗି ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷର ଅବଶିଷ୍ଟ ସମୟ ପାଇଁ…
ଏଥର ନ୍ୟୁଜିଲାଣ୍ଡକୁ ରୋକି ପାରିଲାନି ଇଂଲଣ୍ଡ
ଆବୁଧାବି,୧୦।୧୧: ଗତ ଦୁଇ ଥର ଭଳି ଏଥର ଇଂଲଣ୍ଡ ପାଖରେ ହାରିନାହିଁ ନ୍ୟୁଜିଲାଣ୍ଡ। ଚଳିତ ଟି୨୦ ବିଶ୍ୱକପ୍ରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଗତ ଥର ୨୦୧୯ରେ କେନ ଓ୍ବିଲିୟମସନଙ୍କ ଦଳକୁ ବିଶ୍ୱକପ୍…
୧୫ରୁ ଖୋଲିବ ଷଷ୍ଠ-ସପ୍ତମ
ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ନଭେମ୍ବର ୧୫ରୁ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବ। ଏନେଇ ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ତେବେ ସ୍କୁଲରେ କୋଭିଡ ଗାଇଡ୍ଲାଇନ୍ ଅନୁଯାୟୀ ପାଠପଢ଼ା ହେବ ବୋଲି ସେ କହିଛନ୍ତି।…
ବଳାତ୍କାର ପୀଡ଼ିତାଙ୍କ କମ୍ ବୟସ ମୃତ୍ୟୁଦଣ୍ଡାଦେଶ ପାଇଁ ପର୍ଯ୍ୟାପ୍ତ ନୁହେଁ…
ନୂଆଦିଲ୍ଲୀ,୧୦।୧୧: ବଳାତ୍କାର ପୀଡ଼ିତାଙ୍କ କମ୍ ବୟସ ମୃତ୍ୟୁଦଣ୍ଡାଦେଶ ପାଇଁ କେବଳ ଏକ ମାତ୍ର ଅବା ପର୍ଯ୍ୟାପ୍ତ କାରଣ ନୁହେଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ବିଚାରପତି ଏଲ୍.ନାଗେଶ୍ୱର ରାଓ, ସଞ୍ଜୀବ୍ ଖାନ୍ନା ଏବଂ ବି.ଆର୍.ଗାଭାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି।…
ନିମ୍ନ ଅଦାଲତରେ ୪ କୋଟିରୁ ଅଧିକ ବିଚାରାଧୀନ ମାମଲା…
ନୂଆଦିଲ୍ଲୀ,୧୦।୧୧: ଦେଶର ବିଭିନ୍ନ ନିମ୍ନ ଅଦାଲତରେ ୪ କୋଟିରୁ ଅଧିକ ବିଚାରଧୀନ ମାମଲାର ରହିଛି। ତେବେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ମାମଲାଗୁଡ଼ିକର ଫଇସଲାରେ ବାଧା ସୃଷ୍ଟି ହେଉଛି। ତେବେ ଏନେଇ ସରକାରଙ୍କ ପକ୍ଷରୁ ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ଗ୍ରହଣ…
ବିରାଟ କୋହଲିଙ୍କ ଝିଅକୁ ବଳାତ୍କାର ଧମକ ଦେଇଥିବା ଯୁବକ ଗିରଫ
ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କୁ ବଳାତ୍କାର ଧମକ ଦେଇଥିବା ଯୁବକ ବୁଧବାର ଗିରଫ ହୋଇଛନ୍ତି। ସେହି ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ରାମନାଗେଶ ଅଲିବଥିନି (୨୩) । ହାଇଦ୍ରାବାଦରୁ ମୁମ୍ବାଇର ସାଇବର ସେଲ ପୋଲିସ ରାମନାଗେଶକୁ…
ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରି ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ, କହିଲେ ସିବଲ…
ନୂଆଦିଲ୍ଲୀ,୧୦।୧୧: ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରିରୁ ଉଦ୍ଗୀରଣ ହେଉଥିବା ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ। ଏହା ଆଗ୍ନେୟଗିରି ଭଳି ଶାନ୍ତ ହେବାକୁ ମଧ୍ୟ ଅଧିକ ସମୟ ନେଇଥାଏ ବୋଲି ଗୁଜରାଟ ଦଙ୍ଗା ମାମଲାର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ କପିଲ୍…
ଟ୍ରକ-ବସ୍ ମୁହାଁମୁହିଁ, ୫ ଜୀବନ୍ତ ଦଗ୍ଧ …
ଜୟପୁର,୧୦।୧୧: ରାଜସ୍ଥାନର ବାଡ଼ମେର୍-ଯୋଧପୁର ହାଇଓ୍ବେରେ ଭାଣ୍ଡିଆଓ୍ବାସ୍ ଗାଁ ନିକଟରେଏକ ଟ୍ରକ ଏବଂ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଘଟଣାସ୍ଥଳରେ ୫ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ବହୁ ଲୋକ ଏହି ଘଟଣାରେ ଆହତ ହୋଇଛନ୍ତି। ଆହତଙ୍କୁ…
ଚାର୍ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁୁତ୍ୱପୂର୍ଣ୍ଣ, ସୁପ୍ରିମ୍କୋର୍ଟଙ୍କୁ କହିଲେ ସରକାର…
ନୂଆଦିଲ୍ଲୀ,୧୦।୧୧: ଦେଶରେ ଜାରି ରହିଥିବା ଚାର୍ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଦେଶ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟଙ୍କୁ କୁହାଯାଇଛି। ନଚେତ୍ ୧୯୬୨ ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।…
ସିଙ୍ଘୁ ବର୍ଡରରେ ଫାଶୀ ଦେଇ ଆତ୍ମହତ୍ୟା କଲେ ଆନ୍ଦୋଳନକାରୀ ଚାଷୀ…
ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ-ପଞ୍ଜାବର ସିଙ୍ଘୁ ବର୍ଡରରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ କେନ୍ଦ୍ର ସରକାର ନୂତନ କୃଷି ଆଇନ ବିରୋଧରେ ପ୍ରାୟ ଏକ ବର୍ଷ ଧରି ପ୍ରଦର୍ଶନ ଜାରି ରହିଛି। ବୁଧବାର ଏଠାରେ ଜଣେ ଆନ୍ଦୋଳନକାରୀ ଚାଷୀ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା…
ରାଜ୍ୟର ସର୍ବବୃହତ ଓମ୍ଫେଡ ଡାଏରୀ ପ୍ଲାଣ୍ଟ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
କଟକ ଅଫିସ,୧୦।୧୧: ରାଜ୍ୟର ସର୍ବବୃହତ ଓମ୍ଫେଡ ଡାଏରୀ ପ୍ଲାଣ୍ଟ ବୁଧବାର ଉଦ୍ଘାଟନ କରାଯବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରଙ୍ଗ ବ୍ଲକ ଅରିଲୋ ଠାରେ ୩୦୦ କୋଟି ଟଙ୍କାର ଏହି ଅତ୍ୟାଧୁନିକ ସମ୍ପୂର୍ଣ୍ଣ ଅଟୋମଟିକ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କରିବେ। ରାଜ୍ୟର…
Archives


