Home Middle

ପ୍ରଧାନମନ୍ତ୍ରୀଙ୍କୁ ଅନ୍ୟ ବାଟ ବାଛିବାକୁ କହିଥିଲୁ

ଚଣ୍ଡିଗଡ଼,୫।୧: ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର ପଞ୍ଜାବର ଏକ ଫ୍ଲାଏଓଭରରେ ୨୦ ମିନିିଟ୍‌ ଧରି ଫଶି ରହିଥିଲା। ଏହି ଘଟଣା ଉପରେ ସନ୍ଧ୍ୟାରେ ସ୍ପଷ୍ଟି କରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି। “ବିକ୍ଷୋଭ ସ୍ଥଳଠାରୁ…

ଫେରିଲା ନାଇଟ୍‌ କର୍ଫ୍ୟୁ, ଏସବୁରେ କଟକଣା ଲଗାଇଲେ ରାଜ୍ୟ ସରକାର; ଜାଣନ୍ତୁ…

ଭୁବନେଶ୍ୱର,୫।୧(ବ୍ୟୁରୋ): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କୋଭିଡ୍‌ ଗାଇଡଲାଇନ୍‌ ଜାରି କରାଯାଇଛି। ଏ ସଂକ୍ରାନ୍ତରେ ଏସ୍‌ଆର୍‌ସି ପ୍ରଦୀପ ଜେନାଙ୍କ ପକ୍ଷରୁ ଦିଆଯାଇଥିବା…

ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ, ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୧ : ଦେଶରେ ବିଦ୍ୟୁତ୍‌ ଆଘାତ ଯୋଗୁ ହାତୀ ମୃତ୍ୟୁ ଘଟଣା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଏକ ଜନସ୍ବାର୍ଥ ମାମଲାର ବିଚାର କରାଯାଇ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି ହୋଇଛି। ପ୍ରଧାନ ବିଚାରପତି ଏନ୍‌.ଭି.ରମନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ହିମା…

ରାଜ୍ୟରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲ୍‌ଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କ ବିଦେଶ ଲିଙ୍କ୍‌ ରହିଥିବା ଜଣାପଡିଛି। ବାକି ୧୯ ଜଣ ସ୍ଥାନୀୟ…

ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ ମଞ୍ଜୁରୀ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ ଆଜି କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଅଧୀନ ଜମି ସମ୍ପର୍କିତ ମାମଲାର ତୁରନ୍ତ ଫଇସଲା ପାଇଁ ଆଇନରେ ସଂଶୋଧନ ନିଷ୍ପତ୍ତି ହୋଇଛି। ନିୟମ ଅନୁସାରେ ବିକ୍ରି, ଲିଜ୍‌ ପାଇଁ ଅଧିକୃତ ପ୍ରଜାଙ୍କୁ…

ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା କିପରି ହେଲା ? ରିପୋର୍ଟ ରାଜନାଥଙ୍କୁ ପ୍ରଦାନ…

ନୂଆଦିଲ୍ଲୀ, ୫।୧ : ଦେଶର ପ୍ରଥମ ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା ରିପୋର୍ଟ ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଅବଗତ କରାଯାଇଛି। ୮ ଡିସେମ୍ବର ୨୦୨୧ ରେ ରାୱତଙ୍କ ହେଲିକପ୍ଟର କିପରି ଦୁର୍ଘଟଣାଗ୍ରସ୍ତ ହେଲା? ଏହି ପ୍ରଶ୍ନର ଉତ୍ତର ସେନାର…

ପ୍ରଧାନମନ୍ତ୍ରୀଙ୍କ ରାଲି ବାତିଲ, ରିପୋର୍ଟ ମଗାଇଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

ଚଣ୍ଡିଗଡ଼, ୫।୧ : ପଞ୍ଜାବର ଫିରୋଜପୁରରେ ବୁଧବାର ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିକୁ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଛନ୍ତି। ଏହି ମାମଲାରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କଠାରୁ ରିପୋର୍ଟ ମାଗିଛି। କୃଷି ଆଇନ ରଦ୍ଦ ହେବା…

ସର୍ବନିମ୍ନ ଇପିଏଫ୍‌ ପେନସନ ୯,୦୦୦ କରିବାକୁ ଯୋଜନା…

ନୂଆଦିଲ୍ଲୀ, ୫।୧ : କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ) ଏହାର ଧାରକମାନଙ୍କ ପାଇଁ ଖୁବ୍‌ ଶୀଘ୍ର ଖୁସି ଖବର ନେଇ ଆସିବାର ଆଶା ରହିଛି। ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଆଗାମୀ ଦିନରେ ଇପିଏଫ୍‌ ହିତାଧିକାରୀଙ୍କ ସର୍ବନିମ୍ନ ପେନସନରେ…

ରାଜଧାନୀରେ ପଞ୍ଚମ ଲହର, ଦୈନିକ ସଂକ୍ରମଣ ୧୦ ହଜାର ଛୁଇଁବା ଆଶଙ୍କା…

ନୂଆଦିଲ୍ଲୀ, ୫।୧ : ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ପଞ୍ଚମ ଲହର ଆରମ୍ଭ ହୋଇଛି ବୋଲି ସ୍ବାସ୍ଥ୍ୟନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ୍‌ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ସମ୍ଭବତଃ ଦିଲ୍ଲୀରେ କରୋନା ପଞ୍ଚମ ଲହର ଆରମ୍ଭ ହୋଇ ସାରିଛି। ବୁଧବାର ରାଜ୍ୟରେ…

ଭାରତରେ ଓମିକ୍ରନ୍‌ ଜାନୁୟାରୀରେ ଶୀର୍ଷ ଛୁଇଁବ, ବିଶେଷଜ୍ଞଙ୍କ ଆଶଙ୍କା…

ଓ୍ବାଶିଂଟନ, ୫।୧ : ଭାରତରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣ ଜାନୁୟାରୀରେ ଶୀର୍ଷ ଛୁଇଁବ। ଇନଷ୍ଟିଚ୍ୟୁଟ ଫର୍‌ ହେଲଥ ମେଟ୍ରିକ୍ସ ଆଣ୍ଡ ଇଭାଲୂ୍ୟଏଶନ (ଆଇଏଚଏମଇ) ର ନିର୍ଦ୍ଦେଶକ ତଥା ହେଲଥ ମେଟ୍ରିକ୍ସ ସାଇନ୍ସ ୟୁନିଭରସିଟିର ଅଧ୍ୟକ୍ଷ ଡାକ୍ତର ଖ୍ରୀଷ୍ଟୋଫର୍‌…

ସାଧାରଣ ଥଣ୍ଡା ଅବା କାଶକୁ ହେୟଜ୍ଞାନ କରନ୍ତୁ ନାହିଁ, ସମସ୍ତ ଅଙ୍ଗ ଅକାମୀ ହେବା ଆଶଙ୍କା, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା, ୫।୧ : ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ସୃଷ୍ଟି ହେବାରେ ଲାଗିଛି। ଓମିକ୍ରନ୍‌ ଭାରତ ସମେତ ପୃଥିବୀର ବହୁ ଦେଶରେ ରେକର୍ଡ ଭାଙ୍ଗିବାରେ ଲାଗିଛି। କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ୍‌ ଓମିକ୍ରନ ସଂକମ୍ରଣ ଯୋଗୁ…

ପୁଲଓ୍ବାମାରେ ଏନ୍‌କାଉଣ୍ଟର, ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର, ୫।୧ : ଜମ୍ମୁ-କଶ୍ମୀରର ପୁଲୱାମା ଜିଲାରେ ବୁଧବାର ସକାଳେ ମିଳିତ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ସମେତ ତିନିଜଣ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। କଶ୍ମୀର ଆଇଜି ବିଜୟ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?