ଆଣବିକ ଅସ୍ତ୍ର ପରସ୍ପର ଉପରେ ପ୍ରୟୋଗ ପାଇଁ ନୁହେଁ, ୫ ମହାଶକ୍ତିଙ୍କ ମିଳିତ ଘୋଷଣା…
ଓ୍ବାଶିଂଟନ, ୪।୧ : ୟୁରୋପ ଏବଂ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ୫ ମହାଶକ୍ତି ମିଳିତ ଭାବେ ସେମାନଙ୍କର ଆଣବିକ ଅସ୍ତ୍ର ସମ୍ବନ୍ଧରେ ଏକ ବଡ଼ ବିବୃତି ଦେଇଛନ୍ତି। ଏହି ଦେଶଗୁଡିକ ଘୋଷଣା କରିଛନ୍ତି ଯେ ସେମାନଙ୍କର ପରମାଣୁ ଅସ୍ତ୍ର…
ଓମିକ୍ରନ୍ କିଟ୍ ଓମିସ୍ୟୁରକୁ ଆଇସିଏମ୍ଆର ମଞ୍ଜୁରୀ…
ନୂଆଦିଲ୍ଲୀ, ୪।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଓମିକ୍ରନ୍କୁ ଚିହ୍ନଟ କରୁଥିବା କିଟ୍ ଓମିସ୍ୟୁରକୁ ଆଇସିଏମ୍ଆର ପକ୍ଷରୁ ମଞ୍ଜୁରୀ…
୩୭ ହଜାର ଟପିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୪।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୭ ହଜାର ୩୭୯ ଜଣ ନୂଆ ଆକ୍ରାନ୍ତଙ୍କୁ…
ପାଙ୍ଗୋଙ୍ଗ୍ରେ ଚାଇନା ବ୍ରିଜ
ବେଜିଂ, ୪ା୧: ଭାରତ-ଚାଇନା ସୀମାବିବାଦ ଥମୁ ନ ଥିବାବେଳେ ପୁଣି ଉତ୍ତେଜନା ସୃଷ୍ଟି କାରୀ କାର୍ଯ୍ୟ ଚଳାଇଛି ଚାଇନିଜ୍ ସେନା। ଭାରତ ସୀମା ନିକଟରେ ନିଜର ଭିତ୍ତିଭୂମି ମଜଭୁତ କରିବା ଉଦ୍ଦେଶ୍ୟରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ୍ ଶୋ ହ୍ରଦରେ ପିପୁଲ୍ସ ଲିବରେଶନ…
ଫ୍ରାନ୍ସରେ ମିଳିଲା କରୋନାର ଆଉ ଏକ ନୂଆ ଭାରିଏଣ୍ଟ: ବି.୧.୬୪୦.୨.
ପ୍ୟାରିସ,୪ ।୧: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟର ଭୟାବହତା କମ୍ ହୋଇ ନ ଥିବା ବେଳେ ଏବେ ଫ୍ରାନ୍ସରେ ଆଉ ଏକ ନୂଆ ଭାରିଏଣ୍ଟ ଚିହ୍ନଟ କରାଯାଇଛି । ଏହାଦ୍ୱାରା ଦକ୍ଷିଣ ଫ୍ରାନ୍ସରେ ୧୨ ଲୋକ ସଂକ୍ରମିତ ହୋଇଛନ୍ତି । ବିଶେଷଜ୍ଞମାନେ…
ଅରବିନ୍ଦ କେଜରିୱାଲ କରୋନା ପଜିଟିଭ
ନୂଆଦିଲ୍ଲୀ,୪ । ୧: ରାଜଧାନୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି । ଟୁଇଟ୍ କରି ସେ ନିଜେ ଏହି ସୂଚନା ଦେଇଛନ୍ତି ।…
୧୫ରୁ ୧୮ ବର୍ଷୀୟଙ୍କ ଟିକାକରଣ: ଦ୍ୱିତୀୟ ଦିନ ସୁଦ୍ଧା ୫୪ ଲକ୍ଷ ରେଜିଷ୍ଟ୍ରେଶନ
ନୂଆଦିଲ୍ଲୀ,୪ ।୧: କରୋନା ମହାମାରୀ ସହ ଲଢିବା ପାଇଁ ୧୫ରୁ ୧୮ ବର୍ଷର ପିଲାଙ୍କୁ ସୋମବାରଠାରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ମଙ୍ଗଳବାର ଏହାର ଦ୍ୱିତୀୟ ଦିନ । ସୋମବାର ଅର୍ଥାତ୍ ପ୍ରଥମଦିନ ପ୍ରାୟ ୪୦ ଲକ୍ଷ ପିଲା୍କୁ କରୋନା…
ରାଜଧାନୀର ୬ ହସ୍ପିଟାଲ ପାଲଟିଛି କରୋନା ହଟସ୍ପଟ: ୫୯ ଡାକ୍ତର କରୋନା ପଜିଟିଭ
ନୂଆଦିଲ୍ଲୀ,୪ ।୧: କରୋନା ସଂକ୍ରମଣକୁ ନେଇ ଏବେ ରାଜଧାନୀ ଦିଲ୍ଲୀର ହସ୍ପିଟାଲ ହଟସ୍ପଟ ପାଲଟି ଯାଇଛି । କିଛିଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଦେଖାଯାଇଛି । ସୋମବାର ମିଳିଥିବା ସୂଚନା…
ପାଟନାରେ ୧୬୮ ଡାକ୍ତର ଓ ମେଡିକାଲ ଛାତ୍ର କରୋନା ପଜିଟିଭ
ପାଟନା,୪ ।୧: ସାରା ବିଶ୍ୱରେ ପୁଣିଥରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଭାରତରେ ବି ଏହି ସଂକ୍ରମଣ ଭିନ୍ନ ଭିନ୍ନ ରୂପରେ ତାଣ୍ଡବ ରଚିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମଣ ସର୍ବାଧିକ ଥିବା…
ଜନଗଣନା ଏବେ ନୁହେଁ
ନୂଆଦିଲ୍ଲୀ,୪।୧: ଦଶବର୍ଷକୁ ଥରେ କରାଯାଉଥିବା ଜନଗଣନା ୨୦୨୦-୨୧ରେ ହେବାର ଥିଲା। ମାତ୍ର କୋଭିଡ୍ ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ନିକଟ ଭବିଷ୍ୟତରେ ମଧ୍ୟ ଜନଗଣନା ହେବାର ନାହିଁ। ସମ୍ଭବତଃ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଥିବାରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…
ଓ୍ବେଲ ଡନ୍ ଇଣ୍ଡିଆ
ନୂଆଦିଲ୍ଲୀ,୩।୧: ‘ଓ୍ବେଲଡନ ଇଣ୍ଡିଆ’। ସୋମବାର ଠାରୁ ଆରମ୍ଭ ହୋଇଥିବା କିଶୋରଙ୍କ ଟିକାକରଣ ଲାଗି ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖି ଏଭଳି ଟୁଇଟ୍ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟ। ପ୍ରଥମ ଦିନରେ ଦେଶରେ ୪୦ ଲକ୍ଷ ପିଲାଙ୍କୁ ଟିକା…
ବାୟୋମେଟ୍ରିିକ୍ ବ୍ୟବହାର ହୋଇପାରିବନି
କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ସମସ୍ତ କର୍ମଚାରୀଙ୍କ ପାଇଁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବାୟୋମେଟ୍ରିକ୍ ଉପସ୍ଥାନ ସ୍ଥଗିତ ରଖିଛନ୍ତି। ତେବେ ସମସ୍ତ କର୍ମଚାରୀ ଉପସ୍ଥାନ ଖାତାରେ ସେମାନଙ୍କ ଉପସ୍ଥାନ ପକାଇବାକୁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି…

