Home Middle

ଓଡ଼ିଶାରେ ସର୍ବାଧିକ କୋଭିଡ୍‌ ଅନାଥ

ନୂଆଦିଲ୍ଲୀ,୧୭ା୧ :ଘାତକ କରୋନା ଭୂତାଣୁ ସାରା ଦେଶର ପିଲାଙ୍କ ପାଠପଢ଼ାରେ ଏକପ୍ରକାର ଡୋରି ବାନ୍ଧିବା ସହ ସେମାନଙ୍କ ଶୈଶବ ମଧ୍ୟ ଉଜାଡ଼ିଦେଇଛି। ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଓଡ଼ିଶାର ଶିଶୁ। କୋଭିଡ୍‌-୧୯ ଯୋଗୁ ଗତ ୯ ମାସ ମଧ୍ୟରେ ଓଡ଼ିଶାର ୨୪,୪୦୫…

ନିର୍ବାଚନ ଭଣ୍ଡୁର ଲାଗି ଆଇଏସ୍‌ଆଇ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧୭।୧(ଆଇଏଏନ୍‌ଏସ୍‌): ପଞ୍ଜାବ ଓ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବା ଲାଗି ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ଚଳାଇଥିବା ଜଣାପଡ଼ିଛି। ସେଥିପାଇଁ ପଞ୍ଜାବରେ ଖଲିସ୍ତାନୀ ସଂଗଠନର ଉପସ୍ଥିତି ବଢ଼ାଇବା ସହ ଏହାର ଆତଙ୍କବାଦୀମାନଙ୍କୁ ସକ୍ରିୟ କରାଉଛି। ପଞ୍ଜାବ ସମେତ…

ଅଷ୍ଟ୍ରେଲିଆ ଛାଡ଼ିଲେ ଜୋକୋଭିଚ୍‌

ମେଲବୋର୍ନ,୧୭।୧: ବିଶ୍ୱର ୧ ନମ୍ବର ଟେନିସ ଖେଳାଳି ତଥା ସର୍ବିୟା ସୁପରଷ୍ଟାର ନୋଭାକ ଜୋକୋଭିଚ୍‌ ରବିବାର ଫେଡେରାଲ କୋର୍ଟରେ ଭିଜା ରଦ୍ଦ ତଥା ପ୍ରତ୍ୟର୍ପଣ ନିର୍ଦ୍ଦେଶ ମାମଲାରେ ହାରିଯାଇଛନ୍ତି। ଫଳରେ ସେ ଅଷ୍ଟ୍ରେଲିଆନ ଓପନ ଆରମ୍ଭ ହେବାର ଦିନକୁ ପୂର୍ବରୁ ଏକ…

ଓମିକ୍ରନ୍‌ ଏକ ବିଜାତୀୟ ଭୂତାଣୁ

ନୂଆଦିଲ୍ଲୀ,୧୭।୧ : ବୈଜ୍ଞାନିକମାନେ ଓମିକ୍ରନ୍‌କୁ ସମ୍ପୂର୍ଣ୍ଣ ଭିନ୍ନ ମହାମାରୀ ଭାବେ ଦେଖୁଥିବାବେଳେ ଦୁଇଟି ମହାମାରୀ ପରସ୍ପର ସହ ଯୋଡ଼ିହୋଇ ଚାଲିଥିବା ଭଳି ଜଣାପଡ଼ୁଥିବା ଆଇସିଏମ୍‌ଆର୍‌ର ପୂର୍ବତନ ମୁଖ୍ୟ ତଥା ଭୂତାଣୁ ବିଜ୍ଞାନୀ ଡ. ଟି. ଜାକୋବ ଜନ୍‌ କହିଛନ୍ତି। ତାଙ୍କ କହିବା…

ସ୍ବାସ୍ଥ୍ୟମନ୍ତ୍ରୀ ଭୁଲିଗଲେ କୋଭିଡ୍‌ କଟକଣା

ଝାରସୁଗୁଡା ଅଫିସ୍‌,୧୬।୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ କୋଭିଡ୍‌ କଟକଣାରେ ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ (ଇସି)। ଏଥିପାଇଁ ନିର୍ବାଚନ କମିଶନର କେତେକ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହି…

ପରେଡ଼ରୁ ହଟିଲା ଦିଦିଙ୍କ ପ୍ରଜ୍ଞାପନ ମେଢ଼, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି…

କୋଲକାତା, ୧୬।୧: ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ଼ରୁ ପ୍ରଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼କୁ ହଟାଇ ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ସ୍ବତନ୍ତ୍ରତା ସେନାନୀଙ୍କର ପ୍ରଜ୍ଞାପନ ମେଢ଼କୁ ସାମିଲ…

କୋଭିଡ୍‌ ନିୟମ ଭାଙ୍ଗିବାରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧୬।୧: ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ନୋଏଡାରେ ପ୍ରଚାର ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ଅନ୍ୟମାନଙ୍କ ବିରୋଧରେ କୋଭିଡ୍‌ ସେଫ୍ଟି ପ୍ରୋଟୋକଲ୍ସ ଭଙ୍ଗ କରିଥିବା ନେଇ ଏକ ମାମଲା ରୁଜୁ ହୋଇଛି। ଜିଲା ନିର୍ବାଚନ ଅଧିକାରୀ ନୋଏଡାର…

ଏମ୍‌ସିଡି ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଯୋଜନା, ଝୁମ୍ପୁଡ଼ି ବସ୍ତିରେ ଖୋଲିବ ନମୋ ସେବା କେନ୍ଦ୍ର…

ନୂଆଦିଲ୍ଲୀ, ୧୬।୧: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ(ଏମ୍‌ସିଡି) ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ରାଜଧାନୀର ଝୁମ୍ପୁଡ଼ି ବସ୍ତିରେ ନମୋ ସେବା କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଉଛି। ରବିବାର ଦଳର ନେତାମାନେ ଏନେଇ ସୂଚନା ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାକୁ ଲୋକଙ୍କ…

ନିର୍ବାଚନ ଫିକା ଫିକା, ଆସିବେନି ଷ୍ଟାର ପ୍ରଚାରକ !…

ଲକ୍ଷ୍ନୌ, ୧୬।୧: ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ତେବେ ଚଳିତ ବିଧାନସଭା ନିର୍ବାଚନ ସମ୍ପୂର୍ଣ୍ଣ ଫିକା ଫିକା ହେବାର ଆଶଙ୍କା…

ଟିକାର ଉଭୟ ଡୋଜ୍‌ ନେଇଛନ୍ତି ୭୦ ପ୍ରତିଶତ ଭାରତୀୟ…

ନୂଆଦିଲ୍ଲୀ, ୧୬।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଗତ ଏକ ବର୍ଷରେ ଦେଶର ୬୯.୮ ପ୍ରତିଶତ ଜନ ସଂଖ୍ୟା ଟିକାର ଉଭୟ ଡୋଜ୍‌ ନେଇ ସାରିଛନ୍ତି। ସେହିପରି ଦେଶର ୯୩…

ଦୁଇ ମହାମାରୀ ସହିତ ଲଢୁଛି ପୃଥିବୀ…

ନୂଆଦିଲ୍ଲୀ, ୧୬।୧: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୈଜ୍ଞାନିକମାନେ ଏହି ଭୂତାଣୁର ପ୍ରକୃତି ଏବଂ ପରିବର୍ତ୍ତନ ବିଷୟରେ ନିରନ୍ତର ଗବେଷଣା ଜାରି ରଖୁଛନ୍ତି। ଏପରିସ୍ଥଳେ ଖ୍ୟାତିସମ୍ପନ୍ନ ଭିରୋଲୋଜିଷ୍ଟ ତଥା ଇଣ୍ଡିଆନ କାଉନସିଲ ଅଫ…

ସ୍କୁଲ ବନ୍ଦକୁ ନେଇ ପ୍ରଶ୍ନ ଉଠାଇଲେ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୬ା୧: କରୋନା ମହାମାରୀ ମଧ୍ୟରେ ସ୍କୁଲ ବନ୍ଦକୁ ନେଇ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ ଜେମ୍‌ ସାଭେଦ୍ରା ଅନେକ ପ୍ରଶ୍ନ ଉଠାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ସ୍କୁଲ ଖୋଲିବା ପାଇଁ ପିଲାମାନଙ୍କର ଟିକାକରଣକୁ ଅପେକ୍ଷା କରିବାର କୌଣସି ଅର୍ଥ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?