ରାଜଧାନୀରେ ସଂକ୍ରମଣକୁ ରୋକିଲା ସପ୍ତାହନ୍ତ କର୍ଫ୍ୟୁ, କହିଲେ ସ୍ବାସ୍ଥ୍ୟମନ୍ତ୍ରୀ…
ନୂଆଦିଲ୍ଲୀ, ୧୬।୧: ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ସପ୍ତାହନ୍ତ କର୍ଫ୍ୟୁ ଏବଂ କଡ଼ା କଟକଣା ଲାଗୁ ହେବା ଯୋଗୁ କରୋନା ମହାମାରୀ ସଂକ୍ରମଣ କମିବାରେ…
କରୋନା ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ, ସରକାରୀ ରିପୋର୍ଟ ମାତ୍ର ୪ ହଜାର…
ବେଜିଂ, ୧୬।୧ : ଚାଇନା ସରକାର କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଘଟଣାର ପର୍ଦ୍ଦାଫାଶ୍ ହୋଇଛି। ଜଣେ ବିଶ୍ଳେଷକ ଦାବି କରିଛନ୍ତି ଯେ ଚାଇନାରେ କରୋନା ମହାମାରୀ ମୃତ୍ୟୁ ସଂଖ୍ୟା ସରକାରୀ ତଥ୍ୟଠାରୁ ଢ଼େର ଅଧିକ। ଏହା ସରକାରୀ ରିପୋର୍ଟରେ ପ୍ରକାଶିତ…
ଜାନୁୟାରୀ ୨୩ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ, ସରକାରଙ୍କ ଘୋଷଣା…
ଲକ୍ଷ୍ନୌ, ୧୬।୧: କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉତ୍ତରପ୍ରଦେଶ ସରକାର ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଜାନୁୟାରୀ ୨୩ ପର୍ଯ୍ୟନ୍ତ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୬ ପର୍ଯ୍ୟନ୍ତ…
ଖୁସି ଖବର: ୬ ଦେଶରେ କମିଲା ଓମିକ୍ରନ୍ ସଂକ୍ରମଣ
ନୂଆଦିଲ୍ଲୀ,୧୬ ।୧: ଦୀର୍ଘ ୩ ମାସ ପରେ ବିଶ୍ୱର ପ୍ରାୟ ୬ଟି ଦେଶରେ ୟୁଟର୍ଣ୍ଣ ନେଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । ଅର୍ଥାତ୍ ସଂକ୍ରମଣ କମ୍ ହେଲାଣି । ଏହି ଦେଶମାନଙ୍କ ମଧ୍ୟରେ ରହିଛନ୍ତି, ବ୍ରିଟେନ, କନାଡା, ଇଟାଲୀ, ଆୟାରଲ୍ୟାଣ୍ଡ,…
କରୋନା ଟିକାକରଣକୁ ପୂରଣ ହେଲା ବର୍ଷେ: ଦିଆଗଲାଣି ୧୫୭ କୋଟି ଡୋଜ
ନୂଆଦିଲ୍ଲୀ,୧୬ ।୧: ଜାନୁୟାରୀ ୧୬ ଦେଶପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜିର ଦିନରେ ଅର୍ଥାତ୍ ୧୬ ଜାନୁୟାରୀ ୨୦୨୧ରେ କରୋନା ଭଳି ମହାମାରୀ ବିରୋଧରେ ଲଢିବାକୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ…
ବିଶେଷଜ୍ଞଙ୍କ ଦାବି ସବୁଦିନ ପାଇଁ ରହିବ ନାହିଁ କରୋନା, ଖୁବଶୀଘ୍ର ହେବ ଶେଷ
ୱାଶିଂଟନ,୧୬ ।୧: ସାରା ବିଶ୍ୱ କରୋନା ମହାମାରୀର ନୂଆ ନୂଆ ଭାରିଏଣ୍ଟକୁ ଦେଖି ସାରିଲାଣି । ଏହାର ଭୟାବହତାକୁ ବି ଅଙ୍ଗେ ଲିଭାଇଲାଣି । କରୋନା ସବୁକ୍ଷେତ୍ରରେ ପ୍ରଭାବ ପକାଇ ସାରିଲାଣି । ଫଳରେ ଲୋକେ ବହୁ ସମସ୍ୟାର ସାମ୍ନା କଲେଣି…
କୋର୍ଟରେ ମାମଲାର ଆବେଦନ ସମୟରେ ନାମ ପୂର୍ବରୁ ମହାରାଜା-ରାଜା-ନଓ୍ବାବ୍-ରାଜକୁମାର ବ୍ୟବହାର କରିବା ନେଇ କେନ୍ଦ୍ର-ରାଜ୍ୟର ମତାମତ ଲୋଡ଼ାଗଲା…
ଜୟପୁର, ୧୫।୧ : ହାଇକୋର୍ଟ ଅବା ନିମ୍ନ କୋର୍ଟରେ କୌଣସି ମାମଲାରେ ଆବେଦନ ସମୟରେ ନାମ ପୂର୍ବରୁ ମହାରାଜା-ରାଜା-ନଓ୍ବାବ୍-ରାଜକୁମାର ବ୍ୟବହାର କରି ହେବ କି ନାହିଁ ସେ ନେଇ ରାଜସ୍ଥାନ ହାଇକୋର୍ଟଙ୍କ ପକ୍ଷରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ମତାମତ ଲୋଡ଼ାଯାଇଛି।…
୪ ଆଇଏଏସ୍ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି
ଭୁବନେଶ୍ୱର,୧୫ା୧(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍ ଅଫିସରଙ୍କୁ ସ୍ତରରେ ପଦୋନ୍ନତି ଦେଇଛନ୍ତି। ୪ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି। ୧୯୯୧ ବ୍ୟାଚ୍ର ଆଇଏଏସ୍ ଅନୁ ଗର୍ଗ, ମଧୁସୂଦନ ପାଢ଼ୀ, ସତ୍ୟବ୍ରତ ସାହୁ, ବିଜୟ ଆରୋରାଙ୍କୁ ଅତିରିକ୍ତ…
କ୍ରୋମ୍ ଅପଡେଟ୍ରେ କମ୍ପ୍ୟୁଟରରେ ଭାଇରସ ସହିତ ବ୍ଲାକ୍ମେଲିଂ ଆଶଙ୍କା…
ନୂଆଦିଲ୍ଲୀ, ୧୫।୧ : କମ୍ପ୍ୟୁଟର, ସ୍ମାର୍ଟଫୋନ କିମ୍ବା ଅନ୍ୟାନ୍ୟ ଡିଭାଇସରେ ଅପଡେଟ ଆସିବାକୁ ସକାରାତ୍ମକ ଭାବେ ଗ୍ରହଣ କରାଯାଇଥାଏ। ଏହା ଦ୍ୱାରା ଏହାର ସୁରକ୍ଷାସ୍ତର ଅପଡେଟ ହୋଇଥାଏ। ବଗ୍ ଫିକ୍ସ୍ କରାଯାଇଥାଏ। ଫଳରେ ଭାଇରସ କିମ୍ବା ମାଲୱେର୍ ଆକ୍ରମଣର ଆଶଙ୍କା କମିଯାଏ।…
ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା
ନୂଆଦିଲ୍ଲୀ,୧୫।୧: ଟି-୨୦, ଦିନିକିଆ ପରେ ଏବେ ଟେଷ୍ଟ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି। ଏନେଇ ସେ ଶନିବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ନିଜ ଟୁଇଟ୍ରେ ସେ ଦୀର୍ଘ ୭ ବର୍ଷ ଧରି ଦଳର ସଫଳତା ଲାଗି କାର୍ଯ୍ୟ କରିଥିବା…
ଲିପୁଲେଖରେ ଭାରତର ସଡ଼କ ପ୍ରଶସ୍ତିକରଣକୁ ନେପାଳ ପକ୍ଷରୁ ବିରୋଧ…
କାଠମାଣ୍ଡୁ/ନୂଆଦିଲ୍ଲୀ, ୧୫।୧ : ଭାରତ ସରକାରଙ୍କ ପକ୍ଷରୁ ଉତ୍ତରାଖଣ୍ଡର ଲିପୁଲେଖରେ ସଡ଼କ ପ୍ରଶସ୍ତିକରଣ କାର୍ଯ୍ୟ ଜାରି ରହିଛି। ତେବେ ଏହାକୁ ନେପାଳ ପକ୍ଷରୁ ବିରୋଧ କରାଯାଇଛି। ଭାରତ ପକ୍ଷରୁ ନେପାଳ ସୀମାରେ ହସ୍ତକ୍ଷେପ କରାଯାଉଥିବା ଅଭିଯୋଗ ହୋଇଛି। ଶାସକ ଏବଂ ବିରୋଧି…
ଜାନୁୟାରୀ ୨୨ ପର୍ଯ୍ୟନ୍ତ ନିର୍ବାଚନ ରାଲି ଉପରେ ରୋକ…
ନୂଆଦିଲ୍ଲୀ, ୧୫।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହେବାକୁ ଥିବା ରାଲି ଉପରେ ରୋକ ଜାନୁୟାରୀ ୨୨ ପର୍ଯ୍ୟନ୍ତ ବୃଦ୍ଧି…

