Home Middle

କୋଭିଶିଲ୍ଡ ଡୋଜ୍‌ ମଧ୍ୟରେ ବ୍ୟବଧାନ ହ୍ରାସ

ନୂଆଦିଲ୍ଲୀ,୨୧।୩ : ଭାରତର ଜାତୀୟ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କୋଭିଶିଲ୍ଡର ଦୁଇ ଡୋଜ୍‌ ମଧ୍ୟରେ ବ୍ୟବଧାନ ହ୍ରାସ କରିବା ଲାଗି ଏନ୍‌ଟିଏଜିଆଇ (ନ୍ୟାଶନାଲ ଟେକ୍‌ନିକାଲ ଆଡଭାଇଜରୀ ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେଶନ) ସୁପାରିସ୍‌ କରିଛି। ପ୍ରଥମ ଡୋଜ୍‌ କୋଭିଶିଲ୍ଡ ଟିକା…

ବେଙ୍ଗାଲୁରୁରେ ପହଞ୍ଚିଲା ନବୀନଙ୍କ ମୃତ ଶରୀର

ବେଙ୍ଗାଲୁରୁ,୨୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୫ ଦିନ ପୂରଣ ହୋଇ ସାରିଛି । ଏହାରି ଭିତରେ ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ଦେଶର ହଜାର ହଜାର ସେନା ଶହୀଦ ହୋଇ ସାରିଲେଣି । ମାର୍ଚ୍ଚ ୧ରେ…

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆଜି ଅର୍ଥାତ୍‌ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଘରେ ଏବଂ ହୋଟେଲରେ ପଖାଳ ମଜା ଉଠାଇଛନ୍ତି ଲୋକେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜେ ପଖାଳ ଖାଇ ଲୋକଙ୍କୁ ପଖାଳ ଦିବସର ଶୁଭେଚ୍ଛା…

ଉତ୍ତରାଖଣ୍ଡ ସରକାର ଗଠନ ନେଇ ଦିଲ୍ଲୀରେ ମାନସମନ୍ଥନ, ମୁଖ୍ୟମନ୍ତ୍ରୀ ରେସ୍‌ରେ ଧାମି ଆଗରେ

ଡେରାଡୁନ,୨୦ା୩: ଉତ୍ତରାଖଣ୍ଡ ସରକାର ଗଠନ ପାଇଁ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସୂଚନାନୁସାରେ ଭବିଷ୍ୟତର ମୁଖ୍ୟମନ୍ତ୍ରୀଙ୍କ ନାମ ସମ୍ପର୍କରେ ଦଳର ବରିଷ୍ଠ ନେତାମାନେ ଏହି…

ଆର୍ଟ ସ୍କୁଲ୍‌ ଉପରେ ବୋମାବର୍ଷା, ୪୦୦ ଛାତ୍ରୀଛାତ୍ର-ଲୋକେ ଆଶ୍ରୟ ନେଇଥିଲେ…

ମସ୍କୋ/କ୍ୱିଭ୍‌,୨୦।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ୨୫ ଦିନ ବିତିଛି। କିଛି ଦିନ ତଳେ ରୁଷିଆ ଯୁଦ୍ଧ ବିମାନ ମାରିଆପୋଲର ଡ୍ରାମା ଥିଏଟର ଉପରେ ବୋମା ବର୍ଷା କରିଥିଲା। ପୁଣି ଏବେ ମାରିଆପୋଲ ସହରର ଏକ ଆର୍ଟ…

ଡ୍ରେନ୍‌ ପାଣିରୁ ଚିହ୍ନଟ ହେବ କରୋନା ଭୂତାଣୁ, ୨୫ ସହରରେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୦।୩ : ବର୍ତ୍ତମାନ ସୁଦ୍ଧା ଦେଶରେ କେବଳ କରୋନା ଭୂତାଣୁ କେବଳ ମାନବ ନମୁନା ସଂଗ୍ରହ ଦ୍ୱାରା ଚିହ୍ନଟ ହେଉଥିଲ। କିନ୍ତୁ ଆସନ୍ତା ସପ୍ତାହରୁ ଦେଶରେ କରୋନା ଭୂତାଣୁ ଚିହ୍ନଟ କରିବା ପାଇଁ ଡ୍ରେନ୍‌ ଏବଂ ନାଳ ନର୍ଦ୍ଦମା ପାଣିର ବ୍ୟବହାର…

ହିଜାବ ବିବାଦ ନଥମୁଣୁ ଏବେ ଶ୍ରୀମଦ ଭଗବଦ ଗୀତା…

ବେଙ୍ଗାଲୁରୁ,୨୦।୩ : କର୍ନାଟକରେ ହିଜାବ ବିବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ସମ୍ପୂର୍ଣ୍ଣ ଥମିନାହିଁ। ଏହା ଏବେ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। ଏପରିସ୍ଥଳେ ଏବେ ଗୁଜୁରାଟ ଶୈଳୀରେ ବିଦ୍ୟାଳୟ ପାଠ୍ୟକ୍ରମରେ ଶ୍ରୀମଦ ଭଗବଦ ଗୀତା ପଢ଼ାଯିବା ନେଇ ବିବାଦ ଆରମ୍ଭ ହୋଇଛି। ରାଜ୍ୟର…

କିଶିଦାଙ୍କୁ କୃଷ୍ଣ ପଙ୍ଖି ଉପହାର ଦେଲେ ମୋଦି…

ନୂଆଦିଲ୍ଲୀ,୨୦।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କୁ ’କୃଷ୍ଣ ପଙ୍ଖି’ ଉପହାର ଦେଇଛନ୍ତି। ଏହା ଚନ୍ଦନ କାଠରେ ନିର୍ମିତ ଏବଂ ଏହାର ପାର୍ଶ୍ୱରେ ଭଗବାନ ଶ୍ରୀକୃଷ୍ଣଙ୍କର ବିଭିନ୍ନ ସ୍ଥିତିକୁ ଚିତ୍ରଣ କରୁଥିବା କଳାକୃତି…

ରୁଷିଆ ପ୍ରତି ଅର୍ଥ ବ୍ୟବସ୍ଥାରୁ ନିଜକୁ ଦୂରେଇ ରଖିଛି ଚାଇନା

ମସ୍କୋ,୨୦ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୫ ଦିନ ହେବ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଲଢ଼େଇ ବନ୍ଦ ପାଇଁ ନାଁ ନେଉନି। ଅନେକ ଆଲୋଚନା ଏବଂ ବୈଠକ ପରେ ମଧ୍ୟ ଯୁଦ୍ଧକୁ ନେଇ ଉତ୍ତେଜନା ଲାଗିରହିଛି। ଏସବୁ…

ଦେଶର ପ୍ରଥମ ପେପର ଲେସ୍‌ ବିଧାନସଭା, ଇତିହାସ ରଚିଲା ନାଗାଲାଣ୍ଡ…

କୋହିମା,୨୦।୩ : ନାଗାଲାଣ୍ଡର ବିଧାନସଭା ସମଗ୍ର ଦେଶରେ ଇତିହାସ ସୃଷ୍ଟି କରିଛି। ନାଗାଲାଣ୍ଡ ବିଧାନସଭା ଦେଶର ପ୍ରଥମ ପେପର ଲେସ୍‌ (କାଗଜ ବିହୀନ) ବିଧାନସଭା ପାଲଟିଛି। ଶନିବାର ବିଧାନସଭା ସମ୍ପୂର୍ଣ୍ଣ କାଗଜ ବିହୀନ ହୋଇଛି। ଏଠାରେ ଜାତୀୟ ଇ-ବିଧାନ ଆପ୍ଲିକେଶନ (ନେଭା)…

ଉପକୂଳ ମୁହାଁ ‘ଆସାନି’, ହାଇ ଆଲର୍ଟ ଜାରି…

ନୂଆଦିଲ୍ଲୀ,୨୦।୩ : ଚଳିତ ବର୍ଷର ପ୍ରଥମ ସାଇକ୍ଲୋନିକ ଝଡ ’ଆସାନି’ ବିଷୟରେ ସତର୍କ ସୂଚନା ଜାରି କରାଯାଇଛି । ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଭାଗରେ ଏକ ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ କହିଛି। ଏହାର ପ୍ରଭାବରେ ଆଣ୍ଡାମାନ ଏବଂ…

ସିଆଲକୋଟରେ ବଡ଼ ଧରଣର ବିସ୍ଫୋରଣ

ଇସଲାମାବାଦ,୨୦ା୩: ଉତ୍ତର ପାକିସ୍ତାନର ସିଆଲକୋଟ ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ଏତେ ଜୋର୍‌ରେ ଥିଲା ଯେ ଏହାର ଶବ୍ଦ ଅନେକ ଦୂରରୁ ଶୁଣିବାକୁ ମିଳିଥିଲା। ଏକ ଗଣମାଧ୍ୟମର ସମ୍ପାଦକ ଋଷି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?