ଆମେରିକାକୁ ଧମକ ଦେଲେ କିମ୍‌ …

ଓ୍ବାଶିଂଟନ, ୨୯।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଏକ ଅନ୍ତର୍ଦେଶୀୟ କ୍ଷେପଣାସ୍ତ୍ରର ପରୀକ୍ଷଣ କରିବା ପରେ ଆମେରିକା ସହ ବିବାଦ ପୁଣି ବଢ଼ିବାରେ ଲାଗିଛି। କିମ୍‌ ଏବେ ଆମେରିକାକୁ ସିଧାସଳଖ ଧମକ ଦେଇଛନ୍ତି।ସେ କହିଛନ୍ତି ଯେ କୌଣସି ଦେଶ ତାଙ୍କୁ ବ୍ଲାକମେଲ କରିବା ଉଚିତ ନୁହେଁ। କାରଣ ଉତ୍ତରକୋରିଆ ମଧ୍ୟ କିପରି ଉତ୍ତର ଦେବ ତାହା ଜାଣିଛି ।

କିମ୍‌ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କ ସହିତ ଦକ୍ଷିଣ କୋରିଆକୁ ମଧ୍ୟ ସତର୍କ କରିଛି। ଉତ୍ତର କୋରିଆର ଏହି ଧମକ ଯୋଗୁ ଏବେ ବିଶ୍ୱରେ ଆଣବିକ ଯୁଦ୍ଧର ସଙ୍କଟ ସୃଷ୍ଟି ହୋଇଛି। ଏଥି ସହିତ ସାଟେଲାଇଟ ଫଟୋରୁ ଜଣାପଡିଛି ଯେ ଉତ୍ତର କୋରିଆ ଏହାର କ୍ଷେପଣାସ୍ତ୍ରକୁ ଆଣବିକ ଅସ୍ତ୍ରରେ ସଜାଡ଼ିବା ପାଇଁ ପ୍ରସ୍ତୁତ ହେଉଛି।

ଏହା କୁହାଯାଉଛି ଯେ କିମ୍‌ ମହାଶକ୍ତିଶାଳୀ ପରମାଣୁ ଅସ୍ତ୍ର ତିଆରି କରିବାକୁ ଚାହୁଁଛନ୍ତି। ଏପରିକି ଏକ ଆଲୋଚନା ହେଉଛି କିମ୍‌ ଖୁବ୍‌ ଶୀଘ୍ର ସପ୍ତମ ଆଣବିକ ପରୀକ୍ଷା କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେନ୍ୟ ବାହିନୀ-ନ୍ୟାୟପାଳିକା ବିରୋଧରେ ମନ୍ତବ୍ୟ ଦେଲେ ୫ ବର୍ଷ ଜେଲ୍‌: ପାକିସ୍ତାନରେ ନୂଆ ଆଇନ…

ଇସଲାମାବାଦ,୫।୨ : ପାକିସ୍ତାନରେ ସେନା ଏବଂ ନ୍ୟାୟପାଳିକା ବିରୋଧରେ ମନ୍ତବ୍ୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଏକ ନୂତନ ବିଲ ପ୍ରସ୍ତୁତ କରିଛନ୍ତି। ଏହି...

୬ ମାସରେ ୧୮୦୦ରୁ ଅଧିକ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୪୬୦୦ ଟପିଛି: ପଶ୍ଚିମ ଆଫ୍ରିକାରେ ଆତଙ୍କବାଦ ସ୍ଥିତି ନେଇ ଜାତିସଂଘର ଚିନ୍ତା…

ଜେନେଭା,୨୬।୭ : ପଶ୍ଚିମ ଆଫ୍ରିକାରେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ୧୮୦୦ ରୁ ଅଧିକ ଆତଙ୍କବାଦୀ ଆକ୍ରମଣ ରେକର୍ଡ କରାଯାଇଛି। ଯେଉଁଥିରେ ଲୋକଙ୍କର ମୃତ୍ୟୁ...

ଇଣ୍ଡୋନେସିଆରେ ଘଣ୍ଟାଏ ମଧ୍ୟରେ ୫ ଥର ଭୂକମ୍ପ, ଲୋକେ ଆତଙ୍କିତ, ରାସ୍ତାରେ ବିତିଲା ରାତି…

ଜାକର୍ତ୍ତା,୨୭।୨ : ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ ହୋଇଛି। ସୋମବାର ମାତ୍ର ୧ ଘଣ୍ଟା ମଧ୍ୟରେ ଗୋଟିଏ ପରେ ଗୋଟିଏ ୫ ଥ ଭୂକମ୍ପ ହୋଇଥିଲା। ଏସବୁର...

ବ୍ରେନ୍‌ ଖାଉଥିବା ଏମୋଇବା ସଂକ୍ରମଣ: ଆମେରିକାରେ ଆତଙ୍କ

ଓ୍ବାଶିଂଟନ,୨୪।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁ ନ ଥିବାବେଳେ ଆମେରିକାରେ ଏକ ନୂଆ ଆତଙ୍କ ଦେଖାଦେଇଛି। ମଣିଷ ବ୍ରେନ୍‌କୁ ଖାଉଥିବା ମାରାତ୍ମକ ଏମୋଇବା...

ସରକାରଙ୍କୁ ଘେରିବେ ଇମ୍ରାନ

ଇସଲାମାବାଦ,୨୭ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳ (ପିଟିଆଇ) ଲାହୋରରୁ ଇସଲାମାବାଦ ଅଭିମୁଖେ ପଦଯାତ୍ରା କରିବାକୁ ଘୋଷଣା କରିବାର ଗୋଟିଏ ଦିନ...

ଶିକ୍ଷିତ ପୁରୁଷ ବଳାତ୍କାର କରନ୍ତି ନାହିଁ

କେପ୍‌ଟାଉନ୍‌,୧୭ା୨: ଦକ୍ଷିଣ ଆଫ୍ରିକାରେ ମହିଳାମାନଙ୍କ ବିରୋଧରେ ଯୌନ ନିର୍ଯାତନା ବଢ଼ିଚାଲିଥିବାବେଳେ ଦେଶର ମୌଳିକ ଶିକ୍ଷାମନ୍ତ୍ରୀ ଆଙ୍ଗିଏ ମୋଟ୍‌ଶେକ୍‌ଗା କହିଛନ୍ତି, ଶିକ୍ଷିତ ପୁରୁଷମାନେ ବଳାତ୍କାର କରନ୍ତି ନାହିଁ।...

କେରୋନା ମୁକାବିଲା: ଫୁଟବଲ ପଡ଼ିଆ ହେଲା ହସ୍ପିଟାଲ

ଓ୍ବାଶିଂଟନ,୧୯।୩: ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ୨ଜଣ ସାଂସଦ ମାରିଆ ଡିଆଜ୍‌ ଏବଂ ବେନ୍‌ ମ୍ୟାକ୍‌୍‌ଆଦମ୍ସ୍‌ଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଛି।...

ଚାଇନାରେ ବୃଦ୍ଧି ପାଉଥିବା ସଂକ୍ରମଣ ନେଇ ଚିନ୍ତାରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ,ତଥ୍ୟ ପ୍ରକାଶ ଉପରେ ଗୁରୁତ୍ୱ…

ଜେନେଭା/ବେଜିଂ,୫।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଭାରିଆଣ୍ଟ ଯୋଗୁଁ ଚାଇନାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଡାକ୍ତରଖାନାର...

Advertisement
Archives

Model This Week