Posted inଜାତୀୟ

ସରକାର ଯୋଜନା, ଆର୍ଥିକ ପ୍ରଭାବକୁ ଧ୍ୟାନ ଦେବା ଉଚିତ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬ା୪: ବୁଧବାର ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀରେ କେନ୍ଦ୍ରକୁ କହିଛନ୍ତି, ଯୋଜନା ଏବଂ ଆଇନ ଆଣିବାବେଳେ ସରକାର ଏହାର ଆର୍ଥିକ ପ୍ରଭାବକୁ ମଧ୍ୟ ଧ୍ୟାନ ଦେବା ଉଚିତ୍‌। ରାଇଟ ଟୁ ଏଜୁକେଶନ ଆକ୍ଟର ଉଦାହରଣ ଦେଇ କୋର୍ଟ କହିଛନ୍ତି, ଆଇନ ତିଆରି ହୋଇଛି କିନ୍ତୁ ସ୍କୁଲଗୁଡ଼ିକ କେଉଁଠି। ଶିକ୍ଷକ କେଉଁଠୁ ଆସିବେ? କୌଣସି ଭିତ୍ତିଭୂମି ସମ୍ବଳ ନାହିଁ।
କେତେକ ସ୍ଥାନରେ ଶିକ୍ଷାମିତ୍ର ଅଛନ୍ତି ଯେଉଁମାନେ ପାଞ୍ଚ ହଜାର ଟଙ୍କା ପାଆନ୍ତି । ଯିଏ ପରେ ସମାନତା ଦାବି କରନ୍ତି। ଯେତେବେଳେ ଏଭଳି ମାମଲା କୋର୍ଟକୁ ଆସେ, ସରକାର ବଜେଟ୍‌ର ପ୍ରତିବନ୍ଧକ ଥିବା ଉପସ୍ଥାପନ କରନ୍ତି। ଏହି ଦିଗକୁ ସମ୍ପୂର୍ଣ୍ଣ ରୂପେ ଦେଖିବା ଉଚିତ୍‌ ବୋଲି କୋର୍ଟ ସରକାରଙ୍କୁ କହିଛନ୍ତି। ସରକାର ଏହି ଦିଗରେ କାର୍ଯ୍ୟ କରିବା ଉଚିତ, ନଚେତ୍‌ ଏହା କେବଳ ମୌଖିକ ଦାବି ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ମୃତ୍ୟୁ ପରେ ଆମେ ଆଉ ବଞ୍ଚିବାକୁ ଚାହୁଁନାହୁଁ ଲେଖି ଆତ୍ମହତ୍ୟା କଲେ ଦୁଇଭାଇ

ନୂଆଦିଲ୍ଲୀ, ୨।୭: ପଶ୍ଚିମ ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୟାନସରରେ ମା’ଙ୍କ ମୃତ୍ୟୁ ହେବାପରେ ଦୁଇ ଭାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ...

କମଳନାଥ ସରକାରଙ୍କୁ ଅପରେଶନ୍‌ ଲୋଟସ୍‌ ଭୟ: ୯ କଂଗ୍ରେସ ବିଧାୟକଙ୍କୁ ଭାଜପା ବନ୍ଧକ ରଖିଥିବା ଅଭିଯୋଗ

ଭୋପାଳ,୪।୩: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥ ସରକାର ସଙ୍କଟରେ ପଡ଼ିଛନ୍ତି। ଭାଜପା କଂଗ୍ରେସର ୯ ଜଣ ବିଧାୟକଙ୍କୁ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ରାଜ୍ୟରେ ଭାଜପା ପକ୍ଷରୁ...

‘କାଫେ ନିର୍ମଳା ତାଇ’ରେ ନାହିଁ ପିଆଜ ମେନ୍ୟୁ: କଂଗ୍ରେସ ଟୁଇଟ୍‌

ନୂଆଦିଲ୍ଲୀ,୫।୧୨: ପିଆଜ ଦାମ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ନିର୍ମଳା ଲୋକ ସଭାରେ କହିଥିଲେ ଯେ,...

ହୁବଲି ଇଦଗାହ ପଡ଼ିଆରେ ଗଣେଶ ଉତ୍ସବ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ବେଙ୍ଗାଲୁରୁ, ୩୧।୮ : କର୍ନାଟକ ହାଇକୋର୍ଟ ହୁବଲି-ଧାରୱାଡର ଇଦଗାହ ପଡ଼ିଆରେ ଗଣେଶ ଉତ୍ସବକୁ ଅନୁମତି ଦେବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଧାର୍ମିକ କାର୍ଯ୍ୟକୁ ଅନୁମତି ନଦେବାକୁ...

ପଞ୍ଜାବରେ ୮ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଚଣ୍ଡିଗଡ଼,୧୮ ।୯: ପଞ୍ଜାବର ମୋହାଲି ସ୍ଥିତ ଏକ ବିଶ୍ୱବିଦ୍ୟାଳରେ ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ...

କ୍ଲାସରେ ନମାଜ ପାଇଁ ସସ୍‌ପେଣ୍ଡ ହେଲେ ପ୍ରଧାନଶିକ୍ଷୟିତ୍ରୀ

ବେଙ୍ଗାଲୁରୁ,୨୭।୧: କର୍ନାଟକର କୋଲାର ଜିଲାର ସରକାରୀ ସ୍କୁଲରେ ମୁସଲିମ ଛାତ୍ରୀଛାତ୍ରଙ୍କୁ କ୍ଲାସରେ ନମାଜ ପାଠ କରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ନିଲମ୍ବିତ ହୋଇଛନ୍ତି...

ବ୍ୟାଣ୍ଡ୍‌ବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଲା ପୋଲିସ, ଜାଣନ୍ତୁ କାହିଁକି

ପାଟନା, ୧୬।୭: ପୋଲିସ ବ୍ୟାଣ୍ଡବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଘଟଣା ବିହାରର ଭାଗଲପୁରର ମାଡୱା ଜିଲାରେ ଘଟିଛି।...

ଅଭିନନ୍ଦନଙ୍କ ସ୍କ୍ବାଡ୍ରନ୍‌କୁ ସମ୍ମାନୀତ କରିବ ବାୟୁସେନା

ନୂଆଦିଲ୍ଲୀ,୬।୧୦: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ୫୧-ସ୍କ୍ବାଡ୍ରନ୍‌କୁ ବାୟୁସେନା ସମ୍ମାନୀତ କରିବ । କମାଣ୍ଡିଙ୍ଗ୍‌ ଅଫିସର...

Advertisement
Archives

Model This Week