ବ୍ୟାଙ୍କ ଲକରରୁ ଲୁଟିନେଲେ କୋଟିଏ ଟଙ୍କାର ସୁନାଗହଣା
ରାସୋଳ,୧୨ା୧(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ବଜାର ନିକଟରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ଅପରାହ୍ନରେ ସଶସ୍ତ୍ର ଡକାୟତି ହୋଇଛି। ୪ଜଣ ଦୁର୍ବୃତ୍ତ ବ୍ୟାଙ୍କ ଲକରରୁ ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ସମେତ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା…
ଘର ତିଆରି ପାଇଁ ଟଙ୍କା ମାଗିବା ମଧ୍ୟ ଯୌତୁକ, ସୁପ୍ରିମ୍କୋର୍ଟଙ୍କ ରାୟ…
ନୂଆଦିଲ୍ଲୀ, ୧୨।୧ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଘର ତିଆରି ପାଇଁ ଶାଶୁଘରରୁ ଟଙ୍କା ମାଗିବାକୁ ମଧ୍ୟ ଯୌତୁକ ଭାବେ ବିବେଚନା କରାଯିବ। ସୁପ୍ରିମକୋର୍ଟ ଏହାକୁ ଅପରାଧ ବୋଲି କହିଛନ୍ତି। ଏଥିସହିତ କୋର୍ଟ ଏକ ମାମଲାରେ ଦୋଷୀ…
ରାଜ୍ୟରେ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୨।୧(ବ୍ୟୁରୋ): ରାଜ୍ୟରେ କରୋନାର ‘ଓମିକ୍ରନ’ ଭାରିଆଣ୍ଟ ଚିନ୍ତା ବଢାଉଛି। ରାଜ୍ୟରେ ବୁଧବାର ପୁଣି ଆଉ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଇଏଲଏସ୍ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛିି । ତେବେ ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ…
ବିଦ୍ୱେଷ ସୃଷ୍ଟିକାରୀ ଭାଷଣ ମାମଲା, କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି…
ନୂଆଦିଲ୍ଲୀ, ୧୨।୧ : ହରିଦ୍ୱାର ଏବଂ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯେଉଁମାନେ ବିଦ୍ୱେଷ ସୃଷ୍ଟିକାରୀ ଭାଷଣ ଦେଇଥିବାର ଅଭିଯୋଗ ହୋଇଛି, ସେମାନଙ୍କ ବିରୋଧରେ ଯାଞ୍ଚ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିର୍ଦ୍ଦେଶ ଦେବାକୁ ହୋଇଥିବା ଆବେଦନର ଶୁଣାଣି ବୁଧବାର ସୁପ୍ରିମକୋର୍ଟ…
ଭାରତ ନିଜ ସାମର୍ଥ୍ୟ-ସ୍ବପ୍ନରେ ହୋଇପାରିଛି ଯୁବ ସୁଲଭ…
ନୂଆଦିଲ୍ଲୀ, ୧୨।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୨୫ ତମ ଜାତୀୟ ଯୁବ ମହୋତ୍ସବକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ବିଶ୍ୱ ଏକ ଆଶା, ବିଶ୍ୱାସ ସହିତ ଭାରତକୁ ଦେଖୁଛି। କାରଣ ଭାରତର ଲୋକମାନେ…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ଯାଞ୍ଚ୍ କମିଟି ଗଠନ …
ନୂଆଦିଲ୍ଲୀ, ୧୨।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଅବହେଳା ହୋଇଥିବା ଘଟଣାର ଯାଞ୍ଚ୍ ପାଇଁ ୫ ଜଣିଆ କମିଟି ଗଠନ କରାଯାଇଛି। ଏହାର ନେତୃତ୍ୱ ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରା ନେବେ। ଏହି ମାମଲାର…
ସୁରକ୍ଷାରେ ପ୍ରଶ୍ନ ଚିହ୍ନ, ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଟୁଇଟର ଆକାଉଣ୍ଟ ହ୍ୟାକ୍…
ନୂଆଦିଲ୍ଲୀ, ୧୨।୧ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଟୁଇଟର ଆକାଉଣ୍ଟକୁ ବୁଧବାର (ଜାନୁୟାରୀ ୧୨) ସକାଳେ ହ୍ୟାକ୍ କରାଯାଇଥିଲା। ଯଦିଓ କିଛି ସମୟ ପରେ ଏହି ଆକାଉଣ୍ଟକୁ ପୁନଃସ୍ଥାପିତ କରାଯାଇଛି। ଆକାଉଣ୍ଟ ହ୍ୟାକ୍ ହେବା ପରେ, ଏକ ଲିଙ୍କ ଏଲୋନ…
ଓ୍ବାଇଫ୍-ସ୍ବାପିଙ୍ଗ୍ ମାମଲା, ତାଲିକାରେ ବହୁ ହାଇପ୍ରୋଫାଇଲ୍ ବ୍ୟକ୍ତି ଜଡିତ ଥିବା ସନ୍ଦେହ…
ଥିରୁଭାନନ୍ତପୁରମ୍, ୧୨।୧ : କେରଳରେ ଜାରି ରହିଥିବା ସ୍ତ୍ରୀ ଅଦଳବଦଳ(ଓ୍ବାଇଫ୍-ସ୍ବାପିଙ୍ଗ୍)ର ଘୃଣ୍ୟ ତଥା ଲଜ୍ଜାଜନକ ଖେଳର ପର୍ଦ୍ଦାଫାଶ୍ ଧୀରେଧୀରେ ହେବାରେ ଲାଗିଛି। ଏହା ସହିତ ନୂଆ ନୂଆ ସତ୍ୟ ସାମ୍ନାକୁ ଆସିବା ଆରମ୍ଭ କରିଛି। ଏହାକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି…
ଓମିକ୍ରନ୍ ଗ୍ରାଫ୍ ଉପର ମୁହାଁ…
ନୂଆଦିଲ୍ଲୀ, ୧୨।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଓମିକ୍ରନ୍ ଗ୍ରାଫ୍ ଉପର ମୁହାଁ ହେବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇଛି। ଇତିମଧ୍ୟରେ ଦେଶର…
କରୋନା ସଂକ୍ରମଣ ବେଲଗାମ, ଦୈନିକ ସଂକ୍ରମଣ ୨ ଲକ୍ଷ ମୁହାଁ…
ନୂଆଦିଲ୍ଲୀ, ୧୨।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏବେ ଦୈନିକ ସଂକ୍ରମଣ ୨ ଲକ୍ଷ ମୁହାଁ ହେବାରେ ଲାଗିଛି। ଗତ…
ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସତର୍କ ରୁହନ୍ତୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଦେଶରେ କୋଭିଡ-୧୯ର ତୃତୀୟ…
ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ
କଟକ ଅଫିସ,୧୧।୧: ବରିଷ୍ଠ କଳାକାର ତଥା ଅଭିନେତା ମିହିର ଦାଶଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ହେଲା ଯକୃତ ରୋଗରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ…
Archives


